ଚାକିରି ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ
ଭୁବନେଶ୍ୱର: ଚାକିରୀ କରାଇଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରାଯିବାର ଅଭିଯୋଗ ଆସିଛି । ପୀଡିତା ଜଣଙ୍କ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ କହିବା ଅନୁସାରେ , ଅରିସଲର ବଂଟି ନାମକ ଜଣେ ଯୁବକ ତାଙ୍କୁ ଛତାପର ଗୁରୁକୁଳ କଲେଜରେ କାମ ଦେବ କହି ଡାକିନେଇଥିଲା ।!-->…
Read More...
Read More...