Browsing Category

ସମ୍ପାଦକୀୟ

କରୋନା ମଡେଲ୍ ଓ ଗଞ୍ଜାମ

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ମହାମାରୀ ବ୍ୟାପିଥିଲା ବେଳେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟିଛି ଓ ଏକ କୋଟିରୁ ଅଧିକ ଲୋକ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ କେତେକ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇଛନ୍ତି । ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁଙ୍କ ସଂଖ୍ୟା ସହସ୍ରାଧିକ
Read More...

ପେଟ୍ରୋଲ ପମ୍ପ ବିସ୍ଫୋରଣ

ରାଜଧାନୀ ଭୁବନେଶ୍ୱରରେ ଗତ ବୁଧବାର ୭ ତାରିଖ ଦିନ ମଧ୍ୟାହ୍ନରେ ଯେଉଁ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟିଛି ସେଥିରେ ଜଣକର ମୃତ୍ୟୁ ଘଟିସାରିଲାଣି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି, ଅନୂ୍ୟନ ୩୦ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇ ଜଣ କଟକ ଏସ୍ସିବିକୁ ସ୍ଥାନାନ୍ତରିତ ହୋଇଥିଲେ
Read More...

ହାଥରସ ଗଣ ଦୁଷ୍କର୍ମ

ବହୁ ଚର୍ଚ୍ଚିତ ଦିଲ୍ଲୀର 'ନିର୍ଭୟା', ତେଲେଙ୍ଗାନାର 'ଦୀଶା' ଗଣ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡପରେ ଏବେ ଉତରପ୍ରଦୋର ହାଥରସରେ ଜଣେ ୧୯ ବର୍ଷିୟା ଦଳିତ ଯୁବତିଙ୍କୁ ଗଭଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ସମସ୍ତ ପାସବିକତା ଠାରୁ ବଳି ଯାଇଛି ବୋଲି ନିଃସନେ୍ଦହରେ କୁହା ଯାଇପାରିବ । ନିର୍ଭୟା ଓ ଦୀଶା
Read More...

କରୋନା ସଂକ୍ରମଣ ହ୍ରାସ ପାଉଛି!

ଦୀର୍ଘ ୭ ମାସ ଭିତରେ କରୋନା ମହାମାରୀ ସାରା ବିଶ୍ୱରେ ଏହାର ଭୟଙ୍କର ରୂପ ପ୍ରଦର୍ଶନ କରିଚାଲିଛି । ଚାଇନାରୁ ୨୦୨୦ ଜାନୁଆରୀ ଓ ଫେବୃଆରୀ ସୁଦ୍ଧା କରୋନା ସଂକ୍ରମଣ ସଂଖ୍ୟା ତଳକୁ ଖସିଥିଲା ବେଳେ ଏହା ପୃଥିବୀର ଅନ୍ୟ ଦେଶ ଗୁଡିକୁ ସଂକ୍ରମିତ ହୋଇଥିଲା । ବିଶେଷତଃ, ପାଶ୍ଚାତ୍ୟ ରାଷ୍ଟ୍ର
Read More...

ପ୍ରାଣୀର ଭଲମନ୍ଦ ବାଣୀ…

ଏ ରାଜ୍ୟର ଅନ୍ୟତମ ବିଶିଷ୍ଟ ଜନନେତା, ରାଜନେତା ତଥା ୭ ଥର ବିଧାନସଭାକୁ ନିର୍ବାଚିତ ହୋଇ ୨ ଥର ମନ୍ତ୍ରୀ ଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଶନିବାର ଅକ୍ଟୋବର ୩ତାରିଖ ରାତି ପ୍ରାୟ ୨.୩୮ ମିନିଟିରେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଇଶ୍ୱର
Read More...

ୟୁପିରେ ଚାଲିଛି କ’ଣ?

ଉତରପ୍ରଦେଶରେ କ’ଣ ଚାଲିଛି? ଏହା ଗୋଟିଏ ଛୋଟିଆ ପ୍ରଶ୍ନ ନୁହେଁ । ଏହି ପ୍ରଶ୍ନ ମଧ୍ୟ କେବଳ ୟୁପି ପାଇଁ କୁହାଯାଉଛି ବୋଲି କେହି ଭାବିବା ଅନୁଚିତ । ଏହି ରାଜ୍ୟରେ କ୍ରମାଗତ ଭାବେ ବିଭିନ୍ନ ରାଜନୈତିକ ଦଳ କ୍ଷମତାର ଥିଲା ବେଳେ; ଏପରିକି ବର୍ତମାନର ବିଜେପି ସରକାର ବେଳେ କେଉଁଠି ନା କେଉଁଠି
Read More...

ଗଣତନ୍ତ୍ରରେ ଅହିଂସା ଓ ରାଷ୍ଟ୍ର

ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷ ଏକ ବିରାଟ ଭୁଖଣ୍ଡ, ଯାହାର ଜନସଂଖ୍ୟା ୨୦୨୦ରେ ପାଖାପାଖି ୧୪୦ କୋଟିରେ ରହିଛି । ଆମ ରାଷ୍ଟ୍ରକୁ ଜନସଂଖ୍ୟାରେ ଟପିଥିବା ରାଷ୍ଟ୍ର କହିଲେ, ଏହା ଆମର ପଡୋଶୀ ରାଷ୍ଟ୍ର ଚାଇନାକୁ ବୁଝାଏ । କିନ୍ତୁ ଆବାହମାନ କାଳରୁ ମନୁଷ୍ୟସମାଜ ଏକତ୍ରିତ ଭାବେ ବସବାସ କରିବାକୁ
Read More...

ମାଛର ମୂଲ୍ୟ ୩ ଲକ୍ଷ ; ମାଲାମାଲ ହେଲେ ବୃଦ୍ଧା

ପଶ୍ଚିମବଙ୍ଗର ଜଣେ ବୃଦ୍ଧା ମହିଳାଙ୍କର ନା ବ୍ୟାଙ୍କରୁ ନା କୌଣସି ଲଟେରୀ ଟିକେଟ କିଣିଛନ୍ତି ତଥାପି ସେ ଧନୀ ହୋଇଛନ୍ତି, ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ଉକ୍ତ ମହିଳା ଏକ ବିଶାଳକାୟ ମାଛ ଧରିଥିଲେ, ଯାହା ପାଇଁ ତାଙ୍କୁ ୩
Read More...

୨୮ ବର୍ଷ ପରେ…

ବିବାଦୀୟ ବାବ୍ରି ମସଜିଦ ଭଙ୍ଗାଯିବା ଘଟଣାର ୨୮ ବର୍ଷ ପରେ ଏହି ଗୃରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ ପାଇଛି । ବର୍ଷେ ବା ୨ ବର୍ଷ ନୁହେଁ; ଏକରିକି ୧୦ ବର୍ଷ ମଧ୍ୟ ନୁହେଁ, ଏହା ପୂର୍ବର ଘଟଣା ୨୮ ବର୍ଷ ପୂର୍ବରୁ ହଜାର ହଜାର କରସେବକ ଉତରପ୍ରଦେଶରେ ରୁଣ୍ଡହୋଇଥିଲା ବେଳେ ଦୀର୍ଘବର୍ଷ
Read More...

ଜବରଦଖଲ ଦ୍ୱାରା ରାଜଧାନୀ ସଂକୁଚିତ!

ରାଜଧାନୀ ଭୁବନେଶ୍ୱର କ୍ରମଶଃ ଜନଗହଳି ପରିପୁର୍ଣ୍ଣ ଅଂଚଳରେ ପରିଣତ ହେବାକୁ ଯାଉଛି । ଅର୍ଦ୍ଧଶତାଧିକ ୱାର୍ଡକୁ ନେଇ ଗଠିତ ଭୁବନେଶ୍ୱର ମହାନଗର ନିଗମରେ ବସ୍ତି ସଂଖ୍ୟା କିଛି କମ୍ ନୁହେଁ । ମହାବାତ୍ୟା ପୂର୍ବରୁ ବସ୍ତି ସଂଖ୍ୟା ପ୍ରାୟ ୧୦୦ରୁ କମ୍ ରହିଥିଲା ବେଳେ ଏକବିଂଶତାବ୍ଦି ଆରମ୍ଭରୁ
Read More...