Browsing Category

ସମ୍ପାଦକୀୟ

ଦୀପାବଳିର ଆଲୋକ

ଦୀପାବଳି ଅମାବାସ୍ୟାରେ ପଡିଥାଏ । ଆକାଶରେ ଚନ୍ଦ୍ର ନଥିଲାବେଳେ ଘନ ଅନ୍ଧକାର ମଧ୍ୟରେ ସେହିଦିନ ସନାତନୀ ଧର୍ମ ଅନୁଯାୟୀ ପିତୃପୁରୁଷଙ୍କୁ ଶାସ୍ତ୍ରାନୁଯାୟୀ ବିଧିବିଧାନ ମାନି ଡକାଯାଇଥାଏ । ଏଥିରେ ଉତରପୁରୁଷ ଭଲରେ ରହିବା ଲାଗି ପୂର୍ବପୁରୁଷଙ୍କ ସ୍ମରଣ କରାଯାଇଥାଏ । ଦିପାଲୋକରେ ନିଜ ନିଜ ଘର
Read More...

ଅପରାଧ ସଂଖ୍ୟା ବୃଦ୍ଧି

ଏକପଟେ ଆମ ରାଜ୍ୟ ଓଡିଶାରେ କରୋନା ମହାମାରୀ ଦୀର୍ଘ ୧୦ ମାସ ଧରି ଏହାର କାୟା ବିସ୍ତାର କରିଚାଲିଥିଲା ବେଳେ ସ୍ୱାଭାବିକ ଚଳପ୍ରଚଳ ସର୍ବତ୍ର ବାଧା ପ୍ରାପ୍ତ ହୋଇଛି । ଏପରିକି ମହାମାରୀ ରୋକିବାଲାଗି ସରକାରୀ ସ୍ତରରେ ଗତ ମାର୍ଚ୍ଚ ମାସରୁ ବିଧିବଦ୍ଧ ଭାବେ ଲକଡାଉନ, ସଟ୍ଡାଉନ୍ ଆଦି ଲାଗୁ
Read More...

ଧନତେରସ ଉପାୟ ; ଘରକୁ ବାସନ କିଣି ଆଣିବା ପରେ ଖାଲି ରଖନ୍ତୁ ନାହିଁ

ପ୍ରତ୍ୟେକ ପର୍ବ ଭଳି ଧନତେରସ ପାଳନ କରିବା ପଛରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ, ଯେଉଁ ସମୟରେ ସାଗରମନ୍ଥନ ହେଉଥିଲା, ସେହି ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଧନତେରସକୁ ସୁଖ ଓ ସମୃଦ୍ଧିର ପର୍ବ ରୂପେ ପାଳନ
Read More...

ବିହାରରେ କିଏ

ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି । ମୋଟ୍ ୨୪୩ଟି ଆସନ ଲାଗି ଭୋଟ ଦାନ ସମାପ୍ତ ହୋଇଥିଲା ବେଳେ ପ୍ରାର୍ଥୀ ଓ ଦଳ ତଥା ମେଂଟର ରାଜନୈତିକର ଭବିଷ୍ୟତ ଇଭିଏମ୍ ଭିତରେ ବନ୍ଦ ହୋଇଛି । ଚୂଡାନ୍ତ ଫଳାଫଳ ୧୦ ତାରିଖରେ ମତଗଣନା ସହ ପ୍ରକାଶ ପାଇବ ତେବେ ମତଦାନ ସମାପ୍ତ ହେବା ସହିତ ଶନିବାର
Read More...

ବିମାନରେ ଏଟିଏମ୍ ଲୁଟେରା

ଆମ ରାଜ୍ୟରେ ଏବେ ବିଭିନ୍ନ ବ୍ୟାଙ୍କରେ ଏଟିଏମ୍ ଲୁଟ୍ ହେଉଛି । କିଏ ଲୁଟ୍ କରୁଛି; ଏବଂ କାହିଁକି ଲୁଟେରାମାନଙ୍କୁ ଧରାଯାଉନାହିଁ ବୋଲି ପଚାରିଲେ ଏହାର ଉତର ପୋଲିସ କମିସନୋରେଟ୍ ନିକଟରେ ନାହିଁ, ଯଦିଓ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବେ କହିଛନ୍ତି, ଆନ୍ଧ୍ର ପୋଲିସ ଏହି ଲୁଟେରାମାନଙ୍କୁ
Read More...

ଦୀପାବଳି : ସୁଖସମୃଦ୍ଧି ଓ ବୈଭବ ପାଇଁ ଆପଣାନ୍ତୁ ଏହି ଉପାୟ

ଚଳିତ ବର୍ଷ ଦୀପାବଳିରେ ଆପଣ ପରମ୍ପରା ସହ ଜଡିତ କିଛି ଉପାୟର ପାଳନ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଧନ ଜନିତ ସମସ୍ୟା ଦୂର ହେବ। ଘରେ ସର୍ବଦା ସୁଖସମୃଦ୍ଧି ଓ ବୈଭବରେ ପୂରି ରହିବ। ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ। ଘରକୁ ନୂଆ ଝାଡୁ ମଧ୍ୟ କିଣା ହୋଇ
Read More...

ନଷ୍ଟସ୍ୟ କାନ୍ୟା ଗତିଃ…

କଥାରେ ଅଛି, ‘ବୁଡିଗଲା ଗୋଡ ତଳକୁ ତଳକୁ’ । ନଷ୍ଟ ପଥରେ ଧାବମାନ ଅଶ୍ୱ ଗତିକୁ ରୋକିଲେ କାମୁଡା ଖାଇବା ସାର । ସ୍ୱାଧିନ ଭାରତବର୍ଷରେ ଏବେ ପ୍ରତ୍ୟେକ ମଣିଷ ନିଜ ନିଜର ମାନସମ୍ମାନ, ଧନସମ୍ପତି, ଗର୍ବ ଓ ଅହଂକାର ଆଦିକୁ ନେଇ ଏତେ ବ୍ୟସ୍ତ ଯେ, ସବୁଠାରୁ ମୂଲ୍ୟବାନ ବିଭବ ‘ମଣିଷପଣିଆ’କୁ ସେ ଏବେ
Read More...

ଦ୍ୱିତୀୟ ଲହର ଆସୁଛି!

କରୋନରେ ଏବେ ସାରା ଭାରତ ଭାରାକ୍ରାନ୍ତ । ବହୁ ଲୋକଙ୍କ ଜୀବନ ନେଇସାରିଲାଣି ଏହି ମହାମାରୀ । କୋଭିଡ-୧୯ରେ ଲକ୍ଷ ଲକ୍ଷ ଲୋକ ପଜେଟିଭ ଚିହ୍ନଟ ହେଉଥିଲା ବେଳେ ସୁସ୍ଥ ହେବା ସଂଖ୍ୟା ଅଧିକ ହେଲେ ହେଁ ମୃତ୍ୟୁ ସଂଖ୍ୟା ଯେପରି କ୍ରମାଗତ ଭାବେ ଦୈନିକ ଘଟିଚାଲିଛି, ତାହା ପରିବାର, ରାଜ୍ୟ ସରକାର ଓ
Read More...

ଦୀପାବଳି ଓ ଧନତେରାସ୍‍ ପାଇଁ କିଛି ସ୍ୱତନ୍ତ୍ର ଟିପ୍ସ

ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନୱନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର
Read More...

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଲଢ଼େଇ ରୋମାଞ୍ଚ

ୱାଶିଂଟନ(ଡିସି) : ଆମେରିକା ନିର୍ବାଚନ ଫଳାଫଳ ରୋଚକ ସ୍ଥିତିରେ ପହଞ୍ଚିଛି। ଭାରତୀୟ ସମୟ ବୁଧବାର ରାତି ୧ଟା ପର୍ଯ୍ୟନ୍ତ ​‌ଆକଳନ କରାଯାଇଥିବା ଫଳାଫଳ ଅନୁଯାୟୀ ୫୦ଟି ରାଜ୍ୟର ମୋଟ ୫୩୮ ଜଣ ସାଂସଦ(ଇଲେକ୍ଟର୍ସ)ଙ୍କ ମଧ୍ୟରୁ ଡେମୋକ୍ରାଟିକ ପାର୍ଟି ୨୩୮ଟି ଓ ରିପବ୍ଲିକାନ ପାର୍ଟିକୁ ୨୧୩ଟି
Read More...