Browsing Category

ବିଦେଶ

୬୦ଟି ଦେଶରେ କରୋନାର ନୂଆ ସ୍ଟ୍ରେନ: ହୁ

ଜେନେଭା: କରୋନା ସ୍ଟ୍ରେନ ୬୦ଟି ଦେଶକୁ ବ୍ୟାପିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ସୂଚନା ଦେଇଛି । ଉହାନରୁ ବ୍ୟାପିଥିବା ଏହି ଭାଇରସ ଏଯାବତ ୨୧୦ରୁ ଅଧିକ ଦେଶକୁ ବ୍ୟାପିଛି । ୧୦୦ ମିଲିଅନରୁ ଅଧିକ ଲୋକ ଏହି ମହାମାରୀରେ ପ୍ରଭାବିତ ହୋଇଥିବା ଖବର ସରବରାହ ସଂସ୍ଥା ଏଏଫପି ରିପୋର୍ଟ
Read More...

ବାଇଡେନଙ୍କ ସମୟରେ ଚୀନ ପ୍ରତି କଠୋର ରହିବ ଆମେରିକାର ନୀତି

ଟୋକିଓ: ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏସିଆ-ପାସିଫିକ(ପ୍ରଶାନ୍ତ ମହାସାଗର) ଅଞ୍ଚଳରେ ଆମେରିକାର ନୀତିରେ କି ପରିବର୍ତ୍ତନ ଆସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିର୍ବାଚନ ଜିତିବା ପରେ ବାଇଡେନ କହିଥିଲେ ଯେ, ଆମେରିକା ଇଜ୍‌ ବ୍ୟାକ୍‌। ଅର୍ଥାତ ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ଥିର
Read More...

ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କଙ୍କୁ ୨୨ ବର୍ଷ ଜେଲ୍

ସିଓଲ: କ୍ଷମତାର ଦୁରୁପଯୋଗ ଓ ଦୁର୍ନୀତି ତଥା ଲାଂଚ ଅଭିଯୋଗରେ କ୍ଷମତାଚୁ୍ୟତ ହେବା ସହ କାରାବାସ ଭୋଗୁଥିବା ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଗିଉନ୍ ହାଏଙ୍କୁ ଆଉ ୨୦ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି
Read More...

ଫାଇଜର ଟିକା ନେଇ ନରୱେରେ ୨୩ ମୃତ

ଓସ୍‌ଲୋ: ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ଦିନକ ମଧ୍ୟରେ ମୃତ୍ୟୁ ଘଟିଛି। ଏମାନେ ପ୍ରଥମ ଦଫା ଟିକା ନେବାର କିଛି ସମୟ ମଧ୍ୟରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ ପ୍ରାଣ ହରାଇଛନ୍ତି। ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା
Read More...

ଚୀନକୁ ଦମନ ଲାଗି ଆମେରିକା ରଣନୀତି; ଭାରତକୁ କରିବ ଶକ୍ତିଶାଳୀ

ୱାଶିଂଟନ୍‌: ଚୀନ୍‌ର ମୁକାବିଲା ପାଇଁ ଆମେରିକା ଭାରତର ଉତ୍ଥାନ ଚାହୁଁଛି। ଏଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା; ଯାହା ଉପରୁ ବୁଧବାର ପରଦା ହଟିଛି। ଏହି ରଣନୀତି ଅନୁଯାୟୀ, ଚୀନକୁ ଦମନ କରିବା ଲାଗି ଭାରତର ବିକାଶ ଦିଗରେ ଆମେରିକା ସହଯୋଗ କରିବ।
Read More...

ଭଉଣୀଙ୍କ କ୍ଷମତା କାଂଟଛାଂଟ କଲେ କିମ୍ ଜୋଙ୍ଗ

ଉତରକୋରିଆ: ଉତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ କାହାରିକୁ ବିଶ୍ୱାସ କରନ୍ତି । ନାହିଁ । କ୍ଷମତା ପାଇଁ ସେ ସବୁ କିଛି କରିପାରନ୍ତି । ତାଙ୍କ ବିରୋଧରେ ସ୍ୱର ଉତୋଳନ କରିବାକୁ କେହି ସାହସ କରିପାରନ୍ତି ନାହିଁ । ତାଙ୍କ ଅସୁସ୍ଥତା ଓ ଅନୁପସ୍ଥିତିରେ ଶାସନ ଦାୟିତ୍ୱ ସମ୍ଭାଳୁଥିବା ତାଙ୍କ
Read More...

ଆମେରିକାରେ ୭୦ବର୍ଷ ପରେ ମହିଳାଙ୍କୁ ମୃତ୍ୟୁଦଣ୍ଡ

ୱାଶିଂଟନ୍‌: ଦୀର୍ଘ ୭୦ବର୍ଷ ପରେ ଆମେରିକା ଇଣ୍ଡିଆନା ପ୍ରଦେଶରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ବୁଧବାର ଲିସା ମୋଣ୍ଟଗୋମେରି (୫୨) ନାମକ ମହିଳାଙ୍କୁ ବିଷ ଇଞ୍ଜେକସନ୍‌ ଦିଆଯିବା ପୂର୍ବକ ମୃତ୍ୟୁଦଣ୍ଡ ଦିଆଯାଇଛି। ଲିସା ୨୦୦୪ରେ ଏକ ଗର୍ଭବତୀ କୁକୁରକୁ ହତ୍ୟା କରିଥିଲେ।
Read More...

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଂଟିଭସର ଡେମୋକ୍ରାଟ ସାଂସନମାନେ ଟ୍ରମ୍ପଙ୍କୂୁ ଦାୟୀ କରି ତାଙ୍କ ବିରୋଧରେ ଏହି
Read More...

ଟିମ୍ ଇଣ୍ଡିଆର କଡା ଜବାବ୍ : ସିଡନୀ ଟେଷ୍ଟ ‘ଡ୍ର’

ସିଡନୀ: ଟିମ୍ ଇଣ୍ଡିଆର କ୍ରିକେଟୀୟର ମାନଙ୍କ ପ୍ରତି ଅଷ୍ଟେ୍ରଲିଆ ଦର୍ଶକଙ୍କର ବାରମ୍ବାର ବର୍ଣ୍ଣ ବୌଷମ୍ୟ ତାତ୍ସଲ୍ୟ ପରେ ଭାରତ ଆଜି ଏହାର କଡା ଜବାବ ଦେଇ ସିଡନୀ ଟେଷ୍ଟକୁ ଅମିମାଂସିତ ରଖିବାରେ ସମର୍ଥ ହୋଇଛି । ଏକ ପ୍ରକାର ଆଶଙ୍କା ଥିବା ବେେଳେ ଭାରତୀୟ କ୍ରିକେଟିୟରଙ୍କ ଋଷଭ ପନ୍ତ,
Read More...

ସବୁଦିନ ପାଇଁ ବନ୍ଦହେଲା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟକୁ ଶନିବାର ସବୁଦିନ ପାଇଁ ବନ୍ଦ କରାଯାଇଛି । ଏ ନେଇ ଟତବିଟର ସେଫଟି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆମେରିକାର ସଂସଦ ( କ୍ୟାପିଟାଲ ବିଲ୍ଡିଂ ) ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ
Read More...