Browsing Category

ସମ୍ପାଦକୀୟ

ପୁଣି କରୋନା ଭୟ!

ସେପ୍ଟେମ୍ବର ୧୧ ତାରିଖରେ ମାତ୍ର ଗୋଟିଏ ଦିନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସର୍ବାଧିକ ୯୭,୬୫୦ରେ ପହଞ୍ଚି ବିଶ୍ୱରେ ରେକର୍ଡ ସୃଷ୍ଟି କରିବା ପରେ ସେହିମାସ ମଧ୍ୟଭାଗରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ଅକ୍ଟୋବର ୨୫ ତାରିଖ ଦିନ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ୫୦
Read More...

‘ମଶରୁମ୍ ଗର୍ଲ’ ଦିବ୍ୟା

ଆମ ଦେଶର ଯୁବତୀ ଓ ମହିଳାଙ୍କ ସଫଳତାର କାହାଣୀ ଏବେ ବିଦେଶୀ ରାଇଜରେ ମଧ୍ୟ ଚର୍ଚ୍ଚା ହେଉଛି। ସେହି ସଫଳ ଯୁବତୀମାନଙ୍କ ମଧ୍ୟରେ ଜଣେ ହେଲେ ଉତ୍ତରାଖଣ୍ଡ ଗ୍ରାମନିବାସୀ ଦିବ୍ୟା ରାୱତ୍। ଛତୁ ଚାଷ କରି ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବା ଏହି ଯୁବତୀଜଣକର ଅନ୍ୟ ପରିଚୟ ହେଉଛି ‘ମଶରୁମ୍
Read More...

କରୋନା ଲେଉଟିବ?

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପଂହଁଚିଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ
Read More...

କାହାକୁ କହିବା…

ଆମର ମାତୃଭାଷା ଓଡ଼ିଆରେ ଏକ ଲୋକଉକ୍ତି ରହିଛି ଓ ତା’ ହେଲା, ‘କାହାକୁ କହିବା, ଶୁଣିବ କିଏ’? ଏହି ଉକ୍ତିର ଯଥାର୍ଥାତା ଏବେ ଖାଦ୍ୟ ପ୍ରସ୍ତୁତିରେ ଅଧିକ ଆବଶ୍ୟକ ପଡୁଥିବା ପରିବା ଆଳୁ ଓ ପିଆଜ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି । କିଛି ଦିନ ବ୍ୟବଧାନରେ ଆଳୁ ଦର ୨୦ଟଙ୍କାରୁ ବଢ଼ି ଏବେ
Read More...

ଇଟାଲୀ ଗାଁରେ ରହିବାକୁ ମେୟର୍ ଦେବେ ୩୮ଲକ୍ଷ ଟଙ୍କା !

କେଉଁ ପ୍ରାନ୍ତରେ ଜନସଂଖ୍ୟା ବଢ଼ିଚାଲିଥିବାବେଳେ ଅନ୍ୟ କେଉଁଠି ଜନବିରଳ ସମସ୍ୟା। ପାଶ୍ଚାତ୍ୟ ରାଷ୍ଟ୍ର ଇଉରୋପ, ଆମେରିକାରେ ଲୋକସଂଖ୍ୟା ସେଭଳି ଅଧିକ ନୁହେଁ। ସେଠା ଗାଁଗଣ୍ଡାରେ କ୍ରମଶଃ ଜନସଂଖ୍ୟା କମ୍ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ସେଇ ସମାନ ସମସ୍ୟାର ସମ୍ମୁଖୀନ ଏବେ ଇଟାଲୀର ଏକ
Read More...

ଯୁବଶକ୍ତି ଓ କୋଭିଡ

ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯଦି ହିସାବକୁ ନିଆଯାଏ, ତେବେ ସାଧାରଣତଃ ୫ଟି ପର୍ଯ୍ୟାୟ ଦେଖିବାକୁ ମିଲିଥାଏ । ଏଗୁଡିକ ମଧ୍ୟରେ ରହିଛି ଶିଶୁ ଓ ବାଳୁତ ଅବସ୍ଥା, କିଶୋର ଅବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥା । ସାଧାରଣତଃ ଶିଶୁଙ୍କୁ ବଳହୀନ ବୋଲି ଅଧିକ ସୁରକ୍ଷା ପରିବାର ସଦସ୍ୟମାନେ
Read More...

ମାନବ ଜାତିକୁ ଏକ ପ୍ରଶ୍ନ

ବିବାହ ଏକ ସାମାଜିକ ବ୍ୟବସ୍ଥା ଯାହା ସମାଜ ଓ ପରିବାରକୁ ଶୃଙ୍ଖଳିତ କରିଥାଏ । ଅନେକ ସମୟରେ ବିବାହ ପାଇଁ ଯେଉଁ ସବୁ ରୀତିନୀତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ, ସେଗୁଡିକୁ ନେଇ ପରବର୍ତୀ ସମୟରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେଲେ କୌଣସି ପକ୍ଷ ଏଥିଲାଗି ଗ୍ରାମ ସଭା,
Read More...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ

ନୂଆଦିଲ୍ଳୀ : ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ।  ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ସର୍ଦ୍ଦାର ପଟେଲ ନିଜ ଜୀବନକୁ ଦେଶର ସ୍ୱାଧୀନତା ପାଇଁ ଉତ୍ସର୍ଗ କରିଥିଲେ ।
Read More...

ଯାହା ହେଉଛି ଭଲ ହେଉଛି

ମାସ ମାସ ଧରି କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଚାଇନାରୁ ସୃଷ୍ଟ ଏହି ଭାଇରସ୍ କେଉଁଠୁ ଆସିଲା, ତାହା କେବଳ ସେହି ଦେଶକୁ ମାଲୁମ୍ ବୋଲି କୁହାଯାଇପାରେ । କିନ୍ତୁ ଯେପରି ତୀବ୍ର ଗତିରେ ଏହା ୨ଶହରୁ ଉଦ୍ଧ୍ୱର୍ ଦେଶକୁ ବ୍ୟାପିବା ସହିତ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ
Read More...

ପୁଣି କାଳିଆ ଲେଉଟିବ?

ମହାମାରୀ କରୋନା ଏବେ ଏହାର ଫଣା ତଳମୁଁହା କରିଛି ବୋଲି କୁହାଯାଉଛି । ସେହିପରି ପୁର୍ନର୍ବାର ମହାମାରୀ ଆଗାମି ବଢ଼ିବାର ଆଶଙ୍କା କେତେକ ସ୍ଥରୁ କରାଯାଉଥିଲା ବେଳେ ବାସ୍ତବରେ କୋଭିଡ ଟିକା ଏପର୍ଯ୍ୟନ୍ତ ବାହାରି ନଥିବାରୁ ଏହି ଭୟାନକ ଭାଇରସ୍ ଜନିତ ମହାମାରୀର ଆଗାମୀ ସ୍ଥିତି ନେଇ କେହି କିଛି
Read More...