Browsing Category

ସମ୍ପାଦକୀୟ

ଅଧିବେଶନ ଅଧାରୁ ବନ୍ଦର ସଙ୍କେତ

ଦେଶରେ ମହାମାରୀ କେରାନା ଭୂତାଣୁ ସଂକ୍ରମଣ ଯୋଗୁ ବିଳମ୍ବରେ ବସିଥିôବା ପପାର୍ଲିଆମେଂଟରେ ମୌସୁମୀ ଅଧିବେଶନ ଏବେ ଅଧାରୁ ମନ୍ଦ ହୋଇଯାଇଛି ।ଗତ ସେପ୍ଟେମ୍ବର ୧୪ ତାରିଖରୁୁ ଆରମ୍ଭ ହୋଇିଥିବା କାର୍ଲିଆମେଂଟର ମୌସୁମୀ ଅଧିବେଶନ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ବେଳେ କରୋନା ଯୋଗୁଁ
Read More...

ଅଭୟ ପାଢ଼ୀ-ପ୍ରଜ୍ଞାପୂର୍ଣ୍ଣ ପ୍ରସାରକ

ଗତ ୯ ତାରିଖର ଟେଲିଫୋନ୍‌ରେ ବାର୍ତ୍ତା ଆସିଲା ‘​ଟେଷ୍ଟେଡ୍‌ କରୋନା ପଜିଟିଭ୍‌। ଆଡ୍‌ମିଟେଡ ଟୁ ବିକାଶ ହସ୍‌ପିଟାଲ ବରଗଡ଼’। ଦୁଇ ଦିନ ପରେ ଏପଟୁ ପଚାରିଲି ଏବେ କେମିତି ଅଛନ୍ତି ? ସେପଟୁ ବାର୍ତ୍ତା ଫେରିଲା – ସେତେ ଭଲ ନୁହେଁ।’ ଏଇଥିଲା ଅଭୟ ପାଢ଼ୀଙ୍କ ସହ ମୋର ଶେଷ ବାର୍ତ୍ତା ବିନିମୟ।
Read More...

କବାଟ ନ ଥିବା ଗାଁ, ପର୍ଯ୍ୟଟନରେ ନାହିଁ ନାଁ

ରାଜକନିକା: ଏମିତି ଏକ ଗାଁଟିଏ ଅଛି, ଯେଉଁ ଗାଁକୁ କେବେ ହେଲେ ଚୋର ଚୋରି କରିବାକୁ ଆସିନାହିଁ କି କେବେ ପୁଲିସ କୌଣସି ମୋକଦ୍ଦମା ପାଇଁ ଯାଇ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ,ଏହି ଗାଁର କୌଣସି ଘରେ କବାଟ ନାହିଁ। ଲୋକଙ୍କର ବିଶ୍ୱାସ ଯେ, ମା’ ଖରାଖାଇ କବାଟ ଭଳି ଜଗି ରହିଛନ୍ତି
Read More...

ସତ ହୋଇଥିଲେ ସାଂଘାତିକ

ଆମ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ- ୧୯୫୫କୁ ସଂଶୋଧନ କରିବା, କଂଟ୍ରାକ୍ଟ ଫାର୍ମିଂ ଏବଂ ଇ-ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟ ଗୁଡିକୁ ଭାଙ୍ଗିବା ଇତ୍ୟାଦି ନିମିତ ଯେଉଁ ବିଧେୟକ ଗୃହିତ କରାଯାଇଛି, ତାହା ବିରୋଧରେ ସେପ୍ଟେମ୍ବର ୨୫ ଶୁକ୍ରବାର ସାରାଦେଶରେ କୃଷକମାନେ
Read More...

ସର୍ବବୃହତ ଗଣତନ୍ତ୍ରର ସର୍ବପ୍ରଥମ ରେକର୍ଡ!

ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ । ଏଥିରୁ ଏଯାବଦ କୌଣସି ଦେଶ ବାଦ ପଡିନାହାନ୍ତି । ତାହା ଗଣତାନ୍ତ୍ରିକ ରାଷ୍ଟ୍ରହେଉ ଅଥବା ସାମ୍ୟବାଦୀ ରାଷ୍ଟ୍ର ହେଉ । ଗଣତାନ୍ତ୍ରିକ ବ୍ୟବସ୍ଥା ଯେଉଁ କେତୋଟି ପ୍ରମୁଖ ରାଷ୍ଟ୍ରରେ ଉତମ ରୂପେ ପରିଚାଳିତ, ତନ୍ନଧ୍ୟରେ ମୁଖ୍ୟତଃ ଆମେରିକା, ଭାରତ,
Read More...

ଶ୍ରୀମନ୍ଦିର ଝଲସିବ!

ଶ୍ରୀମନ୍ଦିରକୁ ବର୍ଷ ବର୍ଷ ଧରି ଏକାଧିକ ପିଢ଼ିର ବଂଶଧର ଯେପରି ଦେଖିଆସିଛନ୍ତି, ସେଥିରେ ପ୍ରଥମ ଥର ଲାଗି ଗତ କେଇବର୍ଷ ଧରି ପରିବର୍ତନ ଘଟିଛି । ବଡ଼ଦାଣ୍ଡରେ ଯେପରିଭାବେ ପୂର୍ବରୁ ଦୋକାନ ଗୁଡ଼ିକ କୌଣସି ଦିଗଦିଶା ନମାନି ସବୁଠାରେ ରହିଥିଲା ଏବଂ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବା କ୍ରମଶଃ
Read More...

ରାଜ୍ୟରେ ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ନେଇ ଉପଭୋକ୍ତା ମହାସଂଘର ବିରୋଧ

ଭୁବନେଶ୍ୱର- ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଗ୍ରୀଡକୋର ରିଭ୍ୟୁ ପିଟିସନ ବିଚାର ବେଳେ ସମସ୍ତ ବିଷୟକୁ ବିଚାରକୁ ନେଇ ନିଷ୍ପତି ନେଇଥିଲେ ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିନାହିଁ । ଉପଭୋକ୍ତା ମହାସଂଘର ସଭାପତି ତଥା ଆମ ଅଧିକାର ମଂଚର ଉପଦେଷ୍ଟା ରମେଶ ଚନ୍ଦ୍ର ଶତପଥୀ ଆଜି ଏକ
Read More...

ସଂସଦୀୟ ଗଣତନ୍ତ୍ର ପ୍ରତି ଉପହାସ

ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟର ଅପର ହାଉସ ଭାବେ ପରିଚିତ ରାଜ୍ୟସଭାରେ କୃଷିବିଲକୁ ନେଇ ଯେଉଁ ଭଳି ହଙ୍ଗମା, ହଟ୍ଟଗୋଳ, ଅଭବନୀୟ ଘଟଣା ରବିବାର ଦିନ ଘଟିଲା, ତାହା ନିଶ୍ଚିତ ଭାବେ ଗୃହର ଗାରିମା ଏବଂ ମାନ୍ୟବର ସଦସ୍ୟମାନଙ୍କ କାର୍ଯ୍ୟ ହାନୀ କରିଛି । ସେହିପରି ରାଜ୍ୟସଭାର
Read More...

ଅକାଳୀ ମନ୍ତ୍ରୀଙ୍କ ଇସ୍ତଫା ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ

ପାର୍ଲିଆମେଂଟରେ ତିନୋଟି କୃଷି ସଂକ୍ରାନ୍ତୀୟ ସଂଶୋଧନ ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଶିରୋମଣୀ ଅକାଳୀ ଦଳର ମନ୍ତ୍ରୀ ହରସିମରତ କାଉର ବାଦଲଙ୍କ ଇସ୍ତଫା ନିଶ୍ଚିତ ଭାବେ ବିଜେପି ତଥା ଏନଡିଏ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଇପାରିବ । ପଞ୍ଜାବରେ ଦବ୍ଦବା ଥିବା ଶିରୋମଣୀ
Read More...

କଂଗ୍ରେସ ଆତ୍ମ ମନ୍ଥନ କରୁ

ଦେଶର ସର୍ବପୁରାତନ ରାଜନୈିତିକ ଦଳ କଂଗ୍ରେସର କାର୍ଯ୍ୟଧାରାରେ ଦଳର ୨୩ ଜଣ ବରିÂ ନେତାଙ୍କ ଉଦବେଗ ଏବଂ ସୁଧାରିବା ପାଇଁ ଦେଇଥିବା ପ୍ରସ୍ତାବ ନେହେରୁ ଗାନ୍ଧୀ ପରିବାରକୁ ଘେରି ରହିଥିବା ଅନୁଗତଙ୍କ ବିରୋଧ ସତ୍ୱେ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ରେ ଅନୁମୋଦନ ଲାଭ କରିଛି ସତ ମାତ୍ର
Read More...