Browsing Category

ସମ୍ପାଦକୀୟ

ଚୀନ ପାଇଁ ସତର୍କବାଣୀ; ଭାରତ-ଆମେରିକା ସହଯୋଗ ଗୁରୁତ୍ବପୂର୍ଣ୍ଣ

ଭାରତ ଓ ଆମେରିକା ମଧ୍ୟରେ ତୃତୀୟ ପର୍ଯ୍ୟାୟ ୨+୨ ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ଇତିମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଦୁଇ ଦେଶ ପ୍ରତିରକ୍ଷା ସହଯୋଗ ଏବଂ ଗୁଇନ୍ଦା ତଥା ଆଦାନପ୍ରଦାନ ଭଳି କେତେକ କ୍ଷେତ୍ରରେ ଏକାଧିକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏହି କଥାବାର୍ତ୍ତା
Read More...

ଏଣିକି ସାବଧାନ ରୁହ

ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଗତ ସେପ୍ଟେମ୍ବର ମାସ ମଧ୍ୟଭାଗରେ ଦୈନିକ ସଂକ୍ରମଣ ୧ ଲକ୍ଷ ମୁହଁ ହୋଇଥିବା ଏବେ ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହିଛି । ସେହିପରି ଅରୋଗ୍ୟ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ
Read More...

ପୋଷା କୁକୁର ବାୟୁ ସେନା ମୁଖ୍ୟ

ରାଜା ମହାରାଜାମାନଙ୍କ ସଉକ କାହିଁରେ କ’ଣ । ଏବର ଯୁଗରେ ଥାଇଲାଣ୍ଡର ରାଜା ଏହାର ଜୀବନ୍ତ ଉଦାହରଣ । ରାଜାଙ୍କର ୩ ପତ୍ନୀ ଅଛନ୍ତି, ଏହା ସତ୍ବେ ତାଙ୍କ ନିକଟରେ ରହିଛନ୍ତି ୨୦ ଜଣ ସେକ୍ସ ସୋଲଜର (ଯେଉଁମାନଙ୍କୁ ବ୍ୟକ୍ତିଗତ ଅଙ୍ଗରକ୍ଷୀ ମାନ୍ୟତା ଦିଆଯାଇଛି) । ଏବେ ନିକଟରେ ଥାଇ ରାଜା ତାଙ୍କର
Read More...

କରୋନା, ଲଘୁଚାପ ବର୍ଷା ଓ ଦଶହରା

ଆମ ରାଜ୍ୟରେ ଦୀର୍ଘ ବର୍ଷ ଧରି ଦେବୀ ଦୁର୍ଗାଙ୍କ ପୂଜା ମନ୍ଦିର ତଥା ମୃଣ୍ମୟୀ ମୃର୍ତୀଙ୍କ ଆରଧାନା ଦୀର୍ଘ ୧୦ ଦିନ ବ୍ୟାପି ମହାସମାହରେ ଅନୁଷ୍ଠିତ ହୋଇଥାଏ । ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏହି ପର୍ବ ଅଧିକ ଧୁମଧାମ୍ ସହ ପାଳନ କରାଯାଇଥିଲା ବେଳେ ଓଡ଼ିଶାରେ ଏହି ପୂଜା ଦେଶ ପରାଧିନ
Read More...

ବାକ୍‌ ସ୍ବାଧୀନତା କେତେ ସ୍ବାଧୀନ ?

୧୯୫୭ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର “ପ୍ୟାସା”ର ଗୀତ “ଜାନେ କ୍ୟା ତୁନେ କହି; ଜାନେ କ୍ୟା ମୈନେ ଶୁନି; ବାତ୍‌ କୁଛ୍‌ ବନ୍‌ ହି ଗୟୀ” ସାମ୍ପ୍ରତିକ ପରିସ୍ଥିତିରେ ବାକ୍‌ ସ୍ୱାଧୀନତାର ଚିତ୍ର ଓ ଚରିତ୍ରକୁ ସ୍ପଷ୍ଟ କରେ। ଏ ଗୀତର ପ୍ରଚ୍ଛଦପଟ ଓ ଅର୍ଥ ଭିନ୍ନ ହୋଇଥିଲେ ମଧ୍ୟ
Read More...

ରାଜ୍ୟପାଳଙ୍କୁ ନେଇ ବିବାଦ

ଆମ ଦେଶରେ ରାଜ୍ୟପାଳଙ୍କୁ ନେଇ ବିବାଦ କିଛି ନୂଆ ନୁହେଁ । ରାଜ୍ୟପାଳଙ୍କ ଭୂମିକା ଓ ଆଚରଣ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଆଚରଣ ଓ ଉଚ୍ଚାରଣ କେବଳ ବିବାଦ ସୃଷ୍ଟି କରି ନାହିଁ । ରାଜ୍ୟପାଳ ମର୍ଯ୍ୟାଦାକୁ ନ୍ୟୁନ
Read More...

ଭାରତୀୟ ଅର୍ଥନୀତି ପୁଣି ଥରେ ଫେରିଛି

ଦେଶର ଅନେକ ଅଞ୍ଚଳ ସମ୍ବନ୍ଧୀୟ ଅଧିକାଂଶ ଅର୍ଥନୈତିକ ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତୀୟ ଅର୍ଥନୀତି ପୁଣି ଥରେ ଫେରିଛି। ଦେଶରେ ଅର୍ଥନୈତିକ ବିକାଶର ଗତି ବୃଦ୍ଧି ପାଇଛି। ମାଲ ପରିବହନ ଉପରେ ଭାରତୀୟ ରେଳବାଇରୁ ଆୟରେ ୧୩.୫ ପ୍ରତିଶତ ବୃଦ୍ଧି ଘଟିଛି। ସେପ୍ଟେମ୍ବରରେ, ଭାରତୀୟ ରେଳବାଇ
Read More...

ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଓଡ଼ିଶା : ବେକାରୀ ହାର ୩%ରୁ କମ୍

ଦେଶରେ ସାମଗ୍ରିକ ବେକାରୀ ହାର ହ୍ରାସ ପାଉଛି । ଏହା ସତ୍ବେ ୧୦ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ସେପ୍ଟେମ୍ବରରେ ଏହି ରାଜ୍ୟଗୁଡ଼ିକରେ ବେକାରୀ ହାର ୨ ଅଙ୍କରେ ରହିଛି । ଏପରିକି ଉତ୍ତରାଖଣ୍ଡ ଓ ହରିଆଣା ପରି ରାଜ୍ୟରେ ବେକାରୀ ସ୍ଥିତି ଅତ୍ୟନ୍ତ ଗୁରୁତର ସ୍ଥିତିରେ ପହଞ୍ଚିଛି ।
Read More...

ପୁର୍ବାନୁମାନ ସତ ନହେଉ

ଆମ ଦେଶରେ ଏବେ ଚାଲିଛି ପାର୍ବଣ ଋତୁ । ଦଶହରା ମୁଣ୍ଡ ଉପରେ । ଏହା ପରେ ପରେ କାଳିପୂଜା, ଧନତେରାସ୍ ଓ ଦୀପାବଳି । ଦିୱାଲି ପରେ ଲକ୍ଷ୍ମୀ ପୂଜାର ମାହୋଲ୍ ଦେଖିବାକୁ ମିଳିବ । କରୋନା ଯୋଗୁ କଟକଣାକୁ ସମସ୍ତେ ମାନିଲେ ଓ ମାନିବାକୁ ବାଧ୍ୟ । ତା’ ସତ୍ୱେ ଭକ୍ତ ଏହି ପର୍ବପର୍ବାଣି ଗୁଡ଼ିକରେ ମା’
Read More...

ଆମେ ଶୀର୍ଷରେ

କରୋନା ମହାମାରୀ ସାରା ବିଶ୍ୱରେ ଯେପରି ଅଚାନକଭାବେ ଜନସାଧାରଣଙ୍କୁ ଭୟଭିତ କରିଚାଲିଛି, ତାହା ସମସ୍ତଙ୍କୁ ବେଶ୍ ଜଣା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପର୍ଯ୍ୟନ୍ତ ବହୁ ଶୀର୍ଷ ବ୍ୟକ୍ତିତ୍ୱ ମଧ୍ୟ ଏଥୁରୁ ବାଦ
Read More...