Browsing Category

ବିଦେଶ

ଶତ୍ରୁ ଉପରେ ଆକାଶରୁ ନଜର ରଖିବ ଭାରତର ଉପଗ୍ରହ

ନୂଆଦିଲ୍ଲୀ: ଭାରତର ଶତ୍ରୁଙ୍କ ଉପରେ ଏଣିକି ଅନ୍ତରୀକ୍ଷରୁ ନଜର ରଖିବ ଉପଗ୍ରହ । କାରଣ ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଆସନ୍ତା ନଭେମ୍ବର ୭ରେ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଉତକ୍ଷେପଣ କରିବାକୁ ଯାଉଛି । ଇସ୍ରୋର ଅନେକ ପ୍ରକଳ୍ପ କରୋନା କାରଣରୁ ଅଟକି ଯାଇଥିଲା, ଯାହା ବର୍ତମାନ
Read More...

ଆମେରିକାରେ ରାଷ୍ଟ୍ରପତି ଭୋଟ୍: ବାଇଡେନ୍-ଟ୍ରମ୍ପ କଡ଼ାଟକ୍କର

ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲବିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡ଼ାଟକ୍କର ହୋଇଥିବା ଜଣାଯାଇଛି । ଆମେରିକାର ମୋଟ୍ ୫୩୮ଟି ଇଲୋକ୍ରୋଟାଲ କଲେଜ୍ ମଧ୍ୟରୁ ୨୭୦ଟି
Read More...

ଖବରକାଗଜ ହକର୍ ଏବେ ୧୦ କୋଟି ଟଙ୍କାର ମାଲିକ

ଅଷ୍ଟ୍ରେଲିଆ: ୩୧ ବର୍ଷିୟ ଅମିର କୁତବ ଏବେ ଅଷ୍ଟ୍ରେଲିଆର ଏକ ଡିଜିଟାଲ ଫାର୍ମର ମାଲିକ । ଯାହାର ବାର୍ଷିକ ବ୍ୟବସାୟ ୧୦ କୋଟି ଟଙ୍କାରୁ ଅଧିକ । ୪ଟି ଦେଶରେ ରହିଛି ଅମିରଙ୍କ ବ୍ୟବସାୟ । ହେଲେ ଆପଣ ଜାଣିଲେ ଆଶ୍ଚିର୍ଯ୍ୟ ହେବେ ଯେ ଆମେ ଯେଉଁ ଅମିରଙ୍କ କଥା କହୁଛୁ ସେ କିଛିଦିନ ତଳେ ପେଟ
Read More...

ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ
Read More...

ଆସିଲା କରୋନାର ଦ୍ବିତୀୟ ଲହର : ଇଂଲଣ୍ଡରେ ପୁଣି ଲକ୍‌ଡାଉନ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ହେବାକୁ ଯାଉଛି। ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସେପ୍ଟେମ୍ବରରେ କରୋନା ସଂକ୍ରମଣ ଶୀର୍ଷସ୍ଥାନରେ ପହଞ୍ଚିବା ପରେ ଧୀରେ ଧୀରେ ହ୍ରାସ ପାଇଥିଲା।
Read More...

ଇଂଲଣ୍ଡକୁ ଫେରିଲା ଲକଡାଉନ

ଲଣ୍ଡନ: ବିଶ୍ବରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନା ଅଧିକ ବ୍ୟାପିବାରେ ଲାଗିଛି। ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ
Read More...

ତୁର୍କୀ ଓ ଗ୍ରୀସରେ ଭୂ-କମ୍ପ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଇଷ୍ଟାବୁଲ୍‍ : ତୁର୍କୀ ଓ ଗ୍ରୀସରେ ହୋଇଥିବା ବଡ ଧରଣର ଭୂମିକମ୍ପ ଓ ସୁନାମିରେ ବହୁ ଧନଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଗ୍ରୀସରେ ସୁନାମି ଆସିଥିବା ହେତୁ ତୁର୍କୀରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି। ଏବେ ସୁଦ୍ଧା ଏଥିରେ ପ୍ରାୟ ମୃତ୍ୟୁ ସଂଖ୍ୟା୧୭କୁ ବୃଦ୍ଧି ପାଇଥିବା ବେଳେ ୭୦୯ ଆହତ
Read More...

ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଲେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ସେହି ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିବେ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ
Read More...

୨୭ରେ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ

ଭାରତ ଚଳିତ ମାସ ୨୭ରେ ଆମେରିକା ସହ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବ। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ଏହା ଭାରତ-ଆମେରିକା ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକ ହେବ। ଆମେରିକାର ବିଦେଶ
Read More...

ଭାରତୀୟ ବଂଶୋଦ୍ଭବ ଛାତ୍ରୀଙ୍କ କୋଭିଡ ଗବେଷଣା: ମିଳିଲା ୨୫ ହଜାର ଡଲାର ପୁରସ୍କାର

ୱାସିଂଟନ: କରୋନା ମୁକାବିଲା ପାଇଁ ଫଳପ୍ରଦ ଟିକାଟିଏ ବିକାଶ କରିବା ପାଇଁ ବିଶ୍ୱ ତମାମ ଗବେଷକମାନେ ଅହରହ ଉଦ୍ୟମ ଜାରି ରଖିଥିବା ବେଳେ ସେ ପ୍ରଶ୍ନର ଉତର ଖୁବ୍ ଶୀଘ୍ର ମିଳିଯାଇପାରିବ ବୋଲି ଆଶା କରାଯାଏ । ଟେକ୍ସାସରେ ରହୁଥିବା ୧୪ ବର୍ଷୀୟା ଭାରତ-ଆମେରିକୀୟ ସ୍କୁଲ ଛାତ୍ରୀ ଅନିକା
Read More...