Browsing Category

ଅପରାଧ

୩ ପୋଲିସ ସହ ୯ ଠକ ଗିରଫ : କୋଟିଏ ଟଙ୍କା ଜବତ

ଭୁବନେଶ୍ୱର: କମିଶନ ରେଟ ପୋଲିସ୍ ଆଜି ଝାଡଖଣ୍ଡରେ ଏକ ଠକ୍ ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କୋଟିଏ ଟଙ୍କା ଜବତ କରିଛି । ଗିରଫ ଠକଙ୍କ ମଧ୍ୟରେ ୩ଜଣ ପୋଲିସ୍ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଳ ଓ ଜଣେ ହାବିଲଦାର ଥିବା କୁହାଯାଇଛି ।
Read More...

ବନ୍ଦ ଖଣିରୁ ଲୁହାପଥର ଲୁଟ୍

ଯୋଡା: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ହରଗୋବିନ୍ଦ ପାଣ୍ଡିଆଙ୍କ ଲୌହ ଓ ମାଙ୍ଗାନିଜ ଖଣି ଲୁହାପଥର ଲୁଟେରାଙ୍କ ପେଣ୍ଠସ୍ଥଳି ପାଲଟିଛି । ଦୈନିକ ରାଜ୍ୟ ବାହାରର ଟ୍ରକ ମାଧ୍ୟମରେ ଏଠାରୁ ବୋଝେଇ ହୋଇ ଲକ୍ଷ ଲକ୍ଷ ଟଙ୍କା ଉଚ୍ଚମାନର ଲୁହାପଥର ରାଜ୍ୟ
Read More...

ଦୁର୍ଷ୍କମକାରୀ ଅଧ୍ୟାପକ ଗିରଫ

ଆସିକା: ଜଣେ ଛାତ୍ରୀଙ୍କ ଦିର୍ଘ ୬ ବର୍ଷ ଧରି ଦୁଷ୍କର୍ମକରିବା ଓ ଶେଷରେ ବ୍ରାକମେଲ କରିବା ଅଭିଯୋଗରେ ପୋଲିସ ଆଜି ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ୨୦୧୪ ମସିହାରେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସେ ସୋରଡା କଲେଜର ଅଥିନୀତି ବିଭାଗର ଅ୍ମାପକ ପ୍ରଦୀପ ସାହୁଙ୍କ
Read More...

ବାଘ ଛାଲ , ୨ ହାତୀ ଦାନ୍ତ ଜବତ: ୨ ଗିରଫ

ନୟାଗଡ଼: ବନ୍ୟଜନ୍ତୁ କାରବାର ନେଇ ନୟାଗଡ଼ ଜିଲ୍ଲାରେ ପୁଣି ଏସଟିଏଫ ଚଢ଼ାଉ କରିଛି । ନୟାଗଡ଼ ଜିଲ୍ଲାର ଶକ୍ତିପୀଠ ନିକଟରେ ଥିବା ଗଣିଆ-ଚାମୁଣ୍ଡିଆ ରୋଡରେ ଚଢ଼ାଉ କରି ଏସଟିଏଫ ଚିତାବାଘ ଛାଲ ଓ ହାତୀ ଦାନ୍ତ ଜବତ କରିଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଣିଆରେ ଥିବା ମା’
Read More...

ବରୁଣେଇରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣିଥରେ କ୍ରାଇମବ୍ରାଂଚ ଏସଟିଏଫ୍ ଜାଳରେ ପଡିଛନ୍ତି ବ୍ରାଉନସୁଗାର ବେପାରୀ ଓ ଏଜେଂଟ । ଖୋର୍ଦ୍ଧା ବରୁଣେଇ ରୋଡରୁ ଏସଟିଏଫ୍ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୪ ଜଣ ଏଜେଂଟଙ୍କୁ ଧରିଛି । ସେମାନଙ୍କଠାରୁ ୧ କେଜି ୫୦ ଗ୍ରାମ ବ୍ରାଉନସୁଗାର, ନଗଦ ୫ ଲକ୍ଷ ୩୦ ହଜାର
Read More...

ମାଓବାଦୀ ଉଡାଇଲେ ରେଳଲାଇନ୍

ଦାନ୍ତେୱାଡା: ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡର ଦାନ୍ତେୱାଡାରେ ନକ୍ସଲମାନେ ଏକ ପାସେଞ୍ଜର ଟ୍ରେନ୍କୁ ଲାଇନଚ୍ୟୁତ କରାଇଥିଲେ । ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇ ନାହାଁନ୍ତି । ପୋଲିସ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଦାନ୍ତେୱାଡା ଏସ୍ପି ଅଭିଷେକ ପଲ୍ଲଭ
Read More...

ପୋଲିସ୍‌ ଏସ୍‌.ଆଇ. ମୁରଲୀ ତାତିଙ୍କୁ ଅପହରଣ କରି ପ୍ରଜାକୋର୍ଟରେ ହତ୍ୟା କଲେ ନକ୍ସଲ୍‌

ମାଲକାନଗିରି: ଗର 21 ତାରିଖରେ ଅପହରଣ ହୋଇଥିବା ପୋଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କୁ ଶେଷରେ ପ୍ରଜା କୋର୍ଟ ବସାଇ ମୃତ୍ୟୁ ଦଣ୍ଡ ଦେଲେ ନକ୍ସଲ୍‌ । ସେଦିନ ମୁରଲୀ ଗାଁ ନିକଟକୁ ଏକ ମେଳା ବୁଲିବାକୁ ଯାଉଥିବା ବେଳେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ । ନକ୍ସଲଙ୍କ ଠାରୁ ତାଙ୍କୁ
Read More...

ଝରାଫୁଲ ହତ୍ୟାର ପର୍ଦ୍ଦାଫାଶ: ୩୦ ହଜାର ଟଙ୍କା ପାଇଁ ମାରିଥିଲା ରାକେଶ

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ତାଙ୍କ ପୁରୁଷ ବନ୍ଧୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ସମେତ ୩
Read More...

ଗିରଫ ହେଲେ ହାଇଦରକୁ ଜଗିଥିବା କନଷ୍ଟେବଳ ମୌସିମ

କଟକ: ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟାର ସେଖ୍ ହାଇଦର ଫେରାର ହେବା ମାମଲାରେ ଅଉ ୨ଜଣ ଗିରଫ ହୋଇଛନ୍ତି । ମଙ୍ଗଳବାର କଟକ ମଙ୍ଗଳାବାଗ ପୋଲିସ୍ ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଫେରାର ଦିନ ଡ୍ୟୁଟିରେଥିବା କନଷ୍ଟେବଳ ମହମ୍ମଦ ମୌସିମ ଓ ସମ୍ବଲପୁର ଜେଲର ଜଣେ
Read More...

ବାଲି ଓ ମୋରମ ମାଫିଆ ସକ୍ରିୟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ଓ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ । ତେବେ କିଛି ମାସ ପୂର୍ବରୁ ନିଲାମ ବାଲି ଘାଟ ର ଅବଧି ସରିବା ପରେ ମଧ୍ୟ ବାଲି ଚୋରି ବଢିଯାଇଛି । ଯେତେବେଳେ
Read More...