ଗୁଣି ସନ୍ଦେହରେ ଯୁବକଙ୍କୁ ମାଡ: ୫ଗିରଫ
ନବରଙ୍ଗପୁର: ଗୁଣିଆ ସନ୍ଦେହ କରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କୁ ଜୋର ଜବରଦସ୍ତ ବିଷ୍ଟା ଖୁଆଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅର୍ନ୍ତଗତ ଜମାଦୋରାପଡା ଗ୍ରାମରେ । ଏହି ମାମଲାରେ ଚନ୍ଦାହାଣ୍ଡି ପୋଲିସ ଗୋଟିଏ!-->…
Read More...
Read More...