Browsing Category

ସମ୍ପାଦକୀୟ

ପାର୍ଲିଆମେଂଟ ବି ପ୍ରଭାବିତ

ପ୍ରାଣଘାତୀ କରୋନା ମହାମାରୀରେ ଦେଶରେ ଜୀବନ-ଜୀବିକା ଠାରୁ ଆରମ୍ଭକରି ଅର୍ଥନୀତି ପର୍ଯନ୍ତ ସବୁ କିଛି ପ୍ରଭାବିିତ ହୋଇଥିବା ବେଳେ ଭାରତୀୟ ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟ(ସଂସଦ) ଏଥିରୁ ବାଦ ପଡିନାହିଁ । କେବଳ ପାର୍ଲିଆମେଂଟ ନୁହେଁ ରାଜ୍ୟ ବିଧାନସଭା ଓ ବିଧାନସଭା ମଧ୍ୟ ଏହାର
Read More...

ଗଣ ଶିକ୍ଷା ସଂସ୍କାର

ଛାତ୍ରଛାତ୍ରୀଙ୍କ ମତାମତ ଅନୁଯାୟୀ ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ । ଶିକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଶେଷତଃ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ କିପରି ଶିକ୍ଷାଦାନ ହେଉଚି ତାର ମାନ ଯାଞ୍ଚ ହେବ । ଏଥିପାଇଁ ଶିକ୍ଷକଙ୍କ ରିପୋର୍ଟ କାର୍ଡ ତଲବ
Read More...

କରୋନା କେଉଁଠି

କରୋନା ମହାମାରୀ ଯେ କେବଳ ଓଡ଼ିଶାରେ ବା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ କିମ୍ବା ରାଉଲକେଲାରେ ବୃଦ୍ଧି ପାଉଛି, ତାହାକ ହିବା ଠିକ୍ ନୁହେଁ । ବରଂ ସମଗ୍ର ପୃଥିବୀରେ ନିଜର ପ୍ରକୋପ ଦେଖାଇବା ସହିତ ଏଥିରେ ଲକ୍ଷ୍ୟାଧିକ ବ୍ୟକ୍ତି ମୃତ୍ୟୁ ବରଣ କରିବା ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ
Read More...

ବିଷ୍ଣୁଭାଇ ଥିଲେ ଯୁବପିଢିଙ୍କ ଆଦର୍ଶ-ରଘୁନନ୍ଦନ ଦାସ

ଜନ୍ମ ହେଲେ ମୃତ୍ୟୁ, ଏହା ହିଁ ଧୃବ ସତ୍ୟ । ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି । ସଦା ହସ ହସ ମୁହଁ, କର୍ମତପôର, ପ୍ରବୀଣ ରାଜନୈ÷ତିଜ୍ଞ, ଜଗତସିଂହପୁର ମାଟିର ସୁଯୋଗ୍ୟ
Read More...

ଅସମାହିତ ପ୍ରଶ୍ନ

କେନ୍ଦ୍ର ସରକାର ଓ ଦେଶର ନେତୃତ୍ୱ ସମେତ ଦିଲ୍ଲୀ ଦରବାର ଲାଗି ସବୁଠାରୁ ବଡ଼ ଆସମାହିତ ପ୍ରଶ୍ନ ହେଉଛି, ସୀମାନ୍ତକୁ ନେଇ ଚୀନ୍ ସହ ବାରମ୍ବାର ସୃଷ୍ଟି ହେଉଥିବା ମତଭେଦ ଓ ଉତେଜନା ଯାହାର ସମାଧାନ ଅତୀତରେ ହୋଇନାହିଁ ଏବଂ ବର୍ତମାନ ହେବାର କୌଣସି ଆଶା ଦୃଶ୍ୟମାନ ହେଉନଥିଲା ବେଳେ ଆଗକୁ କିଛି
Read More...

ଲକଡାଉନ୍ ଓ ସଟ୍ଡାଉନ, ସହରର ନା ମାନବିକତାର??

ସାରା ବିଶ୍ୱରେ କରୋନାର ପ୍ରକୋପ । ସେଥି ମଧ୍ୟରେ ଭାରତ ତୃତୀୟ ସ୍ଥାନରେ । ଲକଡାଉନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଳ୍ଲା ଭାରତ ବର୍ଷରେ ପ୍ରଥମ ସ୍ଥାନରେ ରହି କରୋନାକୁ ରୋକିବାରେ ବାହାଃ ବାହାଃ ନେଉଥିଲା । ତାହା ବର୍ତମାନ କରୋନାକୁ ରୋକିବାରେ ବିଫଳତାର ବାହାଃ ବାହାଃ ନେଉଛି, ଏହା କେଉଁ
Read More...

ଲାଲଗଡ଼ ଭୁସୁଡୁଛି!

ଓଡ଼ିଶା ଏକ ଗରିବ ରାଜ୍ୟ ଏବଂ ଏଠରେ ସଂଖ୍ୟାଧିକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ରହିଆସିଥିବା ସର୍ବଜନ ବିଦିତ । ଏପରିକି କେନ୍ଦ୍ରସରକାରଙ୍କ ଦ୍ୱାରା ଦାରିଦ୍ର୍ୟ ପ୍ରପିଡିତ ରାଜ୍ୟ କଥା ଦଶନ୍ଧିଦଶନ୍ଧିଧରି ସମୀକ୍ଷା କରାଯାଇଛି, ସେତେବେଳେ ତାଳିକାର ସର୍ବନିମ୍ନରେ ଓଡ଼ିଶା ରହିଛି । ଏହାର
Read More...

ସେବାର ମାନ ବୃଦ୍ଧି ଓ କରୋନା

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପଂହଁଚିଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ
Read More...

ଆମେ ଗୋଷ୍ଠୀ ସଂକ୍ରମଣ ମୁହାଁ !

ରାଜ୍ୟରେ କରୋନାର ସ୍ଥିତି ଗତ ମାର୍ଚ୍ଚ ମାସରୁ ଜୁନ୍ ପର୍ଯ୍ୟନ୍ତ ଯେଉଁଭଳି ସ୍ଥିତିରେ ରହିଥିଲା ତାହାର ବ୍ୟାପକ ପରିବର୍ତନ ଜୁଲାଇରେ ଘଟିଥିବା ଅନୁଭୂତ ହୁଏ । ଏପରିକି ଗତ ୨ସପ୍ତାହ ପାଖାପାଖି ପ୍ରାୟ ପ୍ରତ୍ୟେକ ଦିନ କରୋନା ପଜେଟିଭ୍ ସଂଖ୍ୟା ଶହେ ଶହେରେ ବଢୁଛି କହିଲେ ଠିକ୍ ନହୋଇ ପାରେ,
Read More...

ମନରେଗା ଶ୍ରମ ଦିବସ ବଢାଅ

ପ୍ରାଣଘାତୀ କରୋନା ଭୂତାଣୁର ମୁକାବିଲା ପାଇଁ ଦେଶରେ ୬୮ ଦିନିଆ ଲକଡାଉନ ପରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଧଶା କାହାରିକୁୁ ଅଛପା ନାହିଁ । ଭାରତ ପରି ଜନମଙ୍ଗଳ ରା୍େଟ୍ରରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ବୋଧହୁଏ ଭାରତୀୟ ଗଣତାନ୍ତ୍ରୀକ ଇତିହାସରେ ଏକ ବିରଳ
Read More...