Browsing Category

ସମ୍ପାଦକୀୟ

କମିଟି ଗଠନ ହେଉ

ତିନି କୃଷି ଆଇନ ଉଛେଦ ଦରବିରେ ଦୀର୍ଘ ତିନି ସପ୍ତାହରୁ ଉଦ୍ଧ୍ୱର୍ ସମୟ ଧରି ଦିଲ୍ଲୀ ସୀମାରେ ଖୋଲଶ ଆକାଶ ତଳେ ଅସହ୍ୟ ଶୀତ କାକରରେ ଧାରଣାରେ ବସିଥିବା ଚାଷୀଙ୍କ ସମସ୍ୟାର ସମଧାନ ଲାଗି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସିଧାସଳଖ ଆଲାଚନା ପାଇଁ ସୁପି୍ରମକୋର୍ଟଙ୍କ ପରାମର୍ଶ ଦ୍ୱାରୋ
Read More...

ଷଷ୍ଠ ଥରକୁ ଅନାଇ କସରତ

ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ତଥା ଦେଶର ଏକ ବଳଶାଳୀ ଆଂଚଳିକ ଦଳ । ଏହାର ଯୁବ ବାହିନୀର କର୍ମକର୍ତାମାନଙ୍କ କାର୍ଯ୍ୟକାରିଣୀ ବୈଠକ ଦଳୀୟ ମୁଖ୍ୟକାର୍ଯ୍ୟଳାୟରେ ଶନିବାର ବସିଥିଲା ବେଳେ ରବିବାର ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହେବା ସହିତ ଯେତେଗୁଡିଏ ପ୍ରସଙ୍ଗ ଓ ପ୍ରସ୍ତାବ
Read More...

ଏ’ କଥା ରହିଲେ ହେଲା

ବିଶ୍ୱରେ ପ୍ରତ୍ୟେକ ମଣିଷ ଅନ୍ୟଠାରୁ ନିଆରା । କେଉଁଠି ନା କେଉଁଠି, ଚେହେରାରେ ହେଉ ବା ଅଙ୍ଗୁଳି ଛାପରେ ହେଉ ଅଥବା ଦୃଷ୍ଟିଭଙ୍ଗିରେ ହେଉ କିଛିଟା ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ ଓ ସେଥିରୁ ଭିନ୍ନତା ବାରି ହୋଇପଡେ । ସମାନ ଢ଼ଙ୍ଗରେ ସମ୍ପର୍କୀୟ, ଏକ ଭାଷାଭାଷୀ, ଏକ ରାଜ୍ୟ ବା ଦେଶର
Read More...

ଟିକା ଓ କୋଭିଡ଼

ବିଶ୍ୱରେ କରୋନା ମହାମାରୀ ବ୍ୟାପିବାର ସମୟସୀମା ଏକ ବର୍ଷ ଟପିସାରିଲାଣି । ସର୍ବପ୍ରଥମେ ୨୦୧୯ ନଭେମ୍ବରରେ ଏହା ଚୀନ୍ର ଉହାନ୍ ସହରରେ ଆରମ୍ଭ ହୋଇଥଲା । ଏବେ ଏହା ସାରା ବିଶ୍ୱକୁ କବଳିତ କରିସାରିଲାଣି । ଏପରି କୌଣସି ଦେଶ ନାହିଁ, ଯେଉଁଠି ଲୋକମାନେ କିଛିମାତ୍ରାରେ କରୋନାରେ ଆକ୍ରାନ୍ତ
Read More...

ଜନସଂଖ୍ୟା ନେଇ କେନ୍ଦ୍ରର ଆଭିମୁଖ୍ୟ

ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୁଇ ସନ୍ତାନ ନୀତି ବାଧ୍ୟତାମୂଳକ ଭାବେ ଲାଗୁ କରିବା ସପକ୍ଷରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇବା ପରେ ଏନେଇ ଦୀର୍ଘ ବର୍ଷବର୍ଷ ଧରି ଲାଗି ରହିଥିବା ସଂଦେହର ଅବସାନ ଘଟିଛି । କେବଳ ଏତିକି ନୁହେଁ, ଦେଶର ଯେଉଁ କେତେକ ରାଜନୈତିକ
Read More...

ବିଜୟ ଦିବସ

ଭାରତ ହେଉଛି ସାହସୀ ଯୋଦ୍ଧାମାନଙ୍କର ଦେଶ, ଏଠାରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ତ୍ୟାଗ କରିବାକୁ ବୀରମାନେ ତିଳେ ମାତ୍ର ଭୟ କରନ୍ତି ନାହିଁ। ଭାରତୀୟ ସେନା ଏପରି ଯୋଦ୍ଧାମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ପ୍ରତିବର୍ଷ ୧୬ ଡିସେମ୍ବରରେ ଆମେ ‘ବିଜୟ ଦିବସ’ ପାଳନ କରିଥାଉ। କାରଣ
Read More...

ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ଓ ନବୀନ

ଓଡ଼ିଶାରେ ଦୀର୍ଘକାଳ ମୁଖ୍ୟମନ୍ତ୍ରୀ ରହିବା ଓ କ୍ଷମତାକୁ ନିରଙ୍କୁଶ ରଖିବା ଏବଂ ଇତିହାସରେ ରହିବା ଭଳି କେତେକ ରାଜ୍ୟ ସ୍ୱାର୍ଥ ଭିତିକ କାର୍ଯ୍ୟକରିବାର ତାଲିକା ଯଦି ପ୍ରସ୍ତୁତ ହୁଏ, ତେବେ କେବଳ ସର୍ବାଧିକ ସମୟ ଶାସନ ଡୋରି ଧରିବାରେ ଏବଂ ଆଉ କେତେକ ଆଖିଦୃଶିଆ ପଦକ୍ଷେପ, ଯାହା ଇତିହାସ
Read More...

କହି ହେଉଛି ନା’ ସହି ହେଉଛି

ଦୀର୍ଘ ୧୦ ମାସ ଧର ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା ପୀଡିତ ଥିଲା ବେଳେ ଏଥିରୁ ଭାରତ ମଧ୍ୟ ବାଦ ପଡିନଥିଲା । ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ମହାମାରୀ ଯୋଗୁ ସାଧାରଣ ଜୀବନ ପ୍ରାୟତଃ ସ୍ଥାଣୁ ହୋଇପଡିଥିଲା । ସାରା ରାଜ୍ୟରେ ଅନ୍ଲକ୍ର ପ୍ରଭାବ ଗତ ଦେଢ଼ମାସ
Read More...

ଚାଷକୁ ନେଇ ରାଜନୀତି ଜୋରଦାର

ଚାଷର ଉନ୍ନତି କଳ୍ପେ ଓ ଚାଷୀମାନଙ୍କ ବିକାଶ ଲାଗି କେନ୍ଦ୍ର ସରକାର ୩ଟି ନୂତନ କୃଷି ଆଇନ ପ୍ରଣୟନ କରିଛନ୍ତି । ଅନ୍ତତ ଏଥିରେ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବା ଯୁକ୍ତି ଏକାଧିକ କୃଷକ ସଂଗଠନ ପକ୍ଷରୁ ଦର୍ଶାଯାଇଛି । ଏପରିକି ପଞ୍ଜାବ, ରାଜସ୍ତାନ, ସମେତ ଅନେକ ରାଜ୍ୟର କୃଷକମାନେ ନୂଆ ଆଇନ
Read More...

ଜିଦର ସମାଧାନ ନାହିଁ

ମାନବ ଜୀବନ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ବିଶ୍ୱର ଏହି ଶ୍ରେଷ୍ଠ ପ୍ରାଣୀ ସଦାସର୍ବଦା ନିଜର ବୁଦ୍ଧି ଓ ବିବେକକୁ ଖଟାଇ ବାକ୍ ଶକ୍ତିର ସହାୟତାରେ ସମାଜର ବିକାଶ ସହିତ ନିଜର ଉନ୍ନତି ଲାଗି କାର୍ଯ୍ୟରତ । ଏହାର ଭୁରି ଭୁରି ଉଦାହାରଣ ପୁରାଣ, ଇତିହାସ ଆଦିରେ ଦେଖିବାକୁ ମିଳେ । ଏପରିକି
Read More...