Browsing Category

ବିଦେଶ

ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ହେବେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ । ଡ଼େମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇନେଡ଼ ଏ କଥା ଘୋଷଣା କରିଛନ୍ତି । ଏହି ପଦ ନିମନ୍ତେ ନିର୍ବାଚନ ଲଢ଼ିବାରେ ସେ ପ୍ରଥମ କୃଷ୍ଣକାୟ ମହିଳା । କମଳା ଭାରତୀୟ ବଂଶୋଦ୍ଭବ ଓ ଜାମାଇକାର
Read More...

ରୁଷର କରୋନା ଟୀକାକୁ ମିଳିଲା ମଞ୍ଜୁରୀ, ରାଷ୍ଟ୍ରପତି ପୁଟିନଙ୍କ ଝିଅ ନେଲେ ପ୍ରଥମ ଟୀକା

ମସ୍କୋ: ରୁଷ ପ୍ରସ୍ତୁତ କରୋନା ଟୀକାକୁ ମିଳିଛି ମଞ୍ଜୁରୀ । ନିଜେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଝିଅକୁ ପ୍ରଥମ କରୋନା ଟୀକା ଦିଆଯାଇଥିବା ସେ କହିଛନ୍ତି । ମଙ୍ଗଳବାର ରାଷ୍ଟ୍ରପତି ପୁଟିନ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତାଙ୍କ
Read More...

ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ

ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ହ୍ୱାଇଟହାଉସ ନିକଟରେ ଗୁଳି ଫୁଟିଥିଲା । ସମ୍ମିଳନୀ ଅଧାରୁ ବନ୍ଦ ରହିଥିଲା ଓ ଟ୍ରମ୍ପଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ତେବେ କିଛି ସମୟ ପରେ ପୁଣି ଥିରେ
Read More...

ବିଶ୍ୱ ସିଂହ ଦିବସ

ବିଗ୍ କ୍ୟାଟ୍ ରେସକୁ୍ୟ’ ପକ୍ଷରୁ କିଛି ବର୍ଷ ହେଲା ଅଗଷ୍ଟ ୧୦ ତାରିଖରେ ପାଳନ କରାଯାଉଛି ‘ ବିଶ୍ୱ ସିଂହ ଦିବସ’ । ବିଶ୍ୱର ଅଳ୍ପ କିଛି ଅଂଚଳରେ ସିଂହ ଦେଖିବାକୁ ମିଳନ୍ତି । ଜଙ୍ଗଲର ରାଜା କୁହାଯାଉଥିବା ସିଂହ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ୫୦ ବର୍ଷ ତଳେ ସାରା ବିଶ୍ୱରେ ସିଂହ
Read More...

ଚୀନ୍‌କୁ ରୋକିବା ପାଇଁ ଭାରତର ବଡ଼ ରଣନୀତି ୨୦୨୪ ସୁଦ୍ଧା ପୂର୍ଣ୍ଣ ସ୍ୱାବଲମ୍ବୀ

ନୂଆଦିଲ୍ଲୀ : ବିଶ୍ୱକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍‌ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍‌କୁ କେବଳ ଚେକ୍‌ ଦେବା ନୁହେଁ; ବିଶ୍ବରେ ଭାରତ ନିଜକୁ ସଶକ୍ତ ଓ ଶକ୍ତିଶାଳୀ
Read More...

ଏହି ଜୀବର ନୀଳ ରକ୍ତରେ ପ୍ରସ୍ତୁତ ହୋଇପାରେ କରୋନା ଭ୍ୟାକ୍ସିନ: ଏକ ଲିଟର ରକ୍ତର ମୂଲ୍ୟ ୧୧ଲକ୍ଷ

ଏହି ଜୀବର ରକ୍ତର ମୂଲ୍ୟ ଖୁବ ମୂଲ୍ୟବାନ। ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ଏକ ଲିଟର ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ। ବୈଜ୍ଞାନିକଙ୍କ ମତାନୁଯାୟୀ, ଏହି ଜୀବର ରକ୍ତରେ କୋଭିଡ଼-୧୯ର ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ। ଏହା ଏପରି ଏକ ଜୀବ ଯାହାର ରକ୍ତ ପାଇଁ ଔଷଧ କମ୍ପାନୀମାନେ ଖୁବ ଖର୍ଚ୍ଚ
Read More...

ପ୍ରଭୁ ରାମଙ୍କ ଅଭିଷେକ କଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଲଣ୍ଡନ: ଅଯୋଧ୍ୟାରେ ଗତ ୫ ତାରିଖରେ ଶ୍ରୀରାମମନ୍ଦିର ଭୂମି ପୂଜନ ସମୟରେ ଦେଶ ବିଦେଶରେ ଏଥିପାଇଁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚନା ହୋଇଛି । ଆମେରିକାର ଟାଇମ୍ସ ସ୍କୋୟାରଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଶ୍ରୀରାମଙ୍କ ଡ଼ିଜିଟାଲ ଛବି ପ୍ରଦର୍ଶିତ ହୋଇଛି । ଏବେ ଆଉ
Read More...

ଟିକ୍‌ଟକ୍‌, ୱିଚାଟ୍‌କୁ ନିଷିଦ୍ଧ କଲା ଆମେରିକା

ୱାଶିଂଟନ: ଶେଷରେ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଏବଂ ୱିଚାଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁବାର ବିଳମ୍ବିତ ରାତିରେ ଏହି ୨ଟି ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଆଦେଶନାମାରେ ହସ୍ତାକ୍ଷର
Read More...

ଜାଣନ୍ତି କି? ଏବେ ବି ଥାଇଲାଣ୍ଡର ରାଜା ହେଉଛନ୍ତି ‘’ରାମ’’

ଉତ୍ତରପ୍ରଦେଶସ୍ଥିତ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଓ ଦେଶ ସହ ରାମଙ୍କ ସମ୍ପର୍କର ଅବତାରଣା କରିଥିଲେ । ଏହି ଅବସର​‌ରେ ଥାଇଲାଣ୍ଡ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । କେବଳ ଭାରତ ନୁହେଁ ଥାଇଲାଣ୍ଡରେ ମଧ୍ୟ ଏକ ଅଯୋଧ୍ୟା ଅଛି ।
Read More...

‘ମଡ଼ର୍ଣ୍ଣା’ର କୋବିଡ଼-୧୯ ଟିକାକୁ ମିଳିଲା ସଫଳତା; ମୂଷା ଦେହରେ ପ୍ରୟୋଗ ସଫଳ

ୱାଶିଂଟନ: ଆମେରିକାର ଜୈବ ପ୍ରାଦ୍ୟୋଗିକୀ କମ୍ପାନୀ ମଡ଼ର୍ଣ୍ଣ ଫାର୍ମା ଦ୍ବାରା ବିକଶିତ ଟୀକା ମୂଷାମାନଙ୍କୁ କୋବିଡ଼-୧୯ ସଂକ୍ରମଣରୁ ରକ୍ଷା କରିବା​‌ରେ ସଫଳ ସାବ୍ୟସ୍ତ ହୋଇଛି । କୋବିଡ଼-୧୯ ବିଷାଣୁକୁ ପ୍ରତିହତ କରି ମୂଷାମାନଙ୍କୁ ସୁରକ୍ଷିତ ରଖିବାରେ ଏହି ଟୀକା ସଫଳ ହେବା ଦ୍ବାରା ମଣିଷ
Read More...