ଗୋଟିଏ ରାତିରେ ୨୩ ଛେଳି ଚୋରି
ନିଆଳୀ- : ନିଆଳୀ ଥାନା ଅନ୍ତର୍ଗତ ଏକବେରୁଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି । ଦୀର୍ଘ ଦିନଧରି ନିଆଳୀ ଥାନା ଅଞ୍ଚଳରେ ଛେଳି ଓ ମେଣ୍ଢା ଚୋରୀ ହେଉଥିବାବେଳେ ଲକଡାଉନ ସମୟରେ ଗୋଟିଏ ରାତିରେ ଗତକାଲି ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି ।!-->…
Read More...
Read More...