Browsing Category

ସମ୍ପାଦକୀୟ

ଅଧିବେଶନ ଗଠନ ମୂୂଳକ ହେଉ

ମହାମାରୀ କରୋନା ଦ୍ୱିତୀୟ ଲହର ସଂକ୍ରମଣ କାଳରେ ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ପାର୍ଲିଆମେଂଟ ଗୁରୁତ୍ୱପୂର୍ଣ୍ଣ ମୌସୁମୀ ଅଧିବେଶନର ପ୍ରଥମ ଦୁଇଟି ଦିବସ ହଟ୍ଟଗୋଳ ଯୋଗୁଁ ଯୋପରି ନଷ୍ଟ ହୋଇଗଲା, ତାହା ଯେତିକି ଉଦ୍ବେଗ ଜନକ, ସେତିକି ଚିନ୍ତାଜନକ ମଧ୍ୟ । ଉଭୟ ସରକାର ଓ ବିରୋଧି ଦଳ ମନେରଖିବା
Read More...

କିଛି ଶିକ୍ଷିଲେ ନାହିଁ

ଦେଶରେ ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ଟପିସାରିଲାଣି । ସଂକ୍ରମଣରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ଥିବା ବେଳେ ମୃତକ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଦ୍ୱିତୀୟ ଲହର
Read More...

ବୈଷ୍ଣବଙ୍କ ପାଇଁ ଚ୍ୟାଲେଞ୍ଜ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ରୁ ରାଜନେତା ତଥା ନବ ନିଯୁକ୍ତି କେନ୍ଦ୍ର ରେଳବାଇ, ଟେଲି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରଶାସନିକ ଏବଂ କର୍ପୋରେଟ ଜଗତରେ ତାଙ୍କର ଦକ୍ଷତା, ପାରଦର୍ଶିତା ପାଇଁ ବହୁ ସୁନାମର ଅଧ୍ୟକାରୀ ହୋଇଛନ୍ତି । ଏବେ
Read More...

ସର୍ବାଧିକ ସଂକ୍ରମଣ ତାଲିକାରେ ଓଡ଼ିଶା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ନିର୍ଦ୍ଧିଷ୍ଟ ୬ଟି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ପ୍ରକାଶ ଏହି ରାଜ୍ୟ ଗୁଡିକ ହେଲା ଓଡ଼ିଶା, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ମହାରାଷ୍ଟ୍ର । ସେ ଉଲ୍ଲେଖ କରିଥିବା ପରିସଂଖ୍ୟାନ
Read More...

ପୁଣି କାଳିଆ ଲେଉଟିଲା…

ରାଜ୍ୟରେ ଚଳିତ ବର୍ଷ ଲକଡାଉନ ଷଷ୍ଠ ଥର ଲାଗି ଆଂଶିକ ଭାବେ ୫ମ ଥର ଭଳି ଲାଗୁ କରାଯାଇଥିଲା ବେଳେ ଏଥିରେ ଅଉ କେତେକ କଟକଣା କ୍ଷେତ୍ରରେ ଜୀବନ ଓ ଜୀବିକାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର କିଛିଟା କୋହଳ ଦୃଷ୍ଟିଭଙ୍ଗୀ ଆପଣାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ
Read More...

ରାଜ୍ୟରେ ଆତଙ୍କବାଦୀ!

ବାଙ୍ଗଲାଦେଶରେ ନିଷିଦ୍ଧ କରାଯାଇଥିବା ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଧିନ (ଜେଏମ୍ବି)ର କିଛି ସଦସ୍ୟ ଏବେ ଆମ ରାଜ୍ୟ ଓଡ଼ିଶା ଭିତରକୁ ପଶିଆସିଥିବା ଆଶଙ୍କା କରାଯାଉଛି । ଏହାର ମୁଖ୍ୟକାରଣ ହେଲା ଯେ, କୋଲକତାରୁ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଓଡ଼ିଶାକୁ ଆସି ଲୁଚିଥିବା ସମ୍ପର୍କିତ
Read More...

ଅଘୋଷିତ ଘୋଷଯାତ୍ରା

ଅଘୋଷିତ ଘୋଷଯାତ୍ରା’ କହିଲେ କିଏ କ’ଣ ବୁଝିବ ଓ କିଏ କ’ଣ ବୁଝେ, ତାହା ଆମେ ଜାଣୁନା । କିନ୍ତୁ ଏହା ଆମକୁ ଓ ସମସ୍ତଙ୍କୁ ବେଶ୍ ମାଲୁମ ଯେ, ଘୋଷଯାତ୍ରାର ଗୁରୁତ୍ୱ ଓଡ଼ିଶାରେ ତଥା ସନାତନୀ ଧର୍ମରେ କେତେ ରହିଛି । ଏହା ହେଉଛି ଭାରତ ବର୍ଷର ଚାରିଧାମ ମଧ୍ୟରୁ ପୁରୀରେ ରହିଥିବା ଅନ୍ୟତମ ଧାମରେ
Read More...

ବଡ଼ଦାଣ୍ଡରେ ଏକୁଟିଆ ଜଗା

କରୋନା ମହାମାରୀର ତାଡନାରେ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପୂର୍ବରୁ କର୍ଫ୍ୟୁ ଜାରି କରାଯାଇଛି । କେବଳ ସେତିକି ନୁହେଁ ସମଗ୍ର ସହର ପୋଲିସ ଛାଉଣି ଭିତରେ ରହିଥିଲା ବେଳେ ମୋଟ ୬୫ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୨ଟି ଯୋନରେ ବିଭକ୍ତ ହୋଇଥିବା
Read More...

ତୃତୀୟ ଲହର ଆସୁଛି

କରୋନା ମହାମାରୀ ଜେପରି ଭାବରେ ଭାରତବର୍ଷରେ ଏହାର କାୟା ବିସ୍ଥାର କରିଚାଲିଛି, ସେଥିରେ କେବେ ଏହାର ସମ୍ପୂର୍ଣ୍ଣ ନିରାକରଣ ହୋଇପାରିବ ତାହା କହିବା ମୁସ୍କିଲ । ଦିଲ୍ଲୀ ଏମ୍ସ ନିଦେ୍ର୍ଧଶକ ଗୁଲେରିୟା କହିବା ଅନୁଯାୟୀ ଏହି ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଆସିବା ସ୍ଥିରନିଶ୍ଚିତ । ଏପରିକି
Read More...

ଆଦଳ ବଦଳ

ଆଦଳ ବଦଳ କିଛି ନୂଆ କଥା ନୁହେଁ । ସାମାଜିକ ବ୍ୟବସ୍ଥା ହେଉ ଅଥବା ବ୍ୟକ୍ତିଗତ କିମ୍ବା ପାରିବାରିକ ଜୀବନରେ ହେଉ ବା ବ୍ୟାବସାୟିକ ସ୍ତରରେ ହେଉ ନତୁବା ଦେଶ କିମ୍ବା ରାଜ୍ୟର ସରକାରୀ ଅର୍ଥନୈତିକ ବ୍ୟବସ୍ଥାରେ ହେଉ; ସର୍ବତ୍ର ବ୍ୟବସ୍ଥାରେ ଅଥବା କାର୍ଯ୍ୟ ପଦ୍ଧତିରେ ଅଦଳ ବଦଳ ଏକ ନିତ୍ୟ
Read More...