Browsing Category

ସମ୍ପାଦକୀୟ

ଅନ୍ଧକାରରୁ ଆଲୋକକୁ ରାସ୍ତା “ଜନ୍ମାଷ୍ଟମୀ”

ଧରାରୁ ପାପ ରୂପକ ଅନ୍ଧକାରକୁ ଦୂର କରି ଧର୍ମର ମହାଲୋକ ପ୍ରଦାନ କରିବା ପାଇଁ ପରଂବ୍ରହ୍ମ ଶ୍ରୀକୃଷ୍ଣ ଅବତାରୀ ପୁରୁଷ ସାଜିଛନ୍ତି। ମାନବ ରୂପରେ ଲୀଳାଖେଳା କରି ପାପକୁ ଧ୍ୱଂସ କରିବା ସହ ପାପୀଙ୍କୁ ବିନାଶ କରିଛନ୍ତି। ଦ୍ୱାପରରେ କୃଷ୍ଣ ରୂପରେ ଜନ୍ମ ନେଇ କଂସକୁ ବିନାଶ କରି ଧର୍ମରାଜ୍ୟ
Read More...

ଧର୍ମନିରପେକ୍ଷ ସ୍ଥଳ ହେଉ

ଅଯୋଧ୍ୟାରେ ରାମ ଜନ୍ମ ଭୁମି ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁୠତ ବୁଧବାର ଦିନ ଭୁମି ପୁଜନ ବା ଶିଳାନ୍ୟାଶ ଉତ୍ସବ ଗୋଟିଏ ପର୍ଯ୍ୟାୟରେ ପରିସମାପ୍ତି ଓ ଆଉ ଏକ ପର୍ଯ୍ୟାୟର ଅୟମାରମ୍ଭର ସଂକେତ ପ୍ରଦାନ କରୁଛି । ଆମେ ଗୋଟିଏ ପର୍ଯ୍ୟାୟର ପରିସମାପ୍ତି ବୋଲି ଉଲେଖ କରୁଛୁ ଏଇଥି ପାଇଁଯେ,
Read More...

ଏହି ଜୀବର ନୀଳ ରକ୍ତରେ ପ୍ରସ୍ତୁତ ହୋଇପାରେ କରୋନା ଭ୍ୟାକ୍ସିନ: ଏକ ଲିଟର ରକ୍ତର ମୂଲ୍ୟ ୧୧ଲକ୍ଷ

ଏହି ଜୀବର ରକ୍ତର ମୂଲ୍ୟ ଖୁବ ମୂଲ୍ୟବାନ। ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ଏକ ଲିଟର ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ। ବୈଜ୍ଞାନିକଙ୍କ ମତାନୁଯାୟୀ, ଏହି ଜୀବର ରକ୍ତରେ କୋଭିଡ଼-୧୯ର ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ। ଏହା ଏପରି ଏକ ଜୀବ ଯାହାର ରକ୍ତ ପାଇଁ ଔଷଧ କମ୍ପାନୀମାନେ ଖୁବ ଖର୍ଚ୍ଚ
Read More...

ଜବାବ ଦିଅ ଗର୍ଲଫ୍ରେଣ୍ଡ

କରୋନା କାଳରେ ମୁମ୍ବାଇ ସହର ଥିଲା ସଟଡାଉନ । ୭ଜୁନ୍ ଯାଏ ସବୁକିଛି ଠିକଠାକ ଥିଲା । ଲକଡାଉନ୍ କାରଣରୁ ସୁଟିଂ ବନ୍ଦ ରହିଥିବା ବେଳେ ଘରୁ ବାହାରକୁ ଯିବା ଆସିବା ନଥିଲା ସୁଶାନ୍ତଙ୍କର । ସୁଶାନ୍ତ ଓ ତିନିଜଣ ସାଥି ଓ ସହକାରୀ ଗ୍ରାଉଣ୍ଡ ଫ୍ଲୋରରେ ରହୁଥିବା ବେଳେ ସୁଶାନ୍ତ ଓ ରିୟା ଏକାଠି
Read More...

କଳା ଶୁକ୍ରବାର

କରୋନା ମହାମାରୀ ଏବେ ବିଶ୍ୱରେ ଏକରକମ୍ ଅଚଳାବସ୍ଥା ସୃଷ୍ଟି କରିଛି । ଯେଉଁ ଲୋକ ଏବେ ଯେଉଁଠି ରହିଛି ସେଠି ତା’ ଅବସ୍ଥା ଗାଆଣି ଗାଇଲେ ସରୁନାହିଁ । ଓଡ଼ିଶାର ଏବଂ ଭାରତର ପରିସ୍ଥିତି ପ୍ରତି ଲକ୍ଷ୍ୟ କରାଗଲେ ଏହା ସହଜରେ ଜାଣି ହୋଇଥାଏ । ରାଜ୍ୟ ବାହାରେ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ
Read More...

ଦେଶର ପାୱାରଫୁଲ ପଦବୀରେ ଓଡ଼ିଆ ପୁଅ

ମୋଦୀ ସରକାରରେ ଓଡ଼ିଆଙ୍କ ଦବଦବା , ରାଜନେତାଙ୍କଠୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ୍ ପର୍ଯ୍ୟନ୍ତ ଦେଶର ଉଞ୍ଚ ପଦପଦବିରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇଚାଲିଛି । ଆଉ ଯେତେବେଳ ଓଡ଼ିଆ ପୁଅ ଗିରିସ୍ ମୁର୍ମୁ
Read More...

ଭାରତରେ ଘଟିଥିବା ୫ ପ୍ରମୁଖ ବିମାନ ଦୁର୍ଘଟଣା : ୧୯୯୬ ମସିହା​‌ରେ ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଘଟିଥିଲା ଧକ୍କା

କେରଳରେ ଶୁକ୍ରବାର ରାତିରେ ଘଟିଥିବା ବିମାନ ଦୁର୍ଘଟଣାରେ ୧୬ ଜଣଙ୍କ ଜୀବନ ଯାଇଛି । ରନୱେରେ ଅବତରଣ କରିବା ପରେ ବିମାନଟି ପ୍ରବଳ ବର୍ଷା ଯୋଗୁଁ ଖସି ଯାଇ ସାମ୍ନାରେ ଥିବା ଖାତ ମଧ୍ୟରେ ୩୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ବିମାନଟି ଦୁଇଖଣ୍ଡ ହୋଇ ଯାଇଥିଲା । ଦୁବାଇରୁ
Read More...

ନିଶା ନିବାରଣ

ଅନେକ ଯୁକ୍ତି କରନ୍ତିଯେ ମାନସିକ ଚାପ ଓ ସମସ୍ତ ଦୁର୍ଭାବନା ଦୂରେଇ ଆନନ୍ଦ ଦେବାର ଏକ ପନ୍ଥା ହେଉଛି ମାଦକ ଦ୍ରବ୍ୟର ସେବନ । ଏହା ପାର୍ଥିବ ଜଗତରୁ ନେଇ ଏକ ଅପାର୍ଥିବ ଜଗତରେ ଜଣଙ୍କୁ ପହଞ୍ଚାଇଦିଏ । ମଣିଷ ନିଜର ଦୁଃଖ, ଶୋକ, ଅଶାନ୍ତି ଓ ଯନ୍ତ୍ରଣାକୁ ଏହାର ବ୍ୟବହାର ଦ୍ୱାରା ଭୁଲିଯାଏ ।
Read More...

ନିଆଁ ସହ ଖେଳିବା …

ଭୟାବହ ବିସ୍ଫୋରଣ ଘଟି ମଙ୍ଗଳବାର ରାତିରେ ଲେବାନନ୍ର ରାଜଧାନୀ ବେରୁଟ୍ ସହର ଛାରଖାର ହୋଇଯାଇଛି । ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଏହା ୧୫୦ ମାଇଲ ଦୁରରେ ଥିବା ସାଇପ୍ରସ ସହରକୁ ସୁବିଥିଲା । ଏହି ପ୍ରଳୟଙ୍କରୀ ବିସ୍ଫୋରଣରେ ଶତାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ବେଳେ ପ୍ରାୟ ୪
Read More...

ଅନ୍‌ଲାଇନ୍‌ ଶିକ୍ଷାର କୌଶଳ

ବର୍ତ୍ତମାନର କୋଭିଡ୍-୧୯ ପରିପ୍ରେକ୍ଷୀରେ ଅନଲାଇନ୍ ପାଠପଢ଼ା ଅତ୍ୟନ୍ତ ଉପଯୋଗୀ, ଏକଥା ବୋଧହୁଏ କହିବା ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ। ଇଣ୍ଟରନେଟ୍ ଏବଂ ୪ଜି ଡାଟାର ଅଭାବରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଶିକ୍ଷାର ସୁବିଧା ମିଳିପାରୁନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟପକ୍ଷରେ,
Read More...