Browsing Category

ବିଦେଶ

ମହାତ୍ମା ଗାନ୍ଧୀଙ୍କ ସ୍ୱର୍ଣ୍ଣ ଖଚିତ ଚଷମା୨.୬୦ଲକ୍ଷ ପାଉଣ୍ଡରେ ନିଲାମ

ଲଣ୍ଡନ : ଦକ୍ଷିଣ ଆଫ୍ରିକାରେ ରହୁଥିବା ସମୟରେ ମହାତ୍ମା ଗାନ୍ଧୀ ପିନ୍ଧୁଥିବା ଏକ ସ୍ୱର୍ଣ୍ଣ ଖଚିତ ଗୋଲାକୃତି ଚଷମା ୨ଲକ୍ଷ ୬୦ହଜାର ପାଉଣ୍ଡ (ପ୍ରାୟ ୨କୋଟି ୫୫ଲକ୍ଷ ଟଙ୍କା)ରେ ନିଲାମ କରାଯାଇଛି। ତେବେ ଚଷମାଟି ଏତେ ମୂଲ୍ୟରେ ନିଲାମ ହେବାକୁ ନେଇ ମାଲିକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
Read More...

ବିଶ୍ୱ ମାନବତା ଦିବସ

ଜାତି ସଂଘ ର ସାଧାରଣ ପରିଷଦର ଅନୁମୋଦନକ୍ରମେ ୨୦୦୯ରୁ ଅଗଷ୍ଟ ୧୯ରେ ବିଶ୍ୱ ମାନବତା ଦିବସ ବା ଇଂରାଜୀରେ ୱାର୍ଲଡ ହ୍ୟୁମାନିଟାରିଅନ୍ ଡେ ପାଳନ କରାଯାଉଛି । ବିଶ୍ୱର ଶତାଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି । ତେବେ ବିଶ୍ୱ ଶାନ୍ତି ତଥା ମାନବତାର କରୁଥିବା କର୍ମୀମାନଙ୍କୁ ସ୍ୱୀକୃତି
Read More...

ଟିକ୍‌ଟକ୍‌ ପରେ ଆଲିବାବା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଟ୍ରମ୍ପ ସରକାର

ସମାଜ ପୋର୍ଟାଲ ଡେସ୍କ : ଚାଇନିଜ୍ ଆପ୍‌ ଟିକ୍‌ଟକ୍‌ ଉପରେ ନିଷେଧାଦେଶ ପରେ ବର୍ତ୍ତମାନ ଆଉ ଗୋଟିଏ ଚାଇନିଜ୍‌ ଆପ୍ ଆଲିବାବା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଟମ୍ପ ସରକାର। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ
Read More...

ଟ୍ରମ୍ପଙ୍କ ସାନ ଭାଇ ରବର୍ଟଙ୍କ ପରଲୋକ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଏ ସମ୍ପର୍କରେ ହ୍ବାଇଟ୍‌ ହାଉସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ
Read More...

ଏଲଏସି ବିବାଦରେ ଭାରତକୁ ଆମେରିକାର ସମର୍ଥନ

ୱାଶିଂଟନ: ଭାରତ-ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ନେଇ ବିବାଦ ଲାଗି ରହିଛି। କିନ୍ତୁ ଏହି ବିବାଦ ମଧ୍ୟରେ ଆମେରିକା ଭାରତକୁ ଦୃଢ଼ ସମର୍ଥନ କରିଛି। ଚୀନର ଷଡ଼ଯନ୍ତ୍ରମୂଳକ ଆଭିମୁଖ୍ୟ ବିରୋଧରେ ସିନେଟ୍‌ରେ ଆଲୋଚନା ପ୍ରସ୍ତାବ ମଧ୍ୟ ଆଣିଛି। ଆମେରିକାର ଦୁଇଟି ଶକ୍ତିଶାଳୀ
Read More...

ଇମ୍ରାନଙ୍କ ‘ଚୀନ-ପ୍ରେମ’କୁ ପିଓକେରେ ବିରୋଧ

ମୁଜାଫରାବାଦ: ପାକିସ୍ଥାନ ଓ ଚୀନ ସମ୍ପର୍କ ଅତି ନିବିଡ଼ । ଭାରତ ବିରୋଧରେ ଚୀନ ଲାଗି ପାକିସ୍ଥାନ ଓ ପାକିସ୍ଥାନ ଲାଗି ଚୀନ ପରସ୍ପର ସହ ଘନିଷ୍ଠ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ଇମ୍ରାନଙ୍କ ଚୀନ ପ୍ରେମ ତ ସବୁଠାରୁ ବଳି ଯାଇଛି । ଏଥିପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ । ମାତ୍ର
Read More...

କରୋନା ଟିକାକୁ ନେଇ ଚୀନ-ରୁଷ ଛକାପଞ୍ଝା

ବେଜିଂ: ରୁଷ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହି ଟିକାର ନାଁ ହେଉଛି ‘ସ୍ଫୁଟନିକ ବି’। ଆଗାମୀ ୨ ସପ୍ତାହ ଭିତରେ ଏହା ବଜାରକୁ ଆସିବ। କିନ୍ତୁ ଏହା ପୂର୍ବରୁ ରୁଷର ଦାବିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଚୀନ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଥିବା କହିବା ପରେ
Read More...

ଚୀନ ଆରମ୍ଭ କଲା ‘କ୍ଲିନ୍ ୟୋର ପ୍ଲେଟ୍’; ଖାଦ୍ୟ ସଙ୍କଟ ଚର୍ଚାକୁ ସରକାରଙ୍କ ଖଣ୍ଡନ

ଅଧିକାରୀଙ୍କ ମହଙ୍ଗା ଭୋଜନ ଉପରେ କଟକଣା ପରେ ଦ୍ବିତୀୟ ସଂସ୍କରଣରେ ଖାଦ୍ୟ ନଷ୍ଟ ନ କରିବାକୁ ଅପିଲ୍ ଖାଦ୍ୟ ନଷ୍ଟକୁ ରୋକିବା ମଧ୍ୟ ଉଦ୍ଦେଶ୍ୟ, ସମାଜରେ ଏହାକୁ ଲଜ୍ଜାଜନକ କାର୍ଯ୍ୟ ମନେ କରୁ: ରାଷ୍ଟ୍ରପତି ଜିଙ୍ଗପିଙ୍ଗ ବେଜିଂ: ଚୀନରେ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି ।
Read More...

ଲାଦାଖ ଉତ୍ତେଜନା କାଳରେ ଆମେରିକା ପଠାଇଲା ବୋମାବର୍ଷୀ ବିମାନ

ୱାଶିଂଟନ: ଲାଦାଖରେ ଭାରତ-ଚୀନ ଉତ୍ତେଜନା ଶେଷ ହେବାର ନାଁ ଧରୁନାହିଁ । ଚୀନ ବିରୋଧରେ ଭାରତୀୟ ସେନା ପାହାଡ଼ ପରି ଠିଆ ହୋଇଛନ୍ତି । ଚୀନକୁ ପଛକୁ ଯିବାକୁ ବାଧ୍ୟ କରୁଛନ୍ତି । ତଥାପି ଚୀନ ମାନୁନାହିଁ, ଓଲଟି ସୀମାନ୍ତରେ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି ଏବଂ ପରମାଣୁବାହୀ ଡ଼ିଏଫ୍-୨୬
Read More...

ପାକିସ୍ତାନକୁ ବଡ଼ ଝଟ୍‌କା ଦେଲା ସାଉଦି ଆରବ; ତେଲ ଓ ଋଣ ଦେବାକୁ ମନା କଲା

ଲଣ୍ଡନ: ସାଉଦି ଆରବ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ତୈଳ କିମ୍ବା ଋଣ ନ ଦେବାକୁ ସାଉଦି ଆରବ ପାକିସ୍ତାନକୁ ରୋକଠୋକ୍‌ ମନା କରିଦେଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଦସନ୍ଧି ଧରି ଚାଲିଆସିଥିବା ସମ୍ପର୍କର ଅବସାନ ଘଟିଛି। କେବଳ ଏତିକି ନୁହେଁ, ଏବେ ଋଣରେ ବୁଡ଼ିଥିବା ପାକିସ୍ତାନ ସାଉଦି
Read More...