Browsing Category

ଅପରାଧ

୩ ମହିଳା ସ୍ୱାସ୍ଥ୍ୟ କର୍ମୀ ଅପହୃତ

ଛତିଶଗଡ :  ବିଜାପୁର ଜିଲ୍ଲାରେ ପୁଣି ଲାଲବାହିନୀର ଆତଙ୍କରାଜ ଦେଖାଯାଇଛି। ସିଆରପିଏଫ ଯବାନଙ୍କୁ ମୁକ୍ତ କରିବାର ୨୪ ଘଣ୍ଟା ନ ବିତୁଣୁ ପୁଣି ଆଉ ୩ ଜଣଙ୍କୁ ନକ୍ସଲ ଅପହରଣ କରି ନେଇଛନ୍ତି  । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ୩ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି
Read More...

ଥାନା ପରିସରରେ ଦମ୍ପତିଙ୍କୁ ହାଣିଲେ

ବାଲେଶ୍ୱର: ପୋଲିସ୍ ଆଖି ଆଗରେ ଥାନା ପରିସରରେ ଅଭିଯୋଗକରରୀ ପତିପତ୍ନୀଙ୍କୁ ବିରୋଧି ଗୋଷ୍ଠୀର ଲୋକ ମରାଣାତ୍ମକ ଆକ୍ରମଣ କରି ହାଣିବା ଘଟଣା ବିଭିନ୍ନ ମହଲରେ ଘୋର ଆଲୋଡନ ସୃଷ୍ଟି କରିଛି । ଉଭୟ ଆହାତ ପତିପତ୍ନୀଙ୍କୁ ଚିକିତ୍ସା ଲାଗି ହସ୍ପିଲରେ ଭର୍ତି କରାଯାଇଛି । ଏପରି ଅଭାବନରୀୟ ଘଟଣା
Read More...

୩ ସାଇବର ଠକ ଗିରଫ

ବେଲପାହାଡ: ଏକ ସାଇବର ଠକ ଗ୍ୟାଙ୍ଗର ୩ଜଣ ଠକଙ୍କୁ ବେଲପାହଡ ଥାନାର ଏକ ସାଇବର ଠକେଇ ମାମଲାରେ ଝାରସୁଗୁଡା ପୋଲିସ ଗିରଫ କରିଛି । ଏମାନଙ୍କୁ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଂଚଳରୁ ସୋମବାର ରାତିରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏମାନଙ୍କ ଠାରୁ ୯ଟି ମୋବାଇଲ ଫୋନ, ଗୋଟିଏ ସୋନି
Read More...

ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ

କଟକ: ଜମି ବିବାଦରୁ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ପକ୍ଷ ମଧ୍ୟରେ ଗୁଳିମାଡ଼ ଯୋଗୁ ୨ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। କଟକ ଜିଲା ବଡ଼ମ୍ବା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ
Read More...

ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଜେଲରୁ ଖସି ପଳାଇଲେ ୧୬ କଏଦୀ

ଯୋଧପୁର: ଜେଲ ଭିତରକୁ ଅସ୍ତ୍ରଶସ୍ତ୍ର ନେବା କଷ୍ଟକର। ଖାଲି ହାତରେ ବି ଜେଲ ସୁରକ୍ଷା କର୍ମଚାରୀଙ୍କର ମୁକାବିଲା କରିବା ସମ୍ଭବ ନୁହେଁ। ଶେଷରେ ଚଳଚ୍ଚିତ୍ର କାହାଣୀ ଢାଞ୍ଚାରେ ଜେଲ ସୁରକ୍ଷା କର୍ମଚାରୀଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିିଙ୍ଗି ଜେଲରୁ ଫେରାର ହୋଇଯାଇଛନ୍ତି ୧୬ କଏଦୀ। ଏହି ଘଟଣା
Read More...

ଟିଏମସି ନେତାଙ୍କ ଘରୁ ମିଳିଲା ଇଭିଏମ

କଲକାତା: ପଶ୍ଚିମବଙ୍ଗରେ ଆଜି ୩୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ତେବେ ଏହା ପୂର୍ବରୁ ହାଓଡ଼ାର ଉଲବେରିଆରେ ଟିଏମସି ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ ଏବଂ ଭିଭିପ୍ୟାଟ୍‌ ମିଳିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମଧ୍ୟରେ
Read More...

ପରୀ ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ।
Read More...

ଏସ୍ସିବିରୁ ୬ ଦଲାଲ ଗିରଫ

କଟକ: ଏସସିବିରୁ ଘରୋଇ ହସ୍ପିଟାଲକୁ ରୋଗୀ ପଠାଉଥିବା ଏକ ୬ ଜଣିଆ ରାକେଟକୁ ମଙ୍ଗଳାବାଗ ପୋଲିସ କାବୁ କରିଛି । ଦୀର୍ଘ ଦିନ ହେବ ଏହି ରାକେଟ ସକି୍ରୟ ଥିଲା । ଖାସକରି ଦୂରଦୂରାନ୍ତରୁ ଏସସିବିକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏହି ରାକେଟ ନିଜ ଶିକାର କରୁଥିଲା । ସେମାନଙ୍କୁ
Read More...

କ୍ୟାପିଟଲ ହିଲ୍‌ରେ ପୁଲିସ ଅଧିକାରୀଙ୍କୁ କାର୍‌ ଚଢ଼ାଇ ହତ୍ୟା

ୱାଶିଂଟନ: ଆମେରିକା ସଂସଦ ଭବନ କ୍ୟାପିଟଲ ହିଲ୍‌ ବାହାରେ ମୁତୟନ ହୋଇଥିବା ଜଣେ ପୁଲିସ ଅଧିକାରୀଙ୍କୁ କାର୍‌ ଚଢ଼ାଇ ହତ୍ୟା କରାଯାଇଛି। ଅନ୍ୟ ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଆକ୍ରମଣକାରୀ କାଳ ଚାଳକ ପୁଲିସ ଗୁଳିରେ ନହିତ ହୋଇଛି। ସୂଚନା ଅନୁସାରେ, କ୍ୟାପିଟଲ
Read More...

ବାଘଛାଲ ଜବତ, ୨ ଗିରଫ

ବୋଲଗଡ଼: ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରୁ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ସ୍ପେସାଲ୍‍ ଟାସ୍କ ଫୋର୍ସ(ଏସଟିଏଫ୍‍)। ଗିରଫ ଦ୍ୱୟ ନୟାଗଡ଼ ଜିଲାର ସୁଧୀର ବେହେରା ଓ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ବେଆଇନ ଭାବେ ବାଘଛାଲ ବିକ୍ରୟ ହେବା ନେଇ କୌଣସି
Read More...