ବିଦ୍ୟାଳୟରୁ ତିନିଲକ୍ଷ ଟଙ୍କାର ଦ୍ରବ୍ୟ ଚୋରୀ ମାମଲା
ବାରିପଦା: ସ୍ଥାନୀୟ ପାଲବଣୀ ସ୍ଥିତ ଲେଡି ହେମିଲେଟନ ସରକାରୀ ଉଚ୍ଚ ବିଦୟାଳୟରେ କୋଭିଡ -୧୯ ର ସ୍ୱାବ କଲେକସନ ସେଂଟର ପରିଚାଳିତ ହେଉଥିବା ବେଳେ, ନିର୍ଜନତାର ସୁଯୋଗ ନେଇ ଚୋରପଶି ବିଦ୍ୟାଳୟର କମ୍ପୁଟର ଲ୍ୟାବ, ସାଇନ୍ସ ଲ୍ୟାବ, ସମେତ ଶ୍ରେଣୀ ଗୃହ ମାନଙ୍କର ତାଲାବାଙ୍ଗି ଗତ ୧୧ ତାରିଖ ରାତିରେ!-->…
Read More...
Read More...