Browsing Category

ସମ୍ପାଦକୀୟ

ରାଜନୈତିକ ପଶାପାଲିରେ ଅବହେଳିତ ମଧ୍ୟବିତ୍ତ

ମଧ୍ୟବିତ୍ତ(ମିଡିଲ୍‌ କ୍ଲାସ୍‌)ମାନେ ହେଉଛନ୍ତି ଭାରତର ଆର୍ଥିକ, ସାମାଜିକ ଓ ବୈଷୟିକ ବିକାଶର ପ୍ରାଣକେନ୍ଦ୍ର। ମୁଁ ସେହି ମଧ୍ୟବିତ୍ତବର୍ଗଙ୍କ କଥା କହୁଛି, ଯେଉଁମାନେ ସକାଳୁ ସନ୍ଧ୍ୟା ଯାଏ କାମ କରନ୍ତି, ନିଜ ବେତନରୁ ଆଗ ସରକାରଙ୍କୁ କର ପୈଠକରି ପରେ ଯାହା ବଳେ ତାକୁ ନିଜ ପରିବାରର
Read More...

ରାମ ଜନ୍ମ ଭୁମି ଓ କୋଭିଡ ଯୋଦ୍ଧା

ଅଯୋଧ୍ୟାରେ ରହିଥିବା ରାମ ଜନ୍ମ ଭୁମି ଯୁଗ ଯୁଗ ଧରି ଭାରତୀୟଙ୍କ ଅତି ପ୍ରିୟ ଓ ଧର୍ମଭାବବେଗର ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଯାହାକୁ ନେଇ ପୁରୁଷ ପୁରୁଷ ଧରି ଏହି ଆଯୋଧ୍ୟାରେ ବହୁ ରାମ ଭକ୍ତ ଦେଖିବାକୁ ମିଳିଥାନ୍ତି । ପରବର୍ତି ଆବସ୍ଥାରେ ଦେଶ ଯେତେବେଳେ ବାହ୍ୟ ଶକ୍ତିର କବଳିତ ହୁଏ, ସେତେବେଳେ
Read More...

ସେବାର ମାନ ବୃଦ୍ଧି ଓ କୋଭିଡ

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପହଞ୍ଚଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ
Read More...

ମରୁଡି ମୁହାଁ ଓଡିଶା

ଭାରତୀୟ ପାଣପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାର ଆଧାରରେ ଜୁନ, ଜୁଲାଇ ମାସରେ ମୌସୁମୀ ସ୍ୱଭାବିକ ରହିବ ଏବଂ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଇଥିଲା, ତାହା ଏବେ ଭୁଲ ପ୍ରମାଣିତ ହୋଇଛି । ଏବେ ଶ୍ରାବଣ ମାସ ସରିବାକୁ ବସିଲାଣି । ଅଥଚ ବର୍ଷା ଦେଖାନାହିଁ ।
Read More...

ଶିକ୍ଷାନୁଷ୍ଠାନ ସାନିଟାଇଜ ହେଉ

ଭୁବନେଶ୍ୱର ରାଜଧାନୀ ହେବାର ପ୍ରାୟ ତିନି ଦଶନ୍ଧି ପରେ ଏଠାରେ ପୁଅଝିଅ ମିଳିତ ଶିକ୍ଷା ଲାଭ କରିବା ଏବଂ ‘ଫ୍ରେଣ୍ଡସିପ ଡେ’ରେ ଏକାଠି ଯାଇ କଲେଜ ନିକଟସ୍ଥ ହୋଟେଲରେ ଖାଇବା ଓ ‘ଭାଲେଂଟାଇନ୍ ଡେ’ ପାଳନ କରିବା ଆଦି କ୍ରମଶଃ ଅଭ୍ୟାସରେ ପରିଣତ ହେବା ସହିତ ପରବର୍ତୀ ସମୟରେ ପୁଅଝିଅଙ୍କ ମଧ୍ୟରେ
Read More...

କେଉଁ ବାଟରେ ତୁ’ ଖସିବୁ ଖସ୍

ସମ୍ପ୍ରତି ଓଡ଼ିଶାରେ ଏବଂ ଭାରତବର୍ଷରେ କରୋନା ମହାମାରୀ ଯେପରି ମଣିଷ ସମାଜକୁ ତଳିତଳାନ୍ତ କରିଚାଲିଛି, ତାହା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲିଖିତ ଗଳ୍ପ ‘ପେଟେଂଟ ମେଡିସିନି’ର ଗୀତିନାଟ୍ୟ ପରବର୍ତୀ ସମୟରେ ବିଭିନ୍ନ ଜାଗାରେ ପ୍ରଦର୍ଶିତ ହୋଇ ବ୍ୟାପକ ଜନାଦୃତି ହାସଲ କରିଥିବା କଥା
Read More...

ଶିକ୍ଷାରେ ଆମ ପାଦ ଆଗକୁ ନା ପଛକୁ!

ଦେଶରେ ବୁଧବାରଠାରୁ ନୂତନ ଶିକ୍ଷା ନୀତି ଲାଗୁ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏପରିକି ମାନବ ସଂବଳ ବିକାଶ ମନ୍ତ୍ରଣାଳୟ (ଏଚ୍ଆରଡି) ନାମ ପରିର୍ବତନ କରି ଏହାକୁ ପୁଣି ଶିକ୍ଷା ମନ୍ତ୍ରଣାଳୟ ନାମ ରଖାଯାଇଛି । ପ୍ରଚଳିତ ଶିକ୍ଷାର ବ୍ୟବସ୍ଥାଗତ ପରିର୍ବତନ ପାଇଁ କେତେକ
Read More...

ଏବେ ଗଣ ସଂକ୍ରମଣ!

ଓଡ଼ିଶାରେ ଗତ ଦୁଇ ସପ୍ତାହ ଧରି କୋଭିଡ-୧୯ ପଜେଟିଭ ସଂଖ୍ୟା ରାଜ୍ୟକୁ ଅନାଇଲେ, ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି କୁହାଯାଇପାରେ । ସଂକ୍ରମଣ ସହରରୁ ସହର, ଗାଁ’ରୁ ଗାଁ ଏବଂ ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପିଚାଲିଛି । ଯଦିଓ ଇଶ୍ୱରଙ୍କ କୃପାରୁ ଉତମ ଚିକିସ୍ଛା ଯୋଗୁ ପ୍ରଥମ ପଜେଟିଭ ଆକ୍ରାନ୍ତ
Read More...

ଦି’ପଦ ଦୁଃଖର ଦାବିନାମା

ବିଶ୍ରାମରେ ସୁଖକି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି – ଜାଣିନି । ଆଶ୍ରମ ଆଉ ବିଶ୍ରାମ – ଏ ଦୁଇଟି ଭିତରୁ ସୁଖ ଶାନ୍ତିର ଠିକଣା ନଖୋଜିମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି । ସେ ଦୁଃଖ – କେତେ ମଣିଷର, କେତେ ଦିଗକୁ ଅନାଇ ରହିଥିବା ଅନେକ ଆଖିର, ହଜାରେ ହୃଦୟର,
Read More...

ଭୟ ମଣିଷକୁ ଦୁର୍ବଳ ନକରୁ

ସମ୍ପ୍ରତି କରୋନା ମହାମାରୀ ସାରା ବିଶ୍ୱକୁ ବ୍ୟତିବ୍ୟସ୍ତ କରିସାରିଲାଣି । ଏହାର ଭୂତାଣୁ ସର୍ବ ପ୍ରଥମେ ଚୀନ୍ କହିବାନୁଯାୟୀ ଉହାନ ପ୍ରଦେଶର ଏକ ବାଦୁଡି ମାର୍କେଟରୁ ଲୋକଙ୍କୁ ବ୍ୟାପିଛି । ତେବେ ସାରା ବିଶ୍ୱରେ ଏହି ଭୂତାଣୁ ଜନିତ ଆକ୍ରନ୍ତଙ୍କ ସଂଖ୍ୟା ଏବେ ଏକ କୋଟି ଟପି ସାରିଲାଣି ।
Read More...