Browsing Category

ବିଦେଶ

ରାଣୀଙ୍କ ଜୀବନ ବଞ୍ଚାଇଥିଲେ ଭୃତ୍ୟଙ୍କୁ ମିଳିଥାନ୍ତା ମୃତ୍ୟୁ ଦଣ୍ଡ!

୧୮୮୦ର ଘଟଣା, ସେତେବେଳେ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରରେ ରାଜାରାଜୁଡ଼ା ଶାସନ ଚାଲିଥାଏ। ରାଜପରିବାରର ସମସ୍ତ ନିୟମକୁ ଭୃତ୍ୟମାନେ ପାଳିବା କଡ଼ା ନିୟମ, ନଚେତ୍ ସେମାନଙ୍କୁ କଠୋର ଦଣ୍ଡ ମିଳେ। ଥାଇଲାଣ୍ଡର ସିଆମ୍‌ ରାଜାଘରର ଏଇ ଘଟଣା, ଯୁବରାଣୀ ସୁନନ୍ଦା କୁମାରୀରତ୍ନ ୧୮ ବର୍ଷ ବୟସରେ ଯୁବରାଜ
Read More...

ଜାନୁଆରୀରେ ଉହାନ ଗସ୍ତ କରିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍

ବେଜିଂ: ଚାଇନାର ଉହାନରୁ କରୋନା ଭାଇରସ ବ୍ୟାପିଥିବା ଅଭିଯୋଗର ତଦନ୍ତ ପାଇଁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଉଂଟରନାଲ କମିଟି । ଜାନୁଆରୀ ପ୍ରଥମ ସପ୍ତାହରେ ଏହି ଇଂଟରନାଲ କମିଟି ବେଜିଂ ଗସ୍ତ କରିବ । ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଉହାନରୁ କରୋନା ବ୍ୟାପିଥିବା ଜଣାପଡିଛି । ଘଟଣାର
Read More...

‘ମଡର୍ଣ୍ଣା’ ଟିକାକୁ ଆମେରିକାର ଅନୁମତି

ୱାସିଂଟନ୍: ‘ମଡର୍ଣ୍ଣା’ ପ୍ରସ୍ତୁତ କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ୍’ର ପରାମର୍ଶଦାତା କମିଟି ଅନୁମୋଦନ କରିଛି । ଫଳରେ, କରୋନାଭାଇରସ୍ ବିପକ୍ଷରେ ଏହି ଟିକା ‘ଫାଇଜର’ ଟିକାର ବିକଳ୍ପ ହୋଇପାରିଛି ।
Read More...

ଇଟାଲୀର ଫୁଟ୍‌ବଲ କିମ୍ବଦନ୍ତୀ ପାଓଲୋ ରସିଙ୍କ ଦେହାନ୍ତ

ରୋମ୍‌: ଇଟାଲୀର ପୂର୍ବତନ ଫୁଟବଲର୍‌ ପାଓଲୋ ରସିଙ୍କର ୬୪ ବର୍ଷ ବୟସରେ ପରଲୋକ ହୋଇ ଯାଇଥିବା ଜଣାପଡ଼ିଛି। ୧୯୮୨ ବିଶ୍ବକପ୍‌ ବିଜୟୀ ଇଟାଲୀ ଫୁଟବଲ ଦଳର ସଦସ୍ୟ ଥିଲେ ପାଓଲୋ ରସି। ଫୁଟ୍‌ବଲ ଦୁନିଆରେ ଜଣେ କିମ୍ବଦନ୍ତୀ ରସି ଏହି ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରି ଇଟାଲୀକୁ ଚମ୍ପିଆନ୍‌
Read More...

ଫାଇଜର ଟିକାକୁ ଆମେରିକାର ଅନୁମତି

ୱାଶିଂଟନ୍: କରୋନା ମୁକାବିଲା ପାଇଁ ଫାଇଜର ଟିକାକୁ ଆମେରିକା ଆଜି ଅନୁମତି ପ୍ରଦାନ କରିଛି । ପୂର୍ବରୁ ବ୍ରିଟେନ ଓ ବାହାରିନ ଫାଇଜର ଟିକାକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ପ୍ରାଥମିକ ଅବସ୍ଥାରେ ଆମେରିକାର ବିଶେଷଜ୍ଞ ଟିମ୍ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର
Read More...

୨୦୩୦ ସୁଦ୍ଧା କୋଭିଡ୍ ୧୦୦ କୋଟି ଲୋକଙ୍କୁ କରିଦେବ ଗରିବ

ଜାତିସଂଘ: ମହାମାରୀ କୋଭିଡ୍ର ଦୀର୍ଘକାଳୀନ ପ୍ରଭାବ ୨୦୩୦ ମସିହା ସୁଦ୍ଧା ଆଉ ଅଧିକ ୨୦.୭ କୋଟି ଲୋକଙ୍କୁ ଅତିଶୟ ଦାରିଦ୍ର୍ୟ ମଧ୍ୟକୁ ଟାଣିନେବ । ଏଥିରେ ବିଶେଷ କରି ୧୦.୨ କୋଟି ମହିଳାଙ୍କୁ ଅନଟନ କବଳରେ ପକାଇବ । ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଶହେ
Read More...

ଚୀନର ୧୪ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଆମେରିକା ଚୀନ ବିରୋଧରେ ବିଭିନ୍ନ କଟକଣା ଲଗାଇଥିବା ବେଳେ ଏବେ ହଂକଂ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ନେଇଛି। ଏହି କ୍ରମରେ ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ
Read More...

ଦୁଇଥର କରୋନାକୁ ହରାଇଲେ ୧୦୨ ବର୍ଷୀୟା ବୃଦ୍ଧା

ୱାଶିଂଟନ: କରୋନା ନାଁ ଶୁଣିଲେ ମନରେ ଛନକା ପଶିଯିବା ସ୍ୱାଭାବିକ । କାରଣ ଏହି ମହାମାରୀ ନିଜ କୋପ ଦେଖାଇ ବହୁ ଜୀବନ ନେଇ ସାରିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ କରୋନାର ସାଂଘାତିକ ରୂପ ଦେଖିବାକୁ ମିଳିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଶ୍ ଲମ୍ବା କରୋନା କବଳରେ ପଡ଼ି ବହୁ କମ୍
Read More...

ଟ୍ବେଣ୍ଟି ୨୦ ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ, ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ସିଡ୍‌ନୀ: ୨ୟ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। କ୍ରମାଗତ ୨ଟି ବିଜୟ ପ‌ରେ ଭାରତୀୟ ଖେଳାଳି ଅତ୍ୟନ୍ତ ଉତ୍ସାହିତ ମନେ ହେଉଛନ୍ତି। ୨ୟ ଟ୍ବେଣ୍ଟି୨୦ ଜିତି ସିରିଜ୍ ହାତେଇବା ସହ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରୟାସ କରିବ। ଆହତଗତ
Read More...

ଫାଇଜର୍‌ ନିର୍ମିତ କୋଭିଡ୍‌-୧୯ ଟିକା ନେବେ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଏବଂ ଯୁବରାଜ ଫିଲିପ୍‌

ଲଣ୍ଡନ: ଇଂଲଣ୍ଡ୍‌ର ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଏବଂ ତାଙ୍କ ସ୍ୱାମୀ ଯୁବରାଜ ଫିଲିପ୍‌ କିଛି ସପ୍ତାହ ମଧ୍ୟରେ ଫାଇଜର୍‌ କମ୍ପାନି ବିକଶିତ କରୋନାଭାଇରସ୍‌ ନିରୋଧୀ ଟିକା ନେବେ ବୋଲି ଗଣମାଧ୍ୟମରେ ରିପୋର୍ଟ ହୋଇଛି। ଟିକାକରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଭରସା ବଢ଼ାଇବା ନିମନ୍ତେ ରାଣୀ
Read More...