Browsing Category

ବିଦେଶ

ଦୁର୍ବଳ ହେଉଛି କରୋନା ଭୂତାଣୁ

ୱାସିଂଟନ୍: କରୋନା ଭାଇରସ୍ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରର କବାଟ ଏବଂ ଲିପ୍ଟର ବଟନ୍ ଦବାଇବାବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି ।
Read More...

ଟ୍ରମ୍ପଙ୍କୁ କରୋନା : ଆର୍ମି ମେଡିକାଲରେ ଭର୍ତି

ୱାସିଂଟନ : କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ମ୍ୟାରିଲେଣ୍ଡ ୱାଲଟର ରିଡ୍ ମିଲଟାରୀ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ
Read More...

ସବୁ ସମ୍ପତି ହରାଇପାରନ୍ତି ଅନିଲ

ଲଣ୍ଡନ: ଧୀରୁଭାଇ ଅମ୍ବାନିଙ୍କ ସାପ ପୁଅ ତଥା ଭାରତର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନିଳ ଅମ୍ବାନିଙ୍କ ହାତରୁ ସବୁ ସମ୍ପତି ଚାଲିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ର ତିନି ସରକାରୀ ବ୍ୟାଙ୍କକୁ ଅନିଲ ୫୨୭୬ କୋଟି ଟଙ୍କା ଦେବା ବାକି ଅଛି । ନିଜର ବନ୍ଦ ହୋଇଯାଇଥିବା
Read More...

ମୋର ଗୋଟିଏ କାର୍ ଅଛି: ଅନିଲ

ଲଣ୍ଡନ: ମୁଁ ସରଳ ଜୀବନଯାପନ କରେ । ମୁଁ ଜଣେ ମାରଥନ୍ ଧାବକ । କେବେ ଜୀବନରେ ମଦ ପିଇନାହିଁ କିମ୍ବା ଧୂମପାନ କରିନାହିଁ । ଜନ୍ମରୁ ମୁଁ ଶାକାହାରୀ । ମୋ ଜୀବନ ଅତ୍ୟନ୍ତ ବିଳାସପୂର୍ଣ୍ଣ ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମାତ୍ମକ ଆକଳନ ଛଡ଼ା ଆଉ କିଛି ନୁହେଁ ବୋଲି ଋଣ ପାହାଡ଼ ଉପରେ
Read More...

ପୁଣି ଚିନକୁ ଝଟକା; ଚୀନର ୫ ସାମଗ୍ରୀକୁ ବନ୍ଦ କଲା ଆମେରିକା

ୱାଶିଂଟନ୍‌: ପୁଣି ଚନକୁ ଝଟକା।  ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା। ଚୀନର ଜିନଙ୍ଗାଙ୍କୁ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ଗୁଡିକ ହେଉଛି କଟନ,
Read More...

ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ

୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ରଖିବା ଦିଗରେ ସରକାରଗୁଡ଼ିକ ଯତ୍ନବାନ ହେବାକୁ ଓ ବ୍ୟବସ୍ଥା ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦର୍ଶାଇବାପାଇଁ
Read More...

ଅକ୍ସଫୋର୍ଡ ଟିକାର ପରୀକ୍ଷା ପୁଣି ଆରମ୍ଭ

ଲଣ୍ଡନ: ଅକ୍ସଫୋଡ୍ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଟ୍ୟୁଟ ଓ ବ୍ରିଟିସ କମ୍ପାନି ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ ବିକଶିତ ହେଉଥିବା କରୋନା ଟିକାର ପରୀକ୍ଷାଣ ପୁଣି ଥରେ ଆରମ୍ଭ ହୋଇଛି । ବ୍ରିଟେନର ଔଷଧ ଓ ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା ମେଡିସିନ୍ସ ହେଲ ରେଗୁଲେଟୋରି ଅଥରିଟି (ଏମଏଚଆରଏ)
Read More...

ସାର୍ବଜନୀନ ବ୍ୟବହାର ପାଇଁ ଆସିଲା ‘ସ୍ପୁଟନିକ୍ ଭି’

ମସ୍କୋ: ନାନା ବାଦବିବାଦ ମଧ୍ୟରେ ଗତ ମାସ ୧୨ ତାରିଖରେ ଲୋକାର୍ପଣ ହୋଇଥିବା ରୁଷ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ‘ସ୍ପୁଟନିକ୍-ଭି’ର ସାର୍ବଜନୀନ ବ୍ୟବହାର ପାଇଁ ପ୍ରଥମ ଦଫା ଟିକାର ମାତ୍ରା ସମୂହକୁ ସର୍ବସାଧାରଣ ଯୋଗାଣ ବ୍ୟବସ୍ଥାରେ ଉପଲବ୍ଧ କରାଯାଇଛି । ସରକାରୀ
Read More...

କରୋନା ମୁକାବିଲା : ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକା ପ୍ରସ୍ତୁତ କରିପାରେ ଦୁଇଟି ଟୀକା

ୱାଶିଂଟନ : କରୋନା ମହାମାରୀର ମୁକାବିଲା କେବଳ ଟିକା ଦ୍ୱାରା ହିଁ ସମ୍ଭବ, ଯାହାକୁ ନେଇ ଏବେ  ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି), ଜନସ୍ୱାସ୍ଥ୍ୟ ସହିତ ଜଡିତ ଏକ ସଂସ୍ଥାକୁ କହିଛି ଯେ ଏହା ଅକ୍ଟୋବର କିମ୍ବା ନଭେମ୍ବର
Read More...

ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସିଞ୍ଜୋ ଆବେ ଜାପାନରେ ସବୁଠାରୁ ଦୀର୍ଘତମ ପ୍ରଧାନମନ୍ତ୍ରୀ । ସେ ଦିର୍ଘ ୮ବର୍ଷ ଧରି ଜାପାନ୍ର ପ୍ରଧାନମନ୍ତ୍ରୀ ଥିଲେ । ଆସନ୍ତା ୨୦୨୧ରେ ତାଙ୍କର
Read More...