Browsing Category

ସମ୍ପାଦକୀୟ

ନାଗରିକ ଏବଂ ନାଗରିକତ୍ୱ

ଏକବିଂଶ ଶତାବ୍ଦୀର ବିଶ୍ୱରେ ଯଦିଓ ବିଜ୍ଞାନ ଆମକୁ ଅତି ନିକଟତର କରିବାରେ ବହୁ ସାହାଯ୍ୟ କରିଛି, କିନ୍ତୁ ପ୍ରତ୍ୟେକ ରାଷ୍ଟ୍ର ଏହାର ଭିନ୍ନତା ଏବଂ ମୂଳ ସଭ୍ୟତା ରକ୍ଷା କରିବାଲାଗି ନିଜ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରୁଛନ୍ତି । ସେଥିଲାଗି ଭିନ୍ନ ଜାତୀୟ ପତାକା, ଅଲଗା ସମ୍ବିଧାନ ସମେତ
Read More...

ଅଛିଣ୍ଡା ଅଙ୍କ

ମହାନଦୀ ଜଳ ବିବାଦ ମାମଲା କ୍ରମଶଃ ଏକ ଅଛିଣ୍ଡା ଅଙ୍କର ରୂପ ନେଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ବିଭିନ୍ନ ସମୟରେ ଉଭୟ ରାଜ୍ୟ ମଧ୍ୟରେ ଏକାଧିକ ବାର ବୈଠକ ବସିଥିଲେ ହେଁ କୌଣସି ସମାଧାନ ମୂଳ ବାଟ ବାହାରି ପାରି ନାହିଁ । ଏପରିକି ଓଡ଼ିଶା ପକ୍ଷରୁ ଜାନୁଆରିରେ ମହାନଦୀ ଜଳ ବିବାଦକୁ
Read More...

ମଂଚାରୁ ପଡ଼ି ମାମୁଁ ମଲା

ପୁରାଣରେ ବର୍ଣ୍ଣିତ ଅବତାର ଶ୍ରୀକୃଷ୍ଣଙ୍କ ଚରିତ୍ର ସାର୍ବଜନୀନ ଓ କାଳଜୟୀ । କଂସ ନିଧନ ବେଳେ ମଂଚାରୁ ପଡ଼ି ମାମୁଁଙ୍କ ମୃତ୍ୟୁ ଘଟିଲା ଓ ଦୈବ ବଳରୁ ମୁଁ ବଂଚିଗଲି ବୋଲି ସେ କହିଥିଲେ । ତାତ୍କାଳିକ ଭାଷାରେ ସଦ୍ୟ ଖବର ଉଣ୍ଡାଳିଲେ ମାଫିଆ ଡନ୍ ବିକାଶ ଦୁବେକୁ ଏନ୍କାଉଂଟର ବେଳେ ତା’ର ନିହାତ
Read More...

ବଢିବ ବେକାରୀ

କରୋନା ମହାମାରୀ ସାରା ବିଶ୍ୱକୁ ଅଥୟ କରିଦେଇଥିଲା ବେଳେ ଆମ ଦେଶ ଭାରତ ଏଥିରୁ ବାଦ ପଡିନାହିଁ । ଏପରିକି ଆମ ଦେଶରେ ଏହି ମହାମାରୀ ବହୁ ସମୟ ପରେ ଆସି ଆସିଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଏତେ ଦୃତଗତିରେ ବୃଦ୍ଧି ପାଉଛି ଯେ, ଆମେ ଅଧିକ ଆକ୍ରାନ୍ତ ଦେଶ ତାଲିକାରେ ଉପରକୁ
Read More...

ଚୀନ୍ ପଛକୁ ହଟିଲା!

ଗଲୱାନ ଘାଟି ଓ ଗୋଗ୍ରା ହଟ୍ସ୍ପ୍ରିଙ୍ଗ ନିକଟସ୍ଥ ଲାଇନ୍ ଅଫ ଆକ୍ଚୁୱାଲ କଂଟ୍ରୋଲରୁ ଚୀନ୍ ଦେଢକିଲୋ ମିଟର ପଛକୁ ଫେରିଥିବା ଖବର ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏପରିକି ଉଭୟ ସ୍ଥାନରେ ଥିବା ତମ୍ବୁ ଓ ଯାନବାହାନ ଆଦିକୁ ମଧ୍ୟ ପଛକୁ ହଟାଇ ନିଆଯାଇଛି । ଏହା ମଧ୍ୟ ଜଣାପଡିଛି ଯେ, ଜୁଲାଇ ୧୪
Read More...

ତମାଖୁ ବ୍ୟବହାର ସମ୍ପୂର୍ଣ ନିଷିଦ୍ଧ ହେଉ

୧୯୮୭ ମସିହା ଠାରୁ ପ୍ରତ୍ୟେକ ବର୍ଷ ମଇ ମାସର ୩୧ ତାରିଖ ଦିନକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୁପେ ପାଳନ କରା ଯାଉଅଛି । ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇ ଏହାର ବ୍ୟବହାରକୁ ବିଶ୍ୱ ସ୍ତରରେ ସୀମିତ ଅଥବା ସମ୍ପୂର୍ଣ ନିଷିଦ୍ଧ ଉଦେଶ୍ୟରେ ସଚେତନତା ସୃଷ୍ଟି
Read More...

ତ୍ୟାଗର ମହିମା

ଦିକ ମନ୍ତ୍ରରେ ଅଛି- ‘ସର୍ବେ ଭବନ୍ତୁ ସୁଖିନଃ… ’ ଅର୍ଥାତ୍ ସମସ୍ତେ ସୁଖରେ ରୁହନ୍ତୁ । ମନ୍ତ୍ରଦ୍ରଷ୍ଟା ଋଷିମାନେ ତପସ୍ୟା କରୁଥିଲେ । ସେ ତପସ୍ୟା କେବଳ ନିଜପାଇଁ ନଥିଲା; ଥିଲା ସଂସାର ପାଇଁ । ସେମାନେ ପରମାତ୍ମାଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ କାମନା କରୁଥିଲେ । ତା’ରି ଭିତରେ
Read More...

ଉହାନରୁ ଶିକ୍ଷା : ଲମ୍ବା ଯୁଦ୍ଧର ଅୟମ୍ଭାରମ୍ଭ ଡାକ୍ତର ନୀଳମାଧବ ପୃଷ୍ଟି

ଅଦ୍ଭୁତତ୍ପୂର୍ବ ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଭାରତ ବର୍ଷ ସହ ଓଡ଼ିଶା ବିପୁଳ ଜନସମର୍ଥନ ଜଣାଇ ଏହାକୁ ସଫଳ କରାଇଛି । ଓଡ଼ିଶାରେ ନବୀନ ସରକାରଙ୍କ ଲକ୍ଡାଉନ ଘୋଷଣା ଜନତା କର୍ଫ୍ୟୁକୁ ଆହୁରି ଅଧିକ ସଫଳ କରିଦେଇଥିଲା ଦେଖିବାକୁ ମିଳିଛି । ଗତ
Read More...

ସମୟୋଚିତ ଯଥାର୍ଥ ନ୍ୟାୟ

ମହାମାରୀ କରୋନା ସାରା ବିଶ୍ୱର ଛାତିକୁ ଏବେ ବୋହଲାଇ ଦେଇଛି । ଏଥିରୁ ଆମ ଦେଶ ମଧ୍ୟ ବାଦ ପଡିନାହିଁ । ଆଜିର ଦିନରେ ଭରତରେ ମୋଟ ୧ଲକ୍ଷ୍ୟ ୬୯ ହଜାରା ୧୩୮ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୪୫୩୧ ଜଣଙ୍କ ମୃତ୍ୟୁ ଘଟିଛି । ଆମ ରାଜ୍ୟରେ ଓଡ଼ିଶାରେ ମଧ୍ୟ ମୋଟ ୧୬୬୦ରୁ ଅଧିକ ଆକ୍ରାନ୍ତ ହୋଇଥିଲା
Read More...

ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ରୋଗ! ଶରତ କୁମାର ରାଉତ

୧୯୮୩ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ନୀତି ଘୋଷଣା ବେଳେ ଦେଶର ନୀତି ନିର୍ଦ୍ଧାରକ ମାନେ ଦୁଇହଜାର ମସିହା ସୁଦ୍ଧା ଦେଶବସୀଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା କରାଯିବାର ଘୋଷଣା କରିଥିଲେ । ଏହା ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଥିଲା । ମାତ୍ର ଆଜି ୩୬ ବର୍ଷ ପରେ ସେହି ଘୋଷଣା ଦିବା ସ୍ୱପ୍ନରେ
Read More...