Browsing Category

ସମ୍ପାଦକୀୟ

ବିଜେଡି ଇତିହାସ- ଚରିତ୍ର ସଂଖ୍ୟା ବୃଦ୍ଧି

ବିଜୁ ଜନତା ଦଳ (ବିଜେଡି) ଗଠନ ହେବା ପରଠାରୁ ଏହାର ନେତତ୍ୱ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ହାତରେ ରହି ଆସିଛି । ଦଳର ନିରଙ୍କୁଶ ନେତା ଭାବେ ସେ ଯେ, କେବଳ ସ୍ୱୀକୃତି ଲାଭ କରିଛନ୍ତି, ତାହା ନୁହେଁ, ନିଜର ସାଧାସିଧା ଚଳଣି ଓ ରାଜ୍ୟ ବାସୀଙ୍କ
Read More...

ପର୍ଯ୍ୟଟନ ନୁହେଁ, ହୋମ୍ ଷ୍ଟେ

ରାଜ୍ୟରେ କରୋନା ମହାମାରୀ ଯୋଗୁ ଦୀର୍ଘ ୧୦ ମାସଧରି ପର୍ଯ୍ୟଟନ ଶିଳ୍ପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି କହିଲେ ଚଳେ । ଦୀର୍ଘ ମାସ ଧରି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ବନ୍ଦ ରହିଥିବାରୁ କୌଣସି ପର୍ଯ୍ୟଟକ ଆସିନାହାନ୍ତି ଓ ପର୍ଯ୍ୟଟନ ବାବଦ ରାଜ୍ୟ ସରକାର ଏବଂ ସ୍ଥାନୀୟ ବ୍ୟକ୍ତିମାନେ ବିପୁଳ ଅର୍ଥନୈତିକ
Read More...

କୃଷକ ଓ ଭକ୍ତ

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଶାସନ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗରିକ ଓ ନିର୍ବାଚନ ମାଧ୍ୟମରେ ସେମାନେ ପରୋକ୍ଷରେ ଶାସନ ପରିଚାଳନା ଲାଗି ଜନପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି । ପାର୍ଲିଆମେଣ୍ଟାରୀ ବ୍ୟବସ୍ଥା ମଧ୍ୟରେ ସଂଖ୍ୟାଧିକ ଦଳ ପକ୍ଷରୁ ସରକାର
Read More...

କୃଷକଙ୍କ ଆନ୍ଦୋଳନ

ସାରା ଦେଶରେ କୃଷକମାନଙ୍କ ପକ୍ଷରୁ ଗୁରୁବାର ଆନ୍ଦୋଳନ ପ୍ରଦର୍ଶନ କରାଯାଇଛି । ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ୩ଟି କୃଷି ଫାଇଲ ବିରୋଧରେ ବହୁ ଚାଷୀ ‘ଦିଲ୍ଳୀ ଚଲୋ' ଶୋଭାଯାତ୍ରାରେ ହୋଇଛନ୍ତି । ପଂଜାବର ସହସ୍ରାଧିକ ଚାଷୀ ଏଥିରେ ଅସଂଗ୍ରହଣ କରି ଟ୍ରାକ୍ଟର ଶୋଭାଯାତ୍ରାରେ ଯାଉଥିଲା ବେଳେ
Read More...

ଗୋଲ୍ଡେନ୍ ବଏ’ ଆଉନାହାନ୍ତି

ଫୁଟବଲ ଖେଳରେ ସାରା ବିଶ୍ୱର କିମ୍ବଦନ୍ତି ପୁରୁଷ ରୂପେ ସୁପରିଚିତ ଡିଏଗୋ ଅର୍ମାଣ୍ଡୋ ମାରାଡୋନାଙ୍କ ୬୦ ବର୍ଷ ବୟସରେ ୨୦୨୦ ନଭେମ୍ବର ୨୫ ବୁଧବାର ଦିନ ପରଲୋକ ଘଟିବା ସମଗ୍ର ବିଶ୍ୱବାସିଙ୍କ ପାଇଁ ଏକ ଦୁଃଖଦ୍ ଘଟଣା । ଅବିଶ୍ୱସନୀୟ କ୍ରୀଡ଼ କୌସଳ ପ୍ରଦର୍ଶନରେ ଶତପ୍ରତିଶତ ପାଖାପାଖି ସଫଳତା
Read More...

କାହାକୁ କହିବା…

ଆମର ମାତୃଭାଷା ଓଡ଼ିଆରେ ଏକ ଲୋକଉକ୍ତି ରହିଛି ଓ ତା’ ହେଲା, ‘କାହାକୁ କହିବା, ଶୁଣିବ କିଏ’? ଏହି ଉକ୍ତିର ଯଥାର୍ଥାତା ଏବେ ଖାଦ୍ୟ ପ୍ରସ୍ତୁତିରେ ଅଧିକ ଆବଶ୍ୟକ ପଡୁଥିବା ପରିବା ଆଳୁ ଓ ପିଆଜ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି । କିଛି ଦିନ ବ୍ୟବଧାନରେ ଆଳୁ ଦର ୨୦ଟଙ୍କାରୁ ବଢ଼ି ଏବେ
Read More...

କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିବ ‘ସୁନ୍ଦରୀ’

ଭୁବନେଶ୍ବର/ଅନୁଗୋଳ:  ଓଡ଼ିଶାରେ ବାଘ ବଂଶ ବିସ୍ତାର ଲାଗି ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ’ (ଟି-୨)  ର ଭାଗ୍ୟ ଏବେ ଅନ୍ଧାର । ଓଡ଼ିଶା ସରକାର ସୁନ୍ଦରୀକୁ ରଖିବାକୁ ଚାହୁଁ ନାହାନ୍ତି, ମଧ୍ୟପ୍ରଦେଶ ସରକାର ଏହାକୁ ଫେରାଇ ନେବାକୁ ଅରାଜି । ଏହି ସ୍ଥିତିରେ ‘ସୁନ୍ଦରୀ’ ମାମଲା ଅଦାଲତରେ
Read More...

କରୋନାର ଦ୍ୱିତୀୟ ପର୍ଯ୍ୟାୟ

ଆମ ଦେଶ ଭାରତ ବର୍ଷରେ କରୋନା ମହାମାରୀ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପହଂଚିଛି । ଦିଲ୍ଲୀରେ ପ୍ରତି ଘଂଟାରେ ୫ ଜଣ ପ୍ରାଣହରାଉଥିଲା ବେଳେ ହରିୟାନା, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ସମେତ ମହାରାଷ୍ଟ୍ରରେ ସ୍ଥିତି କ୍ରର୍ମଶ ସଙ୍ଗୀନଭାବରେ ଲାଗି ଏପରିକି ଗତ ୨୪ ଘଂଟା
Read More...

ଏହା ଠିକ୍

ପୁରୀ ସହର ଅନ୍ତର୍ଗତ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣା ଏବେ ବିରାଟ ରୂପ ଧାରଣ କରିଛି । ପୁରୀ ସମେତ ସୁନ୍ଦରଗଡ଼ ଜିଲ୍ଲାର ବିରମୁତ୍ରପୁର ଥାନାରେ ମଧ୍ୟ ଅନୁରୂପ ଘଟଣା ଘଟିଥିବା ପ୍ରକାଶ । କିନ୍ତୁ ପୁରୀରେ ଏହା ବ୍ୟତିତ ଅନ୍ୟ ଏକ ଘଟଣା ସମାନ ଡଙ୍ଗରେ ଘଟିଥିବାରୁ ଏଥିନେଇ ସହରରେ
Read More...

ଭାରତରେ ହାଜତ ଅସୁରକ୍ଷାର କାହାଣୀ

ଚଳିତ ବର୍ଷ ଜୁନ୍‍ ୧୯ ତାରିଖ ଘଟଣା। କରୋନା ଭୂତାଣୁ ସଂକ୍ରମଣର ତୀବ୍ରତା ରୋକିବା ପାଇଁ ସାରା ଦେଶରେ ସରକାର ଲକ୍‍ଡାଉନ୍‍ ଜାରି କରିଥିଲେ। ତାମିଲନାଡ଼ୁ ରାଜ୍ୟର ଥୁଥୁକୁଡ଼ି ଜିଲାର ସାନ୍ଥାକୁଲମ୍‍ ସହରରେ ଏକ ଛୋଟ ମୋବାଇଲ ଦୋକାନ ଖୋଲା ଯାଇଥିବାର ଅଭିଯୋଗ ସ୍ଥାନୀୟ ଥାନାକୁ ଯାଇଥିଲା। ପୁଲିସ
Read More...