Browsing Category

ସମ୍ପାଦକୀୟ

ମାରୁଛି ମହାମାରୀ

ଦେଶରେ ତଥା ଆମ ରାଜ୍ୟ ଓଡ଼ିଶାରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ମାଡିଚାଲିଛି । ସାରା ଦେଶ ଏଥିରେ ଏବେ ଉଠ୍‌ବସ୍ ହେଉଥିଲା ବେଳେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ସହିତ ସାମାଜିକ ସ୍ଥରରେ ଅଚାନକ ଆତଙ୍କ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ଏବେ ପଡୋଶୀ ଘରକୁ ପାଖ
Read More...

କେବେ ଉଠିବ ଲକଡାଉନ ?

ଦେଶର ବହୁ ରାଜ୍ୟ ଏବେ ଲକଡାଉନ ଭିତରେ ଅଛନ୍ତି । କେତେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ହାର ଉଦ୍ଧ୍ୱର୍ମୁଖା ହୋଇଥିଲା ବେଳେ ଆଉ କେତେକ ରାଜ୍ୟରେ ଏହା ଧିରେ ଧିରେ କମିବାରେ ଲାଗିଛି । ଏପରିକି ଦିଲ୍ଲୀରେ ସଂକ୍ରମଣ ହାର ୩୭ ପ୍ରତିଶତରୁ କମି ସମ୍ପ୍ରତି ଏହା ୧୭ ପ୍ରତିଶତରେ ପହଂଚିଥିବା
Read More...

ସତ’ର ଅନ୍ୟ ନାମ ମିଛ?

ସ୍ଲେଟ ଓ ଖଡି ଧରି ପାଠ ପଢିଲା ବେଳୁ ଶିକ୍ଷକମାନେ ଶିକ୍ଷା ଦାନ ବେଳେ କହି ଆସିଛନ୍ତି, ମିଥ୍ୟା କହିବା ମହାପାପ ଓ ସତ୍ୟର ବିକଳ୍ପ ନାହିଁ । ଉଦାହରଣ ସ୍ୱରୁପ କୁହାଯାଇପାରେ, ସୁର୍ଯ୍ୟ ପୁର୍ବ ଦିଗରୁ ଉଇଁବା ଓ ପଶ୍ଚିମ ଦିଗରେ ଅସ୍ତ ହେବା, ମଣିଷ ଜନ୍ମ ହେବା ପରେ ଦିନେ ନା ଦନେ ତା’ର ମୃତ୍ୟୁ
Read More...

ଦ୍ୱିତୀୟ ଡୋଜ କେବେ?

ଦେଶରେ କୋଭିଡ-୧୯ ଏବେ ଲାଲବତୀ (ରେଡ ଲାଇଟ) ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି । ଏପରିକି ଭାରତବର୍ଷ ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ହୋଇଥିଲା ବେଳେ ଏଠାରେ ସମ୍ପ୍ରତି କରୋନାର ଦ୍ୱିତୀୟ ଲହର ଚାଲିଛି । ପ୍ରଥମ ଲହର ଚାଲିଥିଲା ବେଳେ ଏଥିରେ ମୃତାକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ହେଁ ଏହା
Read More...

ଦିଲ୍ଲୀକା ଲଡ୍ଡୁ ଓ କେଜରିୱାଲ

କଥାରେ ଅଛି ‘ଏ ହୈ ଦିଲ୍ଲୀକା ଲଡ୍ଡୁ, ଯୋ ଖାୟା ଓ ପସ୍ତାୟା, ଯୋ ନେହିଁ ଖାୟା ଓଭି ପସ୍ତାୟା’ । ଏହି କଥାର ସତ୍ୟତାକୁ ଆଉ କେହି ପ୍ରମାଣ କରୁ ବା ନ କରୁ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜରିୱାଲ ୯୯% ପ୍ରମାଣିତ କରିଛନ୍ତି ବୋଲି କହିଲେ, ଏହା ଠିକ୍ ନ ହୋଇପାରେ, କିନ୍ତୁ ଭୁଲ୍ ହେବ ନାହିଁ
Read More...

ତୁଣ୍ଡି ହିଁ ଭରସା

କରୋନା ମହାମାରୀ ଯୋଗୁଁ ଏବେ ଦଶଟି ରାଜ୍ୟ ଲାଲ ବଳୟ ମଧ୍ୟରେ ରହିଛି । ଏଗୁଡିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ, ପଶ୍ଚିମବଙ୍ଗ ଓ ଉତରପ୍ରଦେଶ ପ୍ରମୁଖ । ସଂକ୍ରମଣ ବଢିବା ସହିତ ମୃତୁ୍ୟ ହାର ମଧ୍ୟ ବଢିଛି । ଭାଇରସ ଷ୍ଟେ୍ରନର
Read More...

୧୨୦ ଘଣ୍ଟାର ଦୁଇଟି ବଡ ଘଟଣା

ବିଗତ ୧୨୦ ଘଂଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ବଡ ଅଘଟଣ ଘଟିଛି । ପ୍ରଥମଟି ହେଲା ଏପ୍ରିଲ ୧୪ ବୁଧବାର ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି । ସେ ଥିଲେ ପିପିଲି ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ । ଆଉ ଦୁଇ ଦିନ ପରେ ଏହି ଆସନରେ ଭୋଟ ଗ୍ରହଣ କରାଯାଇଥାନ୍ତା ।
Read More...

କୋଭିଡ ଓ ଶିଶୁ

କୋଭିଡ-୧୯ ମହାମାରୀର ପ୍ରଥମ ଲହର୍ ପରେ ଏବେ ଚାଲିଛି ଆମ ଦେଶରେ ଚାଲିଛି ଏହାର ଦ୍ୱିତୀୟ ଲହର୍ ଏପରିକି ଭାରତରେ ବୁଧବାର ୧ ଲକ୍ଷ ୧୫ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଛି । ତତସହିତ ଆଉ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଦେଶରେ ୧,୬୬,୧୭୭ରେ ପହଂଚିଥିଲା
Read More...

ଆଲୋ ସଖି, ଅପଣା ମହତ ଆପେ ରଖି

ଗଣତନ୍ତ୍ରର ପିବତ୍ର ମନ୍ଦିର ବିଧାନସଭାରେ ଗତ ଶନିବାର ଦିନ ମୁଖ୍ୟ ବିରୋଧି ଦଳ ବିଜେପିର ୩ଜଣ ବରିଷ୍ଠ ସଦସ୍ୟ ଯେଉଁମାନଙ୍କ ମଧ୍ୟରେ ଜଣେ ବିରୋଧି ଦଳର ଉପନେତା, ଜଣେ ବିରୋଧି ଦଳର ମୁଖ୍ୟ ସଚେତକ ଏବଂ ଜଣେ ପୁର୍ବତନ ମନ୍ତ୍ରୀ ଅଛନ୍ତି, ଯେଉଁଭଳି ଗୃହରେ ଅଚରଣ କରିଛନ୍ତି ଏବଂ ଗୃହ ବାହାରେ
Read More...

ସଂସ୍କୃତି ନା ଅପସଂସ୍କୃତି

ସାଂସ୍କୃତି କହିଲେ ସାଧାରଣତଃ ଗୋଟିଏ ଦେଶ ବା ରାଜ୍ୟ ଅଥବା ଏକ ଜିଲ୍ଲାର ସାଂସ୍କୃତିକ ପ୍ରତିବଦ୍ଧତାକୁ ବୁଝାଇଥାଏ । ଯେଉଁ ଦେଶର ସଂସ୍କୃତି ଅତି ମହାନ ବୋଲି ଦାବି କରାଯାଇଥାଏ, ସେ ଦେଶର ସାଂସ୍କୃତିକ ମାହୋଲ୍ ସେତିକି ମୂଲ୍ୟବାନ ହୋଇଥାଏ । ନିକଟରେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ
Read More...