Browsing Category

ସମ୍ପାଦକୀୟ

ଲୌହମାନବୀ ସରଳା ଦେବୀଙ୍କ ୧୧୬ତମ ଜୟନ୍ତୀ

ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାରସ୍ବତ ଜଗତରେ ସରଳାଦେବୀ ଏକ ଉଦାତ୍ତ ଉଚ୍ଚାରଣ। ସେ ୧୯୦୪ ମସିହା ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମର ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୪ବର୍ଷ ବୟସରେ ନିକଟସ୍ଥ ଚାଟରା
Read More...

କରୋନା ଓ ଅର୍ଥନୀତି

ବିଗତ ୬ମାସ ଧରି କରୋନା ମହାମାରି ସାରା ବିଶ୍ୱକୁ କବଳିତ କରିଥିଲା ବେଳେ କୋଟି କୋଟି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବା ସହିତ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା କରିବା ଅନାବଶ୍ୟକ ଯେ, ଭାରତରେ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ୟୁପି କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହ୍ୱାନ୍ଙ୍କ ମୃତ୍ୟୁ
Read More...

ପ୍ରଥମ ପୂଜ୍ୟ ପ୍ରଭୁ ବିଘ୍ନହର୍ତ୍ତା ; ଜଡ଼ିତ ରହିଛି ଏହି ପୌରାଣିକ କଥା

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨। ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ମଧ୍ୟ ବିଶେଷ ଭାବେ ପୂଜା କରାଯାଇଥାଏ।
Read More...

ଗଣତନ୍ତ୍ର ପ୍ରତି ଉପହାସ

ରାଜସ୍ଥାନରେ ଏବେ ଯେଉଁ ଭଳି ହଟଚମଟ ଚାଲିଛି, ତାହା କେବଳ ଗଣତନ୍ତ୍ର ପ୍ରତି ଉପହାସ ନୁହେଁ, ଜନ ଦେଶ ପ୍ରତି ବିଦୃପ ବୋଲି ନିଃସନେ୍ଦହରେ କୁହାଯାଇପାରିବ । କହିବା ବାହୁଲ୍ୟଯେ, ରାଜସ୍ଥାନରେ ଏବେ ଯେଉଁର୍ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ତାହା କେବଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ
Read More...

ଚୀନ ସାବଧାନ: ସରକାରଙ୍କ ନିଷ୍ଠା ଓ ଜନତାଙ୍କ ସହଯୋଗ ଆବଶ୍ୟକ

ଚୀନର ଆଧିପତ୍ୟ ସମାପ୍ତ ହେବାକୁ ଯାଉଛି। ଏବେ ବିଶ୍ୱ ବାଣିଜ୍ୟ, ଅର୍ଥନୀତି ଓ ସାମୂହିକ ବିକାଶରେ ଚୀନର ବିକଳ୍ପ ରୂପେ ଭାରତ ଆତ୍ମପ୍ରକାଶ କରିବ। କେବଳ ସାମରିକ ଶକ୍ତିରେ ଚୀନ୍‌କୁ ଟକ୍ଟର ଦେବ ନାହିଁ ବରଂ ନିର୍ମାଣ, ଉତ୍ପାଦନ, ମହାକାଶ ଗବେଷଣା, ସୂଚନା ପ୍ରଯୁକ୍ତି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ
Read More...

ସର୍ବଗିଳା ନହୁଅ

ଗଣମାଧ୍ୟମରେ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଏକ ଖବର ପ୍ରକାଶ ପାଇବା ସହ ଏହି ଚୋରା ଚାଲାଣକାରୀଙ୍କ ମଧ୍ୟରୁ ସ୍ୱଳ୍ପସଂଖ୍ୟକ ଧରା ପଡିଥିଲେ । ଏଥିନେଇ ବନଜନ୍ତୁ ବିଭାଗ ପକ୍ଷରୁ ତଦନ୍ତ ଯାରି ରହିଥିଲା । ଆଠଗଡ ସମେତ କଟକ ଜିଲ୍ଳାର ସିମାନ୍ତ ବର୍ତି ଜିଲ୍ଳାରେ ଏଥିନେଇ ଏକ ସୁସଂଗଠିତ ରାକେଟ୍
Read More...

ଭାରତ ଓ ଭାରତୀୟ

ଆଜି ହୋଉଛି ଆମ ଦେଶର ୭୪ତମ ସ୍ୱାଧିନତା ଦିବସ । ଏହି ଅବସରରେ ଯେଉଁ ମହାନ ସ୍ୱାଧୀନତା ସଂଗ୍ରାମୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଓ ରକ୍ତକୁ ପାଣି ଭଳି ନିଗାଡି ଏ ଦେଶର ପରାଧିନ ଭାରତୀୟଙ୍କ ହୁଦୟରେ ବିଦ୍ରୋହର ବହ୍ନି ଜାଳି ଏ ଦେଶକୁ ବିନା ଲକ୍ଷପାତରେ ଅହିଂସା ଆନେ୍ଦାଳନ ମଧ୍ୟ ଦେଇ ସ୍ୱାଧିନ
Read More...

କରୋନା ଓ ସାହାଯ୍ୟ

ରାସ୍ତାରେ ଆମେ ଚାଲି ଚାଲି ଯାଉଥିଲା ବେଳେ ଆଗରେ ବା ନିକଟରେ ଯଦି କୌଣସି ଜଣା ବା ଅଜଣା ପଥଚାରୀ କୌଣସି କାରଣରୁ ଝୁଂଟିପଡନ୍ତି, ତେବେ ଆମେ ତାଙ୍କୁ ହାତ ଧରି ପୁଣି ଛିଡା କରାଇବା ସହ ଚାଲିବାରେ ଆବଶ୍ୟକ ପଡ଼ିଲେ ସାହାଯ୍ୟ କରିଥାଉ । ଏହାକୁ ଉପକାର କୁହାଯାଇପାରେ ଓ ଏକ ପ୍ରକାର ସାହାଯ୍ୟ କହିଲେ
Read More...

ମସ୍ତକ ପଛରେ ଚୀନ୍?

ଗଲୱାନ ଉପତ୍ୟକାରେ ନିକଟ ଅତିତରେ ବିନା ଗୁଳିଗୋଳାରେ ଯେପରି ଭାବେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷର କିଛି ସୈନ୍ୟ ମୃତାହତ ହେଇଥିଲେ, ତାହା ଚୀନ ଏକ ସୁଚିନ୍ତିତ ଯୋଜନା ଥିଲା ବୋଲି ଏବେ ଜଣା ପଡୁଛି । ୧୯୬୦ର ଭାରତ - ଚାଇନା ଯୁଦ୍ଧ ପରେ ଆମ ଦେଶର ବ୍ୟାପକ ସ୍ଥଳଭାଗ ଚୀନ୍ କବ୍ଜାକୁ
Read More...

ରୁଷରୁ ଭାରତ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ଆତଙ୍କ ଖେଳାଇଛି । ଏପରିକି ମାର୍ଚ୍ଚରେ ଏହା ଭାରତକୁ ସଂକ୍ରମିତ ହୋଇଥିଲା ବେଳେ ମାତ୍ର ୬ ମାସ ମଧ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାର ତୃତୀୟ ସ୍ଥାନରେ ଭାରତ ପହଂଚିଥିବା ଉଦ୍ବେଗର ବିଷୟ । ଏପରିକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପୂର୍ବାମାନ
Read More...