Browsing Category

ମନୋରଞ୍ଜନ

ଆଉ ନାହାଁନ୍ତି ୱାଜିଦ୍ ଖାଁ

ମୁମ୍ବାଇ:- ଆଉ ନାହାଁନ୍ତି ବଲିଉଡର ଲୋକପ୍ରି୍ରୟ ସଙ୍ଗୀତ ନିର୍ଦେଶକ ୱାଜିଦ୍ ଖାଁ । ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଡନୀ ଓ ଗଳା ସଂକ୍ରମଣରେ ପୀଡିତ ଥିଲେ । ଏହା ସହ ତାଙ୍କର କରୋନା ପଜେଟିଭ୍ ଥିଲା । ତିନିଦିନ ଧରି ସେ ଭେଂଟିଲେଟରରେ ଥିଲେ । ୱାଜିଦ୍
Read More...

ଲକଡାଉନ ବେଳେ ଘରେ ପ୍ରସ୍ତୁତ କରନ୍ତୁ ଏନର୍ଜୀ ଡ୍ରିଙ୍କ୍

କରୋନା ଭୂତାଣୁ ପାଇଁ ଭାରତରେ ଲକଡାଉନ୍ ଅଛି । ସମସ୍ତେ ଘରେ ରହୁଥିବା ବେଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି । ଏତତ୍ ବ୍ୟତୀତ ଅନେକ ଲୋକ ଘରେ ରହି ମଧ୍ୟ ସେମାନଙ୍କ ଅଫିସ କାମ ତୁଲାଉଛନ୍ତି । ଏଭଳି ସ୍ଥିତିରେ ଶୀରରେ ପର୍ଯ୍ୟାନ୍ତ ଶକ୍ତି ରହିବା
Read More...

ଆଖିରେ ହୋଇଥିବା କଳାଦାଗକୁ ଡାକ୍ତରଙ୍କୁ ଦେଖାଇ ଆସିବା ପରେ ଅମିତାଭ ଫେସ୍‌ବୁକ୍‌ରେ ଲେଖିଲେ ଏଭଳି ଭାବପ୍ରବଣ କଥା

ନୂଆଦିଲ୍ଲୀ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିବା ସହିତ ଫେସ୍‌ବୁକ୍‌ରେ ବି ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଅନେକ କଥା ସେୟାର କରି ଥାଆନ୍ତି। କିଛିଦିନ ତଳେ ଅମିତାଭ ଏକ ବ୍ଲଗ୍‌ ଲେଖି କହିଥିଲେ, ‘ତାଙ୍କୁ ଏବେ ଅବସର ନେଇଯିବା ଆବଶ୍ୟକ। କାରଣ ତାଙ୍କ
Read More...

୫୩ ବର୍ଷରେ ଭାନୁପ୍ରିୟା: ଫିଲ୍ମ ପାଇଁ ଅଧାରୁ ଛାଡିଥିଲେ ପାଠପଢ଼ା

ମୁମ୍ବାଇ: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟା ବୁଧବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜ଼ିଲ୍ଲାର କୁରେକାନହାଲଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ପାଇଁ ସେ ଅଧାରୁ ପାଠପଢ଼ା ଛାଡିଦେଇଥିଲେ। ୧୭ ବର୍ଷ ବୟସରେ
Read More...