Browsing Category

ବିଦେଶ

ଜିନ୍‌ପିଙ୍ଗଙ୍କ ବିରୋଧୀ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ

ବେଜିଂ: ଚୀନର ପୂର୍ବତନ ପ୍ରମୁଖ ବ୍ୟାଙ୍କ ପରିଚାଳକ ଲାଇ ସାଓମିନ୍‌ଙ୍କୁ ଲାଞ୍ଚ ଅଭିଯୋଗରେ ଫାଶୀ ଦଣ୍ଡାଦେଶ ହୋଇଛି। କମ୍ୟୁନିଷ୍ଟ ପାର୍ଟିର ଏହି ପୂର୍ବତନ ସଦସ୍ୟଙ୍କ ବିରୋଧରେ ୨୬୦ନିୟୁତ ଡଲାର ଳାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ବିଚାରବେଳେ ସେ ଏହି ଅଭିଯୋଗକୁ ସ୍ବୀକାର କରିଥିବା
Read More...

ବିଶ୍ୱରେ ୪ ପ୍ରକାରର ଗୁଣସୂତ୍ରଧାରୀ କରୋନା ଭୂତାଣୁ : ‘ହୁ’

ଜେନେଭା: ବିଶ୍ୱରେ ଏବେ ଅନୂ୍ୟନ ୪ ପ୍ରକାରର ଗୁଣସୂତ୍ର ପରିବର୍ତିତ କରୋନା ଭୂତାଣୁ ଘୂରିବୁଲୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ପକ୍ଷରୁ କୁହାଯାଇଛି । ମହାମାରୀ ଆରମ୍ଭ ହେବା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଥିବା କେତେକ ଅସ୍ୱାଭାବିକ ଜନସ୍ୱାସ୍ଥ୍ୟ ରିପୋର୍ଟ ସବୁ
Read More...

ଫାଇଜର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ‘ହୁ’ର ଅନୁମୋଦନ

ୱାଶିଂଟନ : ବୈଶ୍ବିକ ମହାମାରୀ କରୋନା ଭୂତାଣୁର ବୃଦ୍ଧି ପାଉଥିବା ସଂକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଫାଇଜର ଏବଂ ବାଇନୋଟେକର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଥମ ଥର ପାଇଁ କୌଣସି ଏକ ଟିକାକୁ ମାନ୍ୟତା
Read More...

ଜାତିସଂଘ ସୁରକ୍ଷା ପରିଷଦରେ ଆଜିଠାରୁ ଅସ୍ଥାୟୀ ସଦସ୍ୟ ଭାବେ ଯୋଗଦେବେ ଭାରତ

ୱାଶିଂଟନ : ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ଭାରତ କହିଛି ଯେ ଅସ୍ଥାୟୀ ସଦସ୍ୟ ଭାବରେ କାର୍ୟ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍
Read More...

ଅକ୍ସଫୋର୍ଡ ଟିକାକୁ ବ୍ରିଟେନ୍ର ମଞ୍ଜୁରୀ

ଲଣ୍ଡନ: ବ୍ରିଟେନ ଦୃତ ଗତିଶିଳ ନୂଆ ଷ୍ଟେ୍ରନ୍ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ବେଳେ ଆଜି ବ୍ରିଟେନ୍ସରକାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ବ୍ରିଟେନ । କରୋନାର ନୂଆ ଷ୍ଟେ୍ରନର ଭୟ ମଧ୍ୟରେ ଆଷ୍ଟେ୍ରଜେନିକା ଟିକାକୁ ମଞ୍ଜୁରୀ
Read More...

ଇଂଲଣ୍ଡରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଲଣ୍ଡନ : ଇଂଲଣ୍ଡର ଦକ୍ଷିଣ ଭାଗରେ ଥିବା ହସ୍ପିଟାଲ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ସେଠାରେ କିଛିଦିନ ହେଲା ନୂତନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ହସ୍ପିଟାଲ ଗୁଡ଼ିକରେ ଭିଡ଼ ବଢ଼ୁଛି। ଗତକାଲି ଲଣ୍ଡନରେ ଆମ୍ବୁଲାନ୍ସ ସେବା
Read More...

୮ଟି ୟୁରୋପୀୟ ରାଷ୍ଟ୍ରରେ ବ୍ୟାପୁଛି କରୋନାର ନୂଆ ‘ଷ୍ଟ୍ରେନ୍’

ଜେନିଭା: ୮ଟି ୟୁରୋପୀୟ ଦେଶରେ ଗୁଣସୂତ୍ର ପରିବର୍ତିତ ବା ନୂଆ ‘ଷ୍ଟ୍ରେନ୍’ର କରୋନା ଭୂତାଣୁ୍ ଚିହ୍ନଟ କରାଯାଇଥିବା କଥା ୟୁରୋପ ଦାୟିତ୍ୱରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ନିଦେ୍ର୍ଧଶକ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରିସ୍ଥିତିକୁ ଅନୁଧ୍ୟାନ କରୁଛି ବୋଲି ମଧ୍ୟ ସେ
Read More...

କରୋନାର ନୂଆ ଷ୍ଟ୍ରେନ ୫୬% ଘାତକ

ଲଣ୍ଡନ: ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପ ସମ୍ପର୍କରେ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସୁଛି । ଏବେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଏହା ସଂକ୍ରାମିତ କରିବା ପାଇଁ ଅଧିକ ୫୬% କ୍ଷମତା ରଖିଛି । ଏହାଦ୍ୱାରା ଅଧିକ ଜୀବନ ମଧ୍ୟ ଯାଇପାରେ ।
Read More...

ପୃଥିବୀର ଶେଷ ପ୍ରାନ୍ତରେ ପହଞ୍ଚିଲା କରୋନାଭାଇରସ୍‌

ସାଣ୍ଟିଆଗୋ: ପୂର୍ବରୁ କୋଭିଡ୍‌-୧୯ ସଂକ୍ରମଣ ମୁକ୍ତ ଥିବା ଶେଷ ମହାଦେଶ ଆଣ୍ଟାର୍କଟିକାରେ କରୋନାଭାଇରସ୍‌ ପହଞ୍ଚିଥିବା କଥା ଏ ସପ୍ତାହରେ ଚିଲିର ସେନାବାହିନୀ କହିଛି। ସେଠାରେ ଥିବା ସମୁଦ୍ର ଓ ପ୍ରକାଣ୍ଡ ବରଫ ଖଣ୍ଡ ପରିବେଷ୍ଟିତ ସୁଦୂର ଗବେଷଣା କେନ୍ଦ୍ରରୁ କର୍ମଚାରୀମାନଙ୍କୁ
Read More...

ପାକିସ୍ତାନର ଅଣ୍ଡା ବଜାରରେ ନିଆଁ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଫଳରେ ଲୋକମାନଙ୍କର ରୋଜଗାର କମିଛି । ଛୋଟ ଛୋଟ କମ୍ପାନି ପ୍ରାୟତ ବନ୍ଦ ହୋଇ ଯାଇଥିବା ବେଳେ ବଡ ବଡ କମ୍ପାନିରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ଲୋକଙ୍କର କ୍ରୟ
Read More...