ବିଶ୍ୱର ପ୍ରଥମ ସୁନାର ହେଟେଲ୍ ଖୋଲିଲା : ଏଠାରେ ରହିବା ପାଇଁ ଦେବାକୁ ପଡିବ ଏତିକି ଟଙ୍କା
ହାନୋଇ: ଭିୟେତନାମର ରାଜଧାନୀ ହାନୋଇରେ ଖୋଲିଛି ବିଶ୍ୱର ପ୍ରଥମ ସୁନାର ହେଟେଲ୍ । ଏଠାରେ କବାଟ, କପ୍, ଟେବୁଲ୍, ଝରକା, କଳ, ୱାଶ୍ରୁମ୍, ଖାଇା ବାସନ ସବୁ କିଛି ସୁନାର । ତେବେ ଜୁଲାଇ ୨ ତାରିଖ ଅର୍ଥାତ ଗୁରୁବାର ଠାରୁ ଏହି ହୋଟେଲର ଶୁଭାରମ୍ଭ ହୋଇ ଯାଇଛି । ଏହି ହେଟେଲର ନାଁ ଡୋଲସେ!-->…
Read More...
Read More...