Browsing Category

ସମ୍ପାଦକୀୟ

ଶାରଦୀୟ ପୂଜା ଓ କରୋନା

ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିନାହିଁ । ଦେଶର ଯେଉଁ ୪ଟି ରାଜ୍ୟରେ କରୋନା ସଂଖ୍ୟା ବଢ଼ିଚାଲିଛି । ସେଗୁଡ଼ିକ ହେଲା, ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ ଓ ଉତର ପ୍ରଦେଶ ଏହି ୪ ରାଜ୍ୟରେ ହଠାତ୍ କରୋନା ପଜେଟିଭ ବଢ଼ିଚାଲିବା ଯୋଗୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏହି ସବୁ ରାଜ୍ୟକୁ
Read More...

ଓଡ଼ିଶାରେ ବନ୍ୟା ବିତ୍ପାତ

ସୋମବାର ଅପରାହ୍ଣ ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ବନ୍ୟାଜଳ ଉପର ଓ ମଧ୍ୟ ଅବବାହିକାରେ କମିବାରେ ଲାଗିଛି। ଏହା ସତ୍ତ୍ବେ ମହାନଦୀର ତ୍ରିକୋଣ ଭୂମି ଓ ତତ୍‌ସଂଲଗ୍ନ ନିମ୍ନ ଅବବାହିକାରେ ପାଣି ବଢ଼ୁଛି ଏବଂ କ୍ଷୟକ୍ଷତି ଅଧିକ ହେବା ନିଶ୍ଚିତ। ପ୍ରାୟ ଆଠନଅ ବର୍ଷ ପରେ ରାଜ୍ୟରେ ଏକ ବଡ଼
Read More...

ଜାଣନ୍ତୁ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରିବାର ବିଷୟରେ

ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମାତ୍ର ମୁଖାର୍ଜୀଙ୍କର ସୋମବାର ପରଲୋକ ଘଟିଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ମିଳିଥିଲା
Read More...

ସ୍ୱାଗତ ଯୋଗ୍ୟ: ଅଧିକ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉ

ଦେଶରେ ଚାକିରି ଆଶାୟୀଙ୍କ ପାଇଁ ପୃଥକ ପୃଥକ ରେଲୱେ ରିକ୍ରୁଟମେଂଟ ବୋର୍ଡ (ଆରଆରବି), ଷ୍ଟାଫ ସିଲେକସନ କମିଶନ (ଏସଏସସି), ବ୍ୟାଙ୍କିଙ୍ଗ ପରୀକ୍ଷା (ଆଇବିପିଏସ) ପରୀକ୍ଷା ପରି ଅଣ-ଗେଜେଟେଡ ପଦବୀ ଲାଗି ଗୋଟିଏ ପରୀକ୍ଷା କରିବା ପାଇଁ ଜାତୀୟ ନୁଯୁକ୍ତି ଏଜେନସି (ଏନଆରଏ) ପ୍ରତିଷ୍ଠା ନିମନ୍ତେ
Read More...

ବର୍ଷାର କମାଲ

ରାଜ୍ୟର ସର୍ବ ବୃହତଃ ରୂପେ ପରିଚିତ ମହାଦନୀ ଶୁଖିଯିବ ବୋଲି ଏକଦା ସମଗ୍ର ଓଡ଼ିଶାବାସୀ ଉଦ୍ବିଗ୍ନ ପ୍ରକାଶ କରିଥିଲା ବେଳେ ୨୦୨୦ ଅଗଷ୍ଟ ୨୯ ତାରିଖର ସ୍ଥିତି ଏହାଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କ୍ରମଶଃ ଦୃଢିଭୁତ ହେବାରେ ଲାଗିଛି ।
Read More...

ଆବଶ୍ୟକତା ଓ ମହାମାରୀ

କରୋନାର ପ୍ରଭାବ ଏବେ ଅର୍ଥନୀତି ଉପରେ ପଡିଛି । ଅର୍ଥବିଭାଗ ପ୍ରମୁଖ ସଚିବ ଏଥିନେଇ କେତେକ ନିଷ୍ପତି ଖର୍ଚ୍ଚକାଟ ପାଇଁ ନେବା ସହିତ ଏ’ସମ୍ପ୍ରର୍କରେ ସବୁ ସରକାରି ବିଭାଗ ଗୁଡ଼ିକୁ ଲିଖିତ ଭାବେ ଅବଗତ କରାଇଛନ୍ତି । କେବଳ ଜରୁରୀ କ୍ଷେତ୍ରରେ ଅର୍ଥଖଚ୍ଚ କରିବା ଲାଗି ଏଥିରେ ନିର୍ଦେଶ
Read More...

ଅଛିଣ୍ଡା ଅଙ୍କ

କରୋନା ମହାମାରୀ ଭାରତରେ ବ୍ୟାପିବା ସହିତ ପଜେଟିଭ ସଂଖ୍ୟା ଉପରକୁ ବଢ଼ିଚାଲିବା ଏବଂ ତଜ୍ଜନିତ ମୃତ୍ୟୁସଂଖ୍ୟା ୧ରୁ୨ ଓ ପରେ କ୍ରମାନ୍ୱୟରେ ୧୦ରୁ ୧୦୦ ଏବଂ ଏବେ ମୋଟ ମୃତ୍ୟୁସଂଖ୍ୟା ୫୯,୪୪୯ରେ ପହଂଚିଥିଲା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫ ଛୁଇଁସାରିଥିଲା ବେଳେ ଏବେ
Read More...

ଓଡ଼ିଶାରେ ମହାକାଶ ବିଜ୍ଞାନ ଶିକ୍ଷା

ମହାକାଶ ବିଜ୍ଞାନ କହିଲେ ଏହା ପୃଥିବୀ ଓ ଏହାକୁ ଘେରି ରହିଥିବା ବାୟୁମଣ୍ଡଳ ଉପରେ ବହୁ ଗ୍ରହ, ତାରା ଏବଂ ଧୂମକେତୁ ସମେତ ସୂର୍ଯ୍ୟ, ଚନ୍ଦ୍ର ଆଦିଙ୍କ ସମ୍ପର୍କରେ ବୁଝାଇ ଥାଏ । ଏକବିଂଶ ଶତାବ୍ଦିରେ ମଣିଷ ମହାକାଶକୁ ଯାଇପାରୁଛି ଏବଂ ସାଟେଲାଇଟ୍ ଛାଡିପାରୁଛି । ସବୁଠାରୁ ବଡ଼ କଥା ହେଲା ଯେ,
Read More...

ହେଲି ବନାମ ହ୍ୟାରିସ: ଆମେରିକା ରାଷ୍ଟ୍ରପତି ଲଢ଼େଇରେ ଦୁଇ ‘ଭାରତ ଝିଅ’

ଆମେରିକା ରାଷ୍ଟ୍ରପତି ପଦ ନିମନ୍ତେ ନଭେମ୍ବର ମାସରେ ହେବାକୁଥିବା ନିର୍ବାଚନରେ ଭାରତର ଭୂମିକା ଗୁରୁତ୍ବପୂର୍ଣ । ଆମେରିକାରେ ବସବାସ କରୁଥିବା ଭାରତୀୟ-ଆମେରିକୀୟ, ଭାରତୀୟ ବଂଶୋଦ୍ଭବ ହିଁ ନିର୍ଣ୍ଣାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଡ଼େମୋକ୍ରାଟିକ ଦଳର 
Read More...

କଂଗ୍ରେସରେ ଯୋଡ-ବିଯୋଡ ଖେଳ!

କଂଗ୍ରେସ ଦଳ ସମ୍ପ୍ରତି ବିଭିନ୍ନ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦଳ ଗୁଡ଼ିକୁ ମୁକାବିଲା କରିବା ସହିତ ସବୁ ରାଜ୍ୟ ଏବଂ ସାମଗ୍ରିକ ଭାବେ ଦେଶରେ ନିଜ ଦଳକୁ ମଜଭୁତ କରିବା ଲକ୍ଷ୍ୟ ରଖିଥିଲେ ହେଁ, ବାସ୍ତବରେ କ’ଣ ଘଟୁଛି ତାହା ସମସ୍ତ ଦେଶବାସୀ ବେଶ୍ ଜାଣିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର
Read More...