Browsing Category

ସମ୍ପାଦକୀୟ

ସମୟ ବଡ଼ ବଳବାନ

ସମୟ ସଦାସର୍ବଦା ମୂଲ୍ୟବାନ ଓ ବଳବାନ । ଯେ ଯେତିକି ସମୟକୈନ୍ଦ୍ରିକ, ସେ ସେତିକି କର୍ମଠ, ବଳଶାଳି ଓ ଅଧିକ ଉତ୍ପାଦନକ୍ଷମ । ଏହି ଉତ୍ପାଦନ ବସ୍ତୁ ଜଗତର ଦ୍ରବ୍ୟଗୁଣ ଥିବା ଖାଦ୍ୟ, ପେୟ, ପୋଷାକ, ଗୃହ, ଅଳଙ୍କାର ଆଦି ଯାହା କିଛି ଦୈନନ୍ଦିନ ଆବଶ୍ୟକ, ତାହା ସଂଗ୍ରହ କରିବାରେ ସମର୍ଥ ହୋଇଥାଏ ।
Read More...

ଆମ ଶିକ୍ଷାବିତ୍‌ କେଡ଼େ ଅସହାୟ ସତରେ !

ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବରେ ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ ନୁହେଁ। କୁଳପତି (vc)ସରକାରଙ୍କ ପ୍ରତିନିଧି ହେବା ଉଚିତ୍‍ ନୁହେଁ। ବିଶ୍ୱବିଦ୍ୟାଳୟ ସରକାରଙ୍କର ଏକ ବିଭାଗ ହେବା ଉଚିତ ନୁହେଁ।ଯେତେବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍‍ (ou Bill-1942)ତତ୍କାଳୀନ ଶିକ୍ଷାମନ୍ତ୍ରୀ
Read More...

ଗଣତନ୍ତ୍ରରେ ହଲଚଲ

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁ ସବୁ ଦେଶରେ ପ୍ରଚଳିତ, ତନ୍ମଧ୍ୟରେ ସର୍ବାଗ୍ରେ ରହିଥିବା ରାଷ୍ଟ୍ର ଗୁଡିକ ହେଲେ ମୁଖ୍ୟତଃ, ବ୍ରିଟେନ୍, ଆମେରିକା,ଫ୍ରାନ୍ସ ଓ ଭାରତ । ଯଦିଓ ଆହୁରି ବହୁ ଦେଶରେ ଗଣତନ୍ତ୍ର ରହିଛି, କିନ୍ତୁ ଗଣତାନ୍ତ୍ରିକ ଇତିହାସ ରହିଥିବା ରାଷ୍ଟ୍ର କହିଲେ, ସାଧାରଣତଃ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସାଂପ୍ରତିକ ଆବଶ୍ୟକତା

ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟ ନେଇ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ଏହାର ପୃଷ୍ଠଭୂମିରେ ଥିଲା ତିନି ଦଶନ୍ଧି ପୂର୍ବେ ତଥା ୧୯୯୧ ମସିହା ୩୦ ମାର୍ଚ୍ଚ ଦିନ ବିଧାନସଭାରେ ହୋଇଥିବା ଅାଲୋଚନା ଓ ୧୯୯୫ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଓ
Read More...

ଭୋକର ଭୂଗୋଳ ଆଜି ଭାତହାଣ୍ଡି

ଭୁବନେଶ୍ଵର: କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି।  କିଛି ଲୋକ କଳାହାଣ୍ଡିକୁ ଗରିବୀର ଲାବରେଟୋରୀ କରିବାକୁ ଚାହୁଁଥିଲେ। ସରକାରଙ୍କ ଉଦ୍ୟମରେ କଳହାଣ୍ଡିର ଛବି ଆଜି ଉଜ୍ଜ୍ଵଳ ହୋଇଛି। କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଆଗୁଆ ରହିଛି। ଭୋକର ଭୁଗୋଳ
Read More...

ବିବାଦୀୟ କୃଷି ଆଇନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ରସରକାର ଇତିମଧ୍ୟରେ କୃଷି ଓ କୃଷକମାନଙ୍କ ବିକାଶ ଲାଗି ତିନୋଟି ନୂତନ କୃଷି ଆଇନ ପ୍ରଣୟନ କରିଥିଲା ବେଳେ ଏହା ବିରୋଧରେ ସମଗ୍ରହ ଉତର ଭାରତର ଚାଷୀମାନେ ଏକତ୍ରିତ ହୋଇ ଆନେ୍ଦାଳନ ଚଳାଇବା ସହିତ ଏଥିନେଇ ଯେଉଁମାମଲା
Read More...

ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍ କାହିଁକି

ରାଉରକେଲା ଇସ୍ପାତ କାରଖାନାରେ ବୁଧବାର ଗ୍ୟାସ୍ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିନେଇ ବିଭିନ୍ନ ସଂଗଠନର ସ୍ଥାନୀୟ ଶ୍ରମିକ ନେତାମାନେ ହସ୍ପିଟାଲରେ ପହଂଚିବା ସହିତ ମୃତ ଶ୍ରମିକମାନଙ୍କ ପରିବାର ବର୍ଗକୁ ଉପଯୁକ୍ତ କ୍ଷତିପୁରଣ ଦେବା ସହିତ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦାବି
Read More...

କରୋନା ଟିକାର ଡ୍ରାଏ ରନ୍

ରାଜ୍ୟରେ ଏବେ କରୋନା ଟିକାର ଡ୍ରାଏ ରନ୍ ଚାଲିଛି । ୩୧ଟି ସ୍ଥାନରେ ଏହା କରାଯାଇଥିଲା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଜିଲ୍ଲାରେ ଡ୍ରାଏ ରନ୍ ଅଭ୍ୟାସ କରାଯାଉଛି । ଅର୍ଥାତ କ୍ୟାପିଟାଲ
Read More...

ରାଜଧାନୀରେ ୨୦୨୦: ଅପରାଧ ଓ କରୋନାର ବର୍ଷ

ରାଜଧାନୀ ଭୁବନେଶ୍ୱର ପାଇଁ କରାଯାଇଥିବା ମାଷ୍ଟର ପ୍ଲାନ ବର୍ଷ ପରେ ବର୍ଷ ଅତିବାହିତ ହେବା ସହିତ ନାନା ଅଙ୍କାବଙ୍କା ରାସ୍ତା ଦେଇ କେତେକ ସ୍ଥାନରେ ବଦଳିଛି । ଅବସ୍ୟ ଏପରି ବଦଳିବା ଭାରତରେ ନୂଆ କଥା ନୁହେଁ । ଆମ ଦେଶର ରାଜଧାନୀ ଦିଲ୍ଲୀ ଓ ଅର୍ଥୀତିର ରାଜଧାନୀ ବୋଲି କୁହାଯାଉଥିବା
Read More...

ନେପାଳରେ ସଂକଟ

ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଏଲି ଅଚାନକ ଦେଶର ପାର୍ଲିଆମେଂଟକୁ ଭଙ୍ଗ କରିବା ସୁପାରିଶକୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତତକ୍ଷଣାତ ଅନୁମୋଦନ କରିବା ଦେଶକୁ ରାଜନୈତିକ ସଂକଟ ମଧ୍ୟମକୁ ଠେଲି ଦେବା ସହ ଅପ୍ରତ୍ୟାଶିତ ସାଂବିଧାନିକ ସଂକଟ ସୃଷ୍ଟି କରିଛି ବୋଲି କୁହାଯାଇ ପାରିବ ।
Read More...