ହାଇଦର ସହଯୋଗୀ ୟାକୁବ୍ର ଆତ୍ମସମର୍ପଣ
କଟକ: ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ୍ ଚନାଘନା ଚଳାଇଥିବା ବେଳେ ତାକୁ ଧରିବା ଲାଗି ଆଜି ପୋଲିସର ସ୍ୱତନ୍ତ୍ର ଟିମ୍ ୪ଟି ରାଜ୍ୟକୁ ଗ୍ରସ୍ତ କରିଛନ୍ତି । ଅନ୍ୟପକ୍ଷରେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ଓରଫ ସାଲୁ ଆତ୍ମସମର୍ପଣ କରିଛି ।!-->…
Read More...
Read More...