Browsing Category

ଅପରାଧ

ଲୁଟିଲେ ସୁନା ଓ ନଗଦ ଟଙ୍କା

ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଂଚାୟତରେ ପଦ୍ମଲୋଚନ ମଲ୍ଲିକଙ୍କ ଘରେ ପଶି ବଳ ପୁର୍ବକ ଆକ୍ରମଣ କରି ୧୫ହଜାର ଟଙ୍କା ଓ ସୁନା ୨ଭରି ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଭିତି କରି ବିଞ୍ଝାରପୁର ଥାନାରେ ଧାରା ୧୯୭/୨୦ରେ ଏକ ମାମଲା ରୁଜୁ ହୋଇଛି ।
Read More...

ଜୁଆ ଆଡ୍ଡାରେ ଚଢାଉ: ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜୁଆ ଆଡ୍ଡାରେ ଚଢାଉ କରିବା ସମୟରେ ପୋଲିସ କର୍ମଚାରୀ ମାନେ ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଭଣ୍ଡିସାହିରେ । ବିଶ୍ୱସ୍ତ ସୂତ୍ରରୁ ଜୁଆ ଖେଳ ବିଷୟରେ ପୋଲିସକୁ ଖବର ମିଳିଥିଲା । ପୋଲିସ ଘଟଣା ସ୍ଥଳରେ
Read More...

ସରକାରୀ ଜମିକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଜଣେ ମୃତ

ଆଠଗଡ: ସରକାରୀ ଜମିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଧୂରୁଷିଆ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଗୟାଧର । ଖବର ପାଇ ଖୁଂଟୁଣୀ ଥାନା ପୋଲିସ ଘଟଣା ସ୍ଥଳରେ
Read More...

ଗର୍ଭବତୀ ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରରେ ଏୟାରପୋଟ୍ ଥାନା ଅର୍ନ୍ତଗତ କାରଗିଲ ବସ୍ତିରେ ଗତ ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ପତ୍ନୀକୁ ହାତୁଡିରେ ମୁଣ୍ଡ ଓ ମୁହଁକୁ ପିଟି ପିଟି ସ୍ୱାମୀ ଅତି ନିର୍ମମ ଭାବେ ହତ୍ୟା କରିଛି । ଏପରିକି ମଧ୍ୟ ମୃତ ପତ୍ନୀର ହାତଗୋଡ ମଧ୍ୟ ଖଣ୍ଡ ଖଣ୍ଡ
Read More...

ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୁତ

କେନ୍ଦ୍ରାପଡା: ଗୋଟିଏ ଗ୍ରାମର ୬ଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରି ନେଇଛନ୍ତି ଦୁର୍ବୁତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତ୍ରର୍ଗତ ପଦ୍ମପୁର ପଂଚାୟତର କିଣିଲେ ଗ୍ରାମରେ । ବିଳମ୍ବିତ ରାତିରେ ଲୁଟେରାମାନେ ଗ୍ରାମର ବଟକୃଷ୍ଣ
Read More...

ଲେଡି ଡନ୍ ଗିରଫ: ଉଦ୍ଧାର ହେଲା ଶିଶୁ

ଗୋଣ୍ଡା: ଦେଶରେ ଶିଶୁ ଅପହରଣ ମାମଲା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଶିଶୁମାନଙ୍କୁ ଅପହରଣ କରି ସେମାନଙ୍କ ପରିବାର ଠାରୁ ଟଙ୍କା ହାସଲ , ନଚେତ୍ ଶିଶୁକୁ ଅପରାଧ କାମରେ ନିୟୋଜିତ କରୁଛନ୍ତି । ଏପରି ଏକ ଗ୍ୟାଙ୍ଗର ପର୍ଦ୍ଧାଫାସ କରିଛି ଉତ୍ତରପ୍ରଦେଶ ସ୍ଥିତ ଗୋଣ୍ଡା ପୋଲିସ ।
Read More...

ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଦୁଷ୍କର୍ମ

ଆଠଗଡ଼: ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରିବା ଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଆଠଗଡ଼ ଅଂଚଳରେ । ଆଠଗଡ଼ ଏନ୍ଏସି ଅନ୍ତର୍ଗତ କନ୍ତୋଲ ୧୭ ନମ୍ବର ୱାର୍ଡର ଏହି ଯୁବତୀଙ୍କୁ ଆଠଗଡ଼ ଥାନା ପୋଲିସ ଚୌଦ୍ୱାରାରୁ ଉଦ୍ଧାର କରିଛି । ଚୌଦ୍ୱାରା ଆଗ୍ରାହାଟ ଅଂଚଳରେ ଯୁବତୀଙ୍କୁ ଏକ ବନ୍ଦ ଘରେ ରଖି ୫
Read More...

ନାବାଳିକା ଅପହରଣାକରୀ କୋର୍ଟ ଚାଲାଣ

ବାଲିକୁଦା: ବାଲିକୁଦା ଥାନା ଅଂଚଳ ସଂଗ୍ରାମପୁର ପଞ୍ଚାୟତ ଏକ ଗାଁରୁ ଗତ ୧୯ ତାରିଖରେ ଜଣେ ନାବାଳିକାକୁ ଅପହରଣ ହୋଇଥିବା ଅଭିଯୋଗରେ ଅଭିଯୁକ୍ତ ଚନ୍ଦନ ଭୋଇ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିକୁଦା ପୁଲିସ । ଅଭିଯୁକ୍ତର ଘର ନାଉଗାଁ ଥାନା ବେଣାପଡା ଗାଁରେ ବୋଲି ଜଣା ପଡିଛି । ଅନ୍ୟ
Read More...

ଅସୁରକ୍ଷିତ ରାଜଧାନୀ

ଭୁବନେଶ୍ୱର: ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ଭୁବନେଶ୍ୱର ଜାଗମରା ପ୍ରମେୟ ଅଫିସ ଛକ ନିକଟରେ ଜଣେ ଯୁବକ ୩ ହାତ ଖଣ୍ଡା ଧରି ଜଣେ ବରିଷ୍ଟ ସାମ୍ବାଦିକଙ୍କୁ ବିନା କାରଣରେ ହାଣିବାକୁ ଗୋଡାଇଥିଲେ । ତେବେ ପ୍ରମେୟର ଅନ୍ୟ ସାମ୍ବାଦିକ ଓ ସୁରକ୍ଷାକର୍ମୀ ପହଁଚିଯିବାରୁ ଆକ୍ରମଣକାରୀ ଜଣଙ୍କ
Read More...

ଜବତ ହେଲା ଧଳା ଜହର: ବେପାରୀ ଗିରଫ

ଜଳେଶ୍ୱର: କରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ କରାଯାଇଥିବା ବେଳେ, ଏହାର ଆଡୁଆଳରେ ବାଲେଶ୍ୱର ଜିଲ୍ଲାରେ ବ୍ରାଉନ୍ ସୁଗାରର କାରବାର ଯୋରସୋରରେ ଚାଲିଛି । ସୂଚନା ଅନୁସାରେ ଜଳେଶ୍ୱର ଥାନା ଅନ୍ତର୍ଗତ ଶେକସରାଇ ଗାଁରେ ସୁକୁମାର ଦାସଗୁପ୍ତା ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗାର
Read More...