Browsing Category

ସମ୍ପାଦକୀୟ

ମୋତେ ଯେତେ ମାଠିବୁ ମାଠ୍…

ଅଭ୍ୟାସ ମଣିଷର ଦ୍ୱିତୀୟ ପ୍ରକୃତି । ଏହା ଶିମିଳିପାଳ ଜଙ୍ଗଲ ଅବସ୍ଥାକୁ ଦେଖିଲେ ଏବେ ସହଜରେ ଅନୁମାନ କରିହୁଏ । ସମସ୍ତେ ଜାଣନ୍ତି ଏବଂ ନିକଟ ଅତିିତରେ ବିଭିନ୍ନ ସମ୍ବାଦପତ୍ରରେ ଏବଂ ଟିଭିର ବିଭିନ୍ନ ଚ୍ୟାନେଲରେ ଶିମିଳିପାଳ ଜଙ୍ଗଲର ଶତାଧିକ ସ୍ଥାନ ଅଗ୍ନିକାଣ୍ଡ ଦ୍ୱାରା ଆକ୍ରାନ୍ତ ହୋଇଥିଲା
Read More...

ଏଠି କଣ ଚାଲିଛି

ହଠାତ୍ ଶୁଣିବାକୁ ମିଳିଲା ଓ ବିଭିନ୍ନ ସମ୍ବାଦପତ୍ର ଓ ଇଲେକଟ୍ରୋନିକ୍ସ ମିଡିଆରେ ପ୍ରକାଶ କରାଗଲା ଯେ, ଏନଟିପିସି ଦ୍ୱାରା ପରିଚାଳିତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍)ର ସମସ୍ତ ୟୁନିଟ୍ ୪୮ ଘଂଟା ପୂର୍ବରୁ ଅର୍ଥାତ ଗତ ମଙ୍ଗଳବାର ବନ୍ଦ କରିଦିଆଯାଇଛି
Read More...

ଲେଉଟୁଛି କରୋନା…

ଦେଶରେ ଏବେ ସର୍ବତ୍ର ଗୋଟିଏ ବିଷୟ ଉପରେ ଚର୍ଚ୍ଚା ଚାଲିଛି । ତା’ ହେଲା, କରୋନା ମହାମାରୀ ପୂର୍ନବାର ଫେରୁଛି । ଏପରିକି ଏଥିନେଇ ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ର
Read More...

କେବେ କମିବ ତୈଳ ଦର?

ଦେଶରେ ତୈଳ ଦର ଯେପରି ଦୀର୍ଘ କାଳ ଧରି ଦର ବୃଦ୍ଧିରେ ନୟାନ୍ତ ହୋଇଚାଲିଛି, ତାହା ୨୬ ଫେବୃୟାରୀର ପ୍ରସ୍ତାବିତ ‘ଭାରତ ବନ୍ଦ’ରୁ ସହଜରେ ଅନୁମାନ କରାଯାଇପାରେ । ତେଲ ଦାମ୍ ବଢ଼ିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏହା ଉପରେ ଟିକସ ଜାରି କରିଥିବାରୁ ଏହା ସାଧାରଣ ଜନତାଙ୍କ ପାଇଁ ଆଗକୁ ଅଚାନକ
Read More...

ପ୍ରେମ ଓ ପ୍ରେମୀ

ସାମାଜିକ ବ୍ୟବସ୍ଥା ଓ ଅବସ୍ଥା ଉଭୟକୁ ତୁଳନା କଲେ ଏଥିରେ ଏକତ୍ରିତ ଜୀବନ ଧାରଣ କରୁଥିବା ମଣିଷ ସମାଜ କିପରି ଆଦିମ କାଳରୁ ଆଗକୁ ଆସି ଅତ୍ୟାଧୁନିକ ଯୁଗରେ ପହଂଚିଛି, ତାହା ସମସ୍ତେ ବିଶ୍ଲେଷଣ କରିବା ବିଧେୟ । ବିଶେଷତଃ ପ୍ରାକ୍-ଐତିହାସିକ ଯୁଗରେ, ମଣିଷ ଅନ୍ୟ ପଶୁପକ୍ଷୀମାନଙ୍କ ପରି ଜଙ୍ଗଲ
Read More...

ପର୍ଯ୍ୟଟନ ଅନୁକୂଳ ହେବ କୋଣାର୍କ

ଆମ ରାଜ୍ୟ ଓଡ଼ିଶାରେ କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଏହାର ଦଧିନଉତିକୁ ନେଇ ଶହ ଶହ ବର୍ଷବ୍ୟାପି ଗଡି ଆସୁଥିବା ଲୋକକଥାରୁ ଏହା ସମସ୍ତେ ଜାଣନ୍ତି ଯେ, ଯେତେବେଳେ କୋଣାର୍କ ମନ୍ଦିର ନିର୍ମାଣ୍ଣକାର୍ଯ୍ୟ ସରିବା ଉପରେ ଥିଲା, ଠିକ୍ ସେତିକି ବେଳେ ଏହାକୁ ତିଆରି କରୁଥିବା ୧୨ ଶହ ଶିଳ୍ପୀ
Read More...

ଗୁରୁତ୍ୱପୂର୍ଣ୍ଣ ବୁଧବାର

କରୋନା ମହାମାରୀର ପ୍ରକୋପ କମିବା ସହିତ ଟିକାକରଣ ଜାରି ରହିବା ଏବଂ ରାଜ୍ୟରେ ପ୍ରାୟ ବର୍ଷାଧିକ ସମୟ ଅର୍ଥନୈତିକ କାର୍ଯ୍ୟକ୍ରମ ଓ ନିଯୁକ୍ତିି କ୍ଷେତ୍ର ସମ୍ପୂର୍ଣ୍ଣ ବ୍ୟାହତ ହେବା ପରେ କ୍ରମଶଃ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ପୂର୍ବବତ ଚଳଚଂଚଳ କରାଯିବା ଦୃଷ୍ଟିକୋଣରୁ ବିଚାର କଲେ, ଫେବୃୟାରୀ
Read More...

‘ପ୍ରକୃତ’ ଶିକ୍ଷା ଓ ପୋଷ୍ୟ ବିଦ୍ୟାଳୟ

ସରକାରୀ ସ୍କୁଲର ପିଲାଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ଥାନ ସଂରକ୍ଷଣକୁ ନେଇ ସରକାରଙ୍କ ନିଷ୍ପତ୍ତି ଘୋଷଣାର କିଛିଦିନ ପରେ ପୋଷ୍ୟ ବିଦ୍ୟାଳୟ ଯୋଜନା ସଂପର୍କରେ ସୂଚନା ଓ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରଥମ ନିଷ୍ପତ୍ତିଟି ପରେ ମନେହେଲା ସରକାରୀ ସ୍କୁଲଗୁଡ଼ିକର
Read More...

ଅଧିବେଶନ ଫଳପ୍ରଦ ହେଉ

ପାଲିଆମେଂଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଚଳିତ ଶତାଦ୍ଧୀର ଏହା ପ୍ରଥମ ବଜେଟ ଅଧିବେଶନ ହୋଇଥିବା ବେଳେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପରେ ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ । କହିବା ବାହୁଲ୍ୟ କରୋନା
Read More...

ଜାତୀୟ ଚେତନା ଓ ସାମାଜିକ ମୂଲ୍ୟବୋଧ

ଗତ ଜାନୁଆରୀ ୨୮ ତାରିଖ ପଞ୍ଜାବ କେଶରୀ ଲାଲାଜୀଙ୍କ ଜନ୍ମଦିନ ଥିଲା। ସେହି ଅବସରରେ ‘ସମାଜ’ ଗୋପବନ୍ଧୁ ଭବନଠାରେ ଅନୁଷ୍ଠିତ ସଭାରେ ମୋର ବକ୍ତବ୍ୟର କିଛିକଥା ଏଠି ପ୍ରକାଶ କରିବା ଏକ ସାମାଜିକ ଦାୟିତ୍ୱ ବୋଲି ମନେକରୁଛି। ଲାଲାଜୀଙ୍କ ଜନ୍ମଦିନ ହେଉଛି ମାନବିକ ମୂଲ୍ୟବୋଧ ସମୀକ୍ଷାର ଦିନ।
Read More...