Browsing Category

ସମ୍ପାଦକୀୟ

ଧନ୍ୟବାଦ, ଶତ ସହସ୍ର ଧନ୍ୟବାଦ, କନ୍ୟା କଙ୍ଗନା !

ବୁଢ଼ାବୁଢ଼ା, ପୋଖତପୋଖତ, ମାତବର ମାତବରମାନେ ଅଛନ୍ତି, ଜାଣିଛନ୍ତି ଓ ଜାଣୁଛନ୍ତି ଏ ସାଂଘାତିକ ସତ୍ୟ- ବ୍ୟଥାର, ବେଦନାର, ବିପତ୍ତିର, ବିପାକର ଆଉ ବିପ୍ରଲମ୍ଭ ବିତ୍ପାତର। ହେଲେ କାହାରି ପାଟିରୁ ଏ ଯାବତ୍‌ ପ୍ରକାଶିତ ହୋଇନାହିଁ ଏହା। ଏହି ବିଧୂମିତ ବିମ୍ବୋଷ୍ଠମାନେ ହେଉଛନ୍ତି ମୋଟା
Read More...

ନିଶା ଓ ସ୍ୱାସ୍ଥ୍ୟ

ଅନେକଙ୍କ ପକ୍ଷରୁ ଯୁକ୍ତି କରାଯାଇ ଥାଏ ଯେ, ମାନସିକ ଚାପ ଓ ସମସ୍ତ ଦୁର୍ଭାବନା ଦୂରେଇ ଆନନ୍ଦ ଦେବାର ଏକ ପନ୍ଥା ହେଉଛି ମାଦକ ଦ୍ରବ୍ୟର ସେବନ । ଏହା ଜଣଙ୍କୁ ପାର୍ଥିବ ଜଗତରୁ ନେଇ ଏକ ଅପାର୍ଥିବ ଜଗତରେ ପହଞ୍ଚାଇଦିଏ । ମଣିଷ ନିଜର ଦୁଃଖ, ଶୋକ, ଅଶାନ୍ତି ଓ ଯନ୍ତ୍ରଣାକୁ ଏହାର ବ୍ୟବହାର
Read More...

ସତ ହୋଇଥିଲେ ସାଂଘାତିକ

ବିଶ୍ୱ ସ୍ୱାସ୍ଥ ପ୍ରତିଷ୍ଠାନ (ଡବ୍ଲ୍ୟୁଏଚ୍ଓ) ୪୮ ଘଂଟା ପୂର୍ବରୁ ଏକ ବିବୃତିରେ ସୂଚାଇଦେଇଛନ୍ତି ଯେ କରୋନା ଲାଗି ଯେଉଁ ସବୁ ଟିକା କେତେଗୁଡିଏ କମ୍ପାନି ପକ୍ଷରୁ ପ୍ରସ୍ତୁତ କରାଯାଉଛି, ସେଗୁଡ଼ିକ ଚଳିତ ବର୍ଷ ସରିବାକୁ ଆଉ ମାତ୍ର ୩ ମାସ ବାକିଥିଲା ବେଳେ ଶତପ୍ରତିଶତ ସଫଳତା ଲାଭ କରିବା ତ’
Read More...

ଗୁରୁ ଦିବସର ଅନୁଚିନ୍ତା

ଏକ ଆଦର୍ଶ ସମାଜ ଗଠନ ଦିଗରେ ଶିକ୍ଷକଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଏଭଳି ଭୂମିକା ନିଭାଉଥିବା ଗୁରୁ ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତ ନିକଟରେ ପ୍ରାତଃ ସ୍ମରଣୀୟ ଏବଂ ବନ୍ଦନୀୟ। ସମାଜକୁ ଦିଗ୍‌ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା,
Read More...

ଷ୍ଟେରଏଡ୍ ଓ କରୋନା

ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିଲା ବେଳେ ଯେପରିଭାବେ ଏଥିରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେବା ସହିତ ମୃତ୍ୟୁ ବରଣ କରୁଛନ୍ତି, ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡିଛି । ମୃତ୍ୟୁ କ୍ଷେତ୍ରରେ ଆମେରିକା ସବୁଠାରୁ ଆଗରେ ରହିଥିଲା ବେଳେ ଭାରତ ସଂକ୍ରମଣ
Read More...

ରୂପେଲୀ ପରଦାରେ ଗୁରୁ-ଶିଷ୍ୟଙ୍କ ମନଲୋଭା କାହାଣୀ

ଜୀବନରେ ଗୁରୁଙ୍କ ସ୍ଥାନ ବହୁତ ଉଚ୍ଚରେ। ଶାସ୍ତ୍ରରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଛି। ଜୀବନରେ ଗୁରୁଙ୍କ ମହତ୍ତ୍ୱ ଓ ଅବଦାନ ବିଷୟରେ ଆମକୁ ଚେତାଇଥାଏ ଗୁରୁଦିବସ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମେ ଗୁରୁ ଦିବସ ଭାବେ ପାଳନ କରିଥାଉ। ତେବେ ଗୁରୁ ଶିଷ୍ୟଙ୍କ ପବିତ୍ର
Read More...

ଗୁରୁ ଦିବସ ଓ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍

ଗୁରୁ ଦିବସକୁ ଆଉ ମାତ୍ର କେଇ ଘଣ୍ଟା ବାକି। ଏହି ପିବତ୍ର ଦିନ ଆମକୁ ମନେପକାଇ ଦେଇଥାଏ ଜୀବନରେ ଗୁରୁଙ୍କ ଅବଦାନ ଓ ମହତ୍ତ୍ୱ ବିଷୟରେ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା
Read More...

କରୋନା: ଆଉ ଡରାନା

ସର୍ବପ୍ରଥମେ ଧରାଧାମରେ ଯୋଉଁ ପୁରୁଷ ଓ ମହିଳା ଜନ୍ମ ନେଇଥିଲେ ବୋଲି ଧାର୍ମିକ ବିଶ୍ୱାସ ରହିଛି, ସେମାନେ ହେଲେ ଆଦାମ୍ ଓ ଇଭ୍ । ସେମାନଙ୍କଠାରୁ ମାନବ ଜାତିର ସୃଷ୍ଟି ବୋଲି ଧରିନିଆଯାଇଛି । ଇଶ୍ୱରଙ୍କୁ ସ୍ୱୀକାର କଲେ ଆମେ ଏହା କହିପାରୁ ଯେ ପ୍ରଥମେ ସେ ପ୍ରକୃତି ଓ ପରେ ମଣିଷକୁ ପୃଥିବୀକୁ
Read More...

ଯାହା ହେଲା, ଭଲ ହେଲା

ଏ’ କଥା ଆମେ କହୁନାହୁଁ । ଏହା ହେଉଛି ଶ୍ରୀମଦ୍ ଭଗବତ୍ ଗୀତାର ପବିତ୍ର ବାଣି । ଗୀତାରେ ଉଲ୍ଲେଖ ଅଛି, ଯାହା ହୋଉଛି, ଭଲ ହୋଇଛି । ଯାହା ହେଲା, ଭଲ ହେଲା । ଯାହା ହେବ, ଭଲ ହେବ । ଏହା ହେଉଛି ପବିତ୍ର ନୀତିବାଣୀ । ଏହାର ମର୍ମାର୍ଥ ହେଉଛି, ସୃଷ୍ଟିରେ ଏଭଳି କୌଣସି କାର୍ଯ୍ୟ ନାହିଁ, ଯାହା
Read More...

ଗୁରୁଦିବସ : ଜାଣନ୍ତୁ କିଛି ପ୍ରେରଣାତ୍ମକ କଥା

ସେପ୍ଟେମ୍ବର ୫ ଗୁରୁଦିବସ। ଏହାକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ସମାଜର ମେରୁଦଣ୍ଡ ଭାବେ ପରିଚିତ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଯାହାଙ୍କର ଅବଦାନ ସମାଜ, ଦେଶ ଏବଂ ଶିକ୍ଷା ପାଇଁ ଏକ ଆଶୀର୍ବାଦ ଅଟେ। ଗୁରୁଦିବସକୁ ସେପ୍ଟେମ୍ବର ୫ ତାରିଖରେ ପାଳନ କରିବାର ଏକ ପ୍ରଧାନ
Read More...