Browsing Category

ସମ୍ପାଦକୀୟ

ଟ୍ରାଜେଡି କିଙ୍ଗ ପରପାରିରେ

ହିନ୍ଦି ଚଳଚ୍ଚିିତ୍ର ଜଗତ ଓ ଭରତୀୟ ସିନେମା କ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି ‘ଟ୍ରାଜେଡି କିଙ୍ଗ୍’ ରୂପେ ସୁପରିଚିତ ମହମ୍ମଦ ୟୁସୁଫ ଖାଁ ଓରଫ ଦିଲୀପ କୁମାର ଜୁଲାଇ ୭ ବୁଧବାର ଦିନ ହିନ୍ଦୁଜା ହସ୍ପିଟାଲରେ ୯୮ ବର୍ଷ ବୟସରେ ଇହଧାମ ତ୍ୟଗ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ବଲିଉଡ ଜଗତରେ ଏକ
Read More...

ଷାଠିଏ ମହଣ ଘିଅ ଆସିବ ନା’…

ବହୁ ପୂରାତନ କାଳରୁ ଆମ ରାଜ୍ୟ ଓଡ଼ିଶାରେ ଏକ ଲୋକଉକ୍ତି ପ୍ରଚଳିତ । ତା’ ହେଲା, ‘ଷାଠିଏ ମହଣ ଘିଅ ଆସିବ ନା ରାଧା ନାଚିବେ’ । ଏହାର ମର୍ମାର୍ଥ ହେଉଛି, ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧନ ନଥିଲେ ତାହା ହଠାତ୍ ଯୋଗାଡ କରିବା କଷ୍ଟକର ଏବଂ ଏଠାରେ ସେହି ଅର୍ଥରେ ଉକ୍ତ ଢ଼ଗ
Read More...

କରୋନା ଟିକା ଓ ଓଡ଼ିଶା

ସର୍ବଭାରତୀୟ ସ୍ତରରେ କରୋନା ମହାମାରୀ ବ୍ୟାପିବା ସହିତ ଆକ୍ରାନ୍ତ ଓ ମୃତ୍ୟୁ ଜନିତ ସଂଖ୍ୟା ବଢ଼ିବା ପରେ ଏଥିନେଇ ଯେଉଁ ଦୁଇଟି ଟିକା ପ୍ରସ୍ତୁତ କରାଯିବା ସହିତ ଦିଆଯାଉଛି, ତାହା ହେଲା କୋଭିସିଲ୍ଡ ଓ କୋଭାକ୍ସିନ । ଏହା ବ୍ୟତିତ ଆମେରିକାର ଫାଇଜର ଟିକା ଆଣିବାକୁ ସମ୍ମତି ପ୍ରକାଶ
Read More...

ଲକ୍ ଡାଉନ୍ ଚମତ୍କାରିତା

ରାଜ୍ୟରେ ପଂଚମ ଥର ପାଇଁ ଜୁଲାଇ ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଆଶିଂକ ଲକ୍ ଡାଉନ୍ ଜାରି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଘୋଷଣାରୁ ଜାଣିବାକୁ ମିଳିଛି ଯେ, ୩୦ଟି ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ୫% ତଳକୁ ସଂକ୍ରମଣ ହାର ରହିଥିଲା ବେଳେ ଅନ୍ୟ ୧୦ଟି ଜିଲ୍ଲା
Read More...

ଏଥର ଅନ୍‌ଲକ୍‌?

ଭୁବନେଶ୍ୱର(ଅରୁଣ କୁମାର ଦାଶ): ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି । ପରିସଂଖ୍ୟାନ କହୁଛି ଉପକୁଳ ଓଡିଶାର ପଜିଟିଭ ସଂଖ୍ୟା ବଢୁଛି ଓ ମୃତ୍ୟୁ ସଂଖ୍ୟା କମୁନି । ୫% ତଳେ ସଂକ୍ରମଣ ୨୪ ଜିଲ୍ଲାରେ ଥିଲାବେଳେ କଟକ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଓ ପୁରୀ ସମେତ ୬ଟି ଜିଲ୍ଲାରେ
Read More...

ବିଶ୍ୱ ପାଣିପାଗ

ସମଗ୍ର ବିଶ୍ୱ ଏବେ ଅଥୟ-ସମୁଦ୍ରରେ ପହଁରୁଚି । ରାଜନୈତିକ ପାଣିପାଗର ଆକାଶ ୨୪ ଘଂଟା ମେଘମୁକ୍ତ ରହୁନାହିଁ । ସେହିପରି ଅର୍ଥନୈତିକ ବ୍ୟବସ୍ଥାକୁ କରୋନାର ଘଡଘଡି ବିଗତ ଦୁଇ ବର୍ଷ ମଧ୍ୟରେ ଏକ ପ୍ରକାର ସ୍ଥାଣୁ କରିଦେଇଛି । ସାମାଜିକ ବ୍ୟବସ୍ଥା ଓ ସମ୍ପର୍କ ଅତି ବିଚିତ୍ର ଅବସ୍ଥା ଉପନିତ । ମାସ
Read More...

ଆସୁଛି ତୃତୀୟ ଲହର?

କରୋନା ମହାମାରୀ ଦୀର୍ଘ ତିନି ବର୍ଷ ଧରି ହାତ ଗୋଡ ଲମ୍ବାଇ ବୁଢ଼ି ଅସୁରୁଣୀ ଭଳି ମଣିଷ ଜୀବନ ନେବାରେ ବ୍ୟସ୍ତ । ବିଶ୍ୱର ଏପରି କୌଣସି ରାଷ୍ଟ୍ରନାହିଁ, ଯେଉଁଠାରେ କରୋନା ମହାମାରୀରେ ଲୋକ ବାରମ୍ବର ଆକ୍ରାନ୍ତ ହୋଇନାହାନ୍ତି ବା ମରିନାହାନ୍ତି । କୋଭିଡ-୧୯ ଭାଇରସ ବିଶ୍ୱର ବିଭିନ୍ନ ଦେଶରେ
Read More...

ପିତା ଓ ପରିବାର

ଇତିମଧ୍ୟରେ ୨୪ ଘଂଟା ପୂର୍ବରୁ ସାରା ବିଶ୍ୱରେ ପିତୃ ଦିବସ ପାଳନ କରାଯାଇଛି । ବିଶ୍ୱରେ ଏହି ଦିବସ ପାଳନ କରିବା ଦ୍ୱାରା ପରିବାର ମଧ୍ୟରେ ପାରିବାରିକ ସ୍ନେହ , ସୁଖ ଓ ସୌହାର୍ଦ୍ଧ୍ୟ ବହୁ ଗୁଣିତ ହେବା ସହିତ ପୁତ୍ର ଓ କନ୍ୟା ସଦାସର୍ବଦା ପିତାଙ୍କୁ ଆକାଶ ତୁଲ୍ୟ ମନେକରିଥାନ୍ତି । ଏଥିଲାଗି
Read More...

ଲକଡାଉନ ନା ଅନଲକ

ଏବେ ଓଡ଼ିଶା ଲକଡାଉନ ରହିଛି ଏହା ୧୭ ଜୁନ୍ ଭୋର ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି । ସର୍ବପ୍ରଥମେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ସହିତ ଚଳିତ ବର୍ଷ ମେ’ ୧୮ରୁ ଜୁନ୍ ୧ ପର୍ଯ୍ୟନ୍ତ ପ୍ରଥମେ ଲକଡାଉନ ଜାରି କରାଯାଇଥିଲେ । ତେବେ ଆଉ ୪୮ ଘଂଟା ପରେ ଲକଡାଉନ ମିଆଦ ପୁରିଆସୁଥିଲା
Read More...

ଟିକା ଓ ସଚେତନତା

ସମ୍ପ୍ରତି କୋଭିଡ ମହାମାରୀ ଆମ ରାଜ୍ୟ ଓଡ଼ିଶା ସମେତ ସାରା ଭାରତ ବର୍ଷରେ ଓ ଏପରିକି ବିଶ୍ୱର ପ୍ରାୟ ପ୍ରତି ଦେଶରେ ଏହାର କଳେବର ମେଲାଇଥିଲା ବେଳେ ଟିକାକରଣକୁ କେନ୍ଦ୍ର କରି ସର୍ବତ୍ର ଏକ ବିଚିତ୍ର ପରିସ୍ଥିତି ଦେଖା ଦେଇଥିଲା ବେଳେ ପ୍ରତ୍ୟେକ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ର
Read More...