Browsing Category

ସମ୍ପାଦକୀୟ

ଏହି ଟ୍ରେନରେ ଯାତ୍ରା କରିବେ କି ? ଟିକେଟର ମୂଲ୍ୟ ୧୮ ଲକ୍ଷ

ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠାରୁ ଦାମୀ ଓ ମହଙ୍ଗା ଟ୍ରେନ ଯାତ୍ରା ବୋଲି କୁହାଯାଏ। ଏହାର ବ୍ୟବସ୍ଥା ବଡ଼ ବଡ଼ ମହଙ୍ଗା ହୋଟେଲ ଠାରୁ ମଧ୍ୟ ଅତି ଉନ୍ନତ ବୋଲି କୁହାଯାଏ। ଏହି ଟ୍ରେନରେ ଯାତ୍ରୀମାନଙ୍କୁ ରାଜା ମହାରାଜାଙ୍କ ଜୀବନଶୈଳୀ ଭଳି ସୁବିଧା ପ୍ରଦାନ କରାଯାଇଥାଏ।
Read More...

ବିକଳ୍ପ ଚିନ୍ତା କର

ପ୍ରାଣଘାତି କରୋନା ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ଗତ ୬ମାସରୁ ଉଦ୍ଧ୍ୱର୍ ସମୟ ଧରି ରାଜ୍ୟ ସରକାରଙ୍କ ସମସ୍ତ ସତର୍କତା ଏବଂ ପ୍ରତିସେଧକ ପଦକ୍ଷେପ ସତ୍ୱେ ଏବେ ସଂକ୍ରମଣ ଦିନକୁ ଦିନ ଯେପରି ନିଜର କାୟା ବିସ୍ତାର କରିଚାଲିଛି, ତାହା କେବଳ ଆତଙ୍କର ବାତାବରଣ ସୃଷ୍ଟି କରିନାହିଁ, ଉଭୟ ସରକାର
Read More...

ପ୍ରକୃତି ଓ ପ୍ରବୃତି

ଏ ବିଶ୍ୱରେ ପ୍ରକୃତି କହିଲେ, ମଣିଷ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ବ୍ୟତିତ ଅନ୍ୟ ସମସ୍ତ ବସ୍ତୁ (ମ୍ୟାଟର୍)କୁ ବୁଝାଇଥାଏ । ପ୍ରବୃତି କହିଲେ ସାଧାରଣତଃ ଏ ବିଶ୍ୱର ପ୍ରାଣୀଜଗତ ଅର୍ନ୍ତଭୂକ୍ତ ସମସ୍ତ ଜଳଚର, ସ୍ଥଳଚର ଏବଂ ଉଭୟଚର ପଶୁପକ୍ଷୀ ଓ ସରିସୃପ ଜାତୀୟ ପ୍ରାଣୀଙ୍କୁ ବୁଝାଇଥାଏ ।
Read More...

ଏହି ଶାଢ଼ୀ ପିନ୍ଧିଲେ ହେବ ନାହିଁ କରୋନା

ଭୋପାଳ: କୋଭିଡ଼-୧୯ ବିରୋଧରେ ବିଜୟୀ ହେବା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଆୟୁଷ କାଢ଼ା ସହିତ ବିଭିନ୍ନ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସାମଗ୍ରୀ (ଇମ୍ୟୁନିଟି ବୁଷ୍ଟର) ବଜାରରେ ଉପଲବ୍ଧ ହେଉଛି । ମାତ୍ର
Read More...

ଦୂତୀ-ଅର୍ଜୁନ

ଓଡ଼ିଶାର ଚର୍ଚ୍ଚିତ ଆଥଲେଟ୍ ଦୂତୀ ଚାନ୍ଦ ଏବେ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟାବିବେଚିତ ହୋଇଛନ୍ତି ଏବଂ ଆଉ ୬ ଦିନ ପରେ ୨୯ ତାରିଖ ଦିନ ସେ ଉକ୍ତ ପୁରସ୍କାର ପାଇବେ । ସବୁ ବର୍ଷ ଭଳି ଏଥର କ୍ରୀଡା ପୁରସ୍କାର ପ୍ରଦାନ ଉସôବ କରୋନା ମହାମାରୀ ଯୋଗୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାରେ
Read More...

ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଶରୀର ବର୍ଣ୍ଣନା

ଶାସ୍ତ୍ରୀୟ ମତରେ ବାଧାବିଘ୍ନ ଦୂରୀକରଣ, ସୁଖସମୃଦ୍ଧି ଏବଂ ଜ୍ଞାନ ଆହରଣ ପାଇଁ ଯେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଥାଏ ତା’ର ପ୍ରତୀକ ହେଉଛନ୍ତି ଶ୍ରୀଗଣେଶ । ସେଇଥିପାଇଁ ସେ ବିଘ୍ନ ବିନାଶକ, ସିଦ୍ଧି ବିନାୟକ ଭାବରେ ମଧ୍ୟ ପରିଚିତ। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣନାଥଙ୍କ
Read More...

‘ଟିସି’ରୁ ‘ସିସି’

ମହେନ୍ଦ୍ର ସିଂ ଧୋନୀ ଏ ଦେଶର ଏକ ଜଣାଶୁଣା ବ୍ୟକ୍ତି । ଜୀବନର ଆଦ୍ୟଭାଗରେ ସେ ଖଡଗପୁର ଷ୍ଟେସନରେ ଟିକେଟ୍ କଲେକ୍ଟର ରୂପେ ଚାକିରୀ କରିଥିଲେ । କିନ୍ତୁ ପରବର୍ତି ପର୍ଯ୍ୟୟରେ ସେ କ୍ରିକେଟ ସେଲିବ୍ରିଟି ରୂପେ ଖ୍ୟାତି ଲାଭ କରିବା ସହିତ ଭାରତରେ ତାଙ୍କର ନାମ ବେଶ୍ ପରିଚିତି ଲାଭ କରିଥିଲା ।
Read More...

ଅପରାଧିଙ୍କୁ ଲଗାମ ନାହିଁ

କରୋନା ମହାମାରୀ ଯୋଗୁ ଏବେ ପରିସ୍ଥିତି ସଂଗିନ ହୋଇପଡିଲାଣି । ଶୃଙ୍ଖଳା ରକ୍ଷାକାରି ପୋଲିସ ବାହିନୀ ସବୁ ସ୍ଥାନରେ କୋଭିଡ ଯୋଦ୍ଧା ସାଜିଥିବାରୁ ସେଥିରେ ଅଧିକ ସମୟ ସେମାନେ ଦେବାକୁ ବାଧ୍ୟ ହେଉଥିଲା ବେଳେ ଅପରାଧିମାନେ ଏବେ ପୁରାଦମରେ ଅସାମାଜିକ, ବିଶୃଙ୍ଖଳିତ ଏବଂ ବେଆଇନ କାର୍ଯ୍ୟକଳାପରେ
Read More...

ବିଶ୍ୱାସ : ଆଜି ବି ଏହି ଗୁମ୍ଫାରେ ରହିଛି ଭଗବାନ ଗଣେଶଙ୍କ କଟା ମୁଣ୍ଡ

ଗଣେଶ ଚତୁର୍ଥୀ ଭଦ୍ରକ ମାସ ଶୁକ୍ଲାପକ୍ଷ ଚତୁର୍ଥ ତିଥିରେ ପଡେ। ଏହି ପର୍ବ ହେଉଛି ଗଣପତି ମହାରାଜଙ୍କ ଜନ୍ମ ବାର୍ଷିକୀ, ଯାହାକୁ ଭକ୍ତମାନେ ଅତି ଉତ୍ସାହର ସହିତ ପାଳନ କରନ୍ତି। ଚଳିତ ବର୍ଷ ଏହି ପର୍ବ ଅଗଷ୍ଟ ୨୨ ତାରିଖ ଶନିବାର ଦିନ ପାଳନ କରାଯିବ। ଭଗବାନ ଗଣେଶ ସମସ୍ତ ଦେବାଦେବୀଙ୍କ ମଧ୍ୟରେ
Read More...

ସଂପତି ମାଲିକ ହେବା ଓ ବିକିବା ସମାନ କଥା କି!

ବ୍ୟକ୍ତିଗତ ସ୍ତରରେ ବା ଘରୋଇ କ୍ଷେତ୍ରରେ ଅଥବା କମ୍ପାନି ମାଲିକାନା ସୁତ୍ରେ କିଣିଥିବା ଜାଗା ବା ଘରକୁ ଅନ୍ୟ ଜଣକୁ କିମ୍ବା ଅନେକଙ୍କୁ ବିକି ଦିଆଯାଇପାରେ । ଘରୋଇ କମ୍ପାନି ବା କୌଣସି ବ୍ୟକ୍ତିବିଶେଷ ଚାହିଁଲେ ସେମାନଙ୍କ ସଂପତିକୁ ଅନ୍ୟକୁ ହସ୍ତାନ୍ତର କରିବା ଆଇନ ସମ୍ମତ । କିନ୍ତୁ କୌଣସି
Read More...