Browsing Category

ବିଦେଶ

ଆମେରିକାର ଆଲାସ୍କାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆମେରିକାର ଆଲାସ୍କା ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂକମ୍ପରେ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିବା ଜଣାପଡିଛି।  ଭୂକମ୍ପ ଏତେ ଭୟଙ୍କର ଥିଲା ଯେ
Read More...

ନ୍ୟୁଜିଲ୍ୟାଣ୍ଡର ସାଂସଦ ହେଲେ ଭାରତୀୟ ବଂଶୋଦ୍ଭବ

ଓ୍ୱେଲିଙ୍ଗଟନ/ଶିମଲା: ହିମାଚଳ ପ୍ରଦେଶର ହାମିପୁର ନିବାସୀ ଡାକ୍ତର ଗୌରବ ଶର୍ମା ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ସାଂସଦ। ଗୌରବ ଲେବର ପାର୍ଟିର ପ୍ରାର୍ଥୀ ଭାବେ ସେଠିକାର ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେ ହାମିଲଟନ ଓ୍ୱେଷ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗୌରବ ଦୀର୍ଘ ୨୦ ବର୍ଷ
Read More...

ଭାରତ-ବାଂଲାଦେଶ ମଧ୍ୟରେ ୨୮ରୁ ଆରମ୍ଭ ହେବ ବିମାନ ଚଳାଚଳ

ବାଂଲାଦେଶ ଓ ଭାରତ ମଧ୍ୟରେ ଏୟାର୍‍ ବବଲ୍‍ ବ୍ୟବସ୍ଥା ମାଧ୍ୟମରେ ଚଳିତ ମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ ଫେସବୁକ ପୋଷ୍ଟ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନୋଟି ବାଂଲାଦେଶୀ ଏୟାରଲାଇନସ୍‍ ବିମାନ ବାଂଲାଦେଶ,
Read More...

ପୁଣି ଦ୍ରୁତ ସଂକ୍ରମଣ ଯୋଗୁ ପ୍ୟାରିସ କର୍ଫ୍ୟୁ: ‘ହୁ’ର ଚେତାବନୀ

ଲଣ୍ଡନ୍: ୟୁରୋପରେ ପୁଣି ଦ୍ରୁତ କୋଭିଡ ସଂକ୍ରମଣ ହେଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ‘ହୁ’ ୟୁରୋପରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଚିନ୍ତା ପ୍ରକଟ କରିଛି । ୟୁରୋପରେ ସଂକ୍ରମଣକୁ ‘ହୁ’ ରକେଟ୍ ସହ ତୁଳନା କରିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ
Read More...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ରେମଡେସିଭିର ବିଫଳ

ୱାଶିଂଟନ: ଆମେରିକୀୟ କମ୍ପାନୀ ଗିଲିଆଡର ରେମଡେସିଭିର କରୋନା ରୋଗୀର ଜୀବନ ରକ୍ଷା କରିବାରେ ଅଧିକ ସକ୍ଷମ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ରେମଡେସିଭିର ସାହାଯ୍ୟରେ କୋଭିଡ-୧୯ ରୋଗୀଙ୍କ ହସ୍ପିଟାଲରେ ରହିବା ଓ  ବଞ୍ଚିବାର
Read More...

କରୋନା ଭୂତାଣୁ ମୋବାଇଲ ସ୍କ୍ରିନ ଉପରେ ୪ ସପ୍ତାହ ସକ୍ରିୟ

ସିଡନୀ: କରୋନା ଭୂତାଣୁ ସାର୍ସ-ସିଓଭି-୨ ମୋବାଇଲ ସ୍କ୍ରିନ ଉପରେ ପ୍ରାୟ ୪ ସପ୍ତାହ (୨୮ଦିନ) ସକ୍ରିୟ ରହିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ଅଷ୍ଟେ୍ରଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି ଅଧୀନ, କମନୱଲଥ ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରଆର ରିସର୍ଜ ଅର୍ଗାନାଇଜେସନ (ସିଏସଆଇଆରଓ)
Read More...

ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି

ୱାଶିଂଟନ୍: ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମ‌ା ବିବାଦ ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି ବୋଲି ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି। ବେଜିଂର ଖରାପ
Read More...

ୱାର୍ଲଡ ଫୁଡ୍ ପ୍ରୋଗ୍ରାମକୁ ନୋବେଲ ଶାନ୍ତି

ଷ୍ଟକହୋମ: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ ପ୍ରୋଗ୍ରାମ (ଡବ୍ଲୁଏଫସି)କୁ ଚଳିତ ବର୍ଷର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସ୍ୱଦେଶୀ ରୟଲ ଏକାଡେମି ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି । କ୍ଷୁଧା ଓ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ୱପାଇଁ
Read More...

ଜାତିସଂଘରେ ଏବେ ଚୀନ ଏକଘରକିଆ

ନ୍ୟୁୟର୍କ: ୟୁଘୁର ମୁସଲମାନଙ୍କ ଉପରେ ଅତ୍ୟାଚାର ନେଇ ଚୀନକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି । ଏହି ପ୍ରସଙ୍ଗରେ ଜାତିସଂଘରେ ଚୀନ ଏକ ଘରକିଆ ହୋଇ ପଡ଼ିଛି ୩୯ ଦେଶ ଚୀନ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତ । ଚୀନ୍ ଜିନଜିଆଙ୍ଗରେ ପ୍ରାୟ ୨ ନିୟୁତ ୟୁଘୁର ମୁସଲମାନଙ୍କୁ ଅଟକ
Read More...

ଚୀନ୍ ପ୍ରତି ବିଶ୍ୱବ୍ୟାପୀ ଘୃଣା

ୱାଶିଂଟନ୍: କରୋନା ସଂକ୍ରମଣ ତଥା ଚୀନର ବିସ୍ତାରବାଦୀ ନୀତି ପରିପ୍ରେକ୍ଷୀରେ ଏହି ରାଷ୍ଟ୍ର ତଥା ଏହାର ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ପ୍ରତି ବିଶ୍ୱର ପ୍ରମୁଖ ରାଷ୍ଟ୍ରର ଜନତା ବିଶ୍ୱାସ ହରାଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ‘ପିଉ ରିସର୍ଚ୍ଚ ସେଂଟର୍’ ପକ୍ଷରୁ ମଙ୍ଗଳବାର ପ୍ରକାଶ
Read More...