ବାପାକୁ ମାରି ଜଙ୍ଗଲରେ ଫିଙ୍ଗିଲା ପୁଅ
ମୋହନା: ପାରିବାରିକ କଳହକୁ କେନ୍ଦ୍ର କରି ବାପା କୁ ହତ୍ୟା କରି ମୃତ ଦେହକୁ ଜଙ୍ଗଲରେ ଫୋପାଡିଦେଇଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ପେଜାପାଣି ଗ୍ରାମରେ । ମୃତକ ଜଣଙ୍କ ଦୁର୍ମନ ଶବର ବୋଲି ଜଣାପଡିଛି । ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ!-->…
Read More...
Read More...