Browsing Category

ବିଦେଶ

କାଶ୍ମୀର ପ୍ରସଙ୍ଗରେ ପୁଣି ନିରାଶ ପାକିସ୍ଥାନ

ୱାଶିଂଟନ: ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ପାକିସ୍ଥାନକୁ ଲାଗିଛି ବଡ଼ ଧକ୍କା । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ଦେଶଗୁଡ଼ିକ କାଶ୍ମୁରକୁ ଦ୍ବିପାକ୍ଷିକ ପ୍ରସଙ୍ଗ ଉଲ୍ଲେଖ କରିବା ପରେ ପାକିସ୍ଥାନ ପୁଣିଥରେ ନିରାଶ ହୋଇଛି । ନିରାପତ୍ତା ପରିଷଦର ସଦସ୍ୟ ରାଷ୍ଟ୍ରଗୁଡ଼ିକ
Read More...

ଚୀନରେ ବ୍ୟାପୁଛି ଆଉ ଏକ ଭୂତାଣୁ; ୭ ମୃତ, ୬୦ ଆକ୍ରାନ୍ତ

ବେଜିଂ: କରୋନା ପରେ ଚୀନରେ ଆଉ ଏକ ଭୂତାଣୁ ଯୋଗୁ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ସଂକ୍ରମିତ ହୋଇଥିବା ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ସୂଚନା ଅନୁସାରେ, ଏହି ଭୂତାଣୁ ଏକ କୀଟଠାରୁ ମଣିଷକୁ
Read More...

ବେରୁଟ ବିସ୍ଫୋରଣ – ୧୩୫ ମୃତ, ୫ହଜାର ଆହତ

ବେରୁଟ: ଲେବାନନ ରାଜଧାନୀ ବେରୁଟର ବନ୍ଦରାଞ୍ଚଳରେ ମଙ୍ଗଳବାର ରାତିରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୩୫ରୁ ଅଧିକଙ୍କ ମୃତ୍ୟୁ ଘଟିଥିବାବେଳେ ୫୪ହଜାରରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ବିସ୍ଫୋରଣ ୩.୩ ମାତ୍ରାର ଭୂକମ୍ପଠାରୁ ଅଧିକ ଥିଲା। ବେରୁଟ
Read More...

ଅଜବ ଆମେରିକା: କରୋନା ରୋଗୀଙ୍କୁ ନେଇ ପାର୍ଟି

ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତା କରିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖିବାକୁ ମିଳିଛି ଅଭୂତପୂର୍ବ ଦୃଶ୍ୟ । କରୋନା ସଂକ୍ରମଣ ଓ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ସର୍ବାଧିକ ରହିଛି । କିନ୍ତୁ ଏବେ ସେଠାରେ ଅତି ବିଚିତ୍ର କଥା ଘଟୁଛି । ଆମେରିକାର ବହୁ ଯୁବକ, ଯୁବତୀ ଓ
Read More...

ବିରୁଟ୍ ବିସ୍ଫୋରଣ ଭୟାବହ ଆକ୍ରମଣ ସଦୃଶ : ରାଷ୍ଟ୍ରପତି ଟ୍ରମ୍ପ୍

୭୮ ପ୍ରାଣହାନୀ ଓ ପ୍ରାୟ ୪୦୦୦ ଆହତ ହୋଇଥିବା ସୂଚନା ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, ମଙ୍ଗଳବାର ଦିନ ବିରୁଟ୍‌ରେ ହୋଇଥିବା ବିଶାଳ ବିସ୍ଫୋରଣ ଭୟାବହ ବୋମା ଆକ୍ରମଣ ପରି ମନେହେଉଥିବା କଥା ତାଙ୍କୁ ଆମେରିକୀୟ ଜେନେରାଲ୍‌ମାନେ କହିଛନ୍ତି। ଏଠାରେ ସୂଚାଇ
Read More...

ମୁଠାରେ ଧରିହେବ ଏହି ମହିଳାଙ୍କ ଅଣ୍ଟା: କୁହନ୍ତି, ପ୍ରାକୃତିକ ଭାବେ ପାଇଛନ୍ତି ଏପରି ଫିଗର୍‍

ମିଆଁମାର: ମିଆଁମାରରେ ବାସ କରୁଥିବା ଜଣେ ମହିଳା ନିଜ ଅଣ୍ଟାକୁ ନେଇ ଏବେ ଚର୍ଚ୍ଚାରେ। ୨୩ ବର୍ଷିୟା ଏହି ମହିଳାଙ୍କ ନାମ ସୁ ନିଆଙ୍ଗ। ନିଜ ଅଣ୍ଟା ପାଇଁ ଏହି ମହିଳା ଅନ୍‍ଲାଇନ୍‍ ସେନ୍ସେସନ୍‍ ପାଲଟିଯାଇଛନ୍ତି। ବାସ୍ତବରେ ସୁଙ୍କ ଅଣ୍ଟା ଏତେ ପତଳା ଯେ ହାତ ମୁଠାରେ ଧରିହେବ। ସୁଙ୍କ
Read More...

ଆଫଗାନିସ୍ତାନ କାରାଗାର ବିସ୍ଫୋରଣ, ନେତୃତ୍ବ ନେଇଥିଲା କେରଳୀ ଯୁବକ

କାବୁଲ: ଆଫଗାନିସ୍ତାନର ଜଲାଲାବାଦସ୍ଥିତ କାରାଗାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନେତୃତ୍ବ କେରଳ ଯୁବକ ନେଇଥିବା ସୂଚନା ମିଳିଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ରବିବାର ରାତିରେ ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ କଏଦୀ, ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ୨୯ଜଣ
Read More...

ସଫଳତାର ସହ ଓହ୍ଳାଇଲା ସ୍ପେସ ଏକ୍ସ ଡ୍ରାଗନ୍

ୱାଶିଂଟନ- ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ମିଳିତ ମହାକାଶ ଯାନ ସଫଳ ହୋଇଛି । ମହାକାଶଚାରୀ କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଭୂପୃଷ୍ଠକୁ ଅବତରଣ କରିଛନ୍ତି । ମହାକାଶଚାରୀ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚୁ୍ୟଟ୍ ଦ୍ୱାରା
Read More...

ଚାଇନା ଷ୍ଟୋର୍‌ରୁ ଆପଲ୍‌ ହଟାଇଲା ୨୯,୮୦୦ ଆପ୍

ନୂଆଦିଲ୍ଲୀ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ । ଗବେଷଣା ସଂସ୍ଥା ‘କ୍ବିମାଇ’
Read More...

ଚୀନ :ସରକାରୀ ହ୍ୟାକର୍ଙ୍କ ଟାର୍ଗେଟ୍ ଓ ମଡର୍ଣ୍ଣା ଟିକା

ୱାସିଂଟନ: ଆମେରିକାର ଅଗ୍ରଣୀ ଭେଷଜ କମ୍ପାନି ମଡର୍ଣ୍ଣା ଦ୍ୱାରା ବିକଶିତ କୋଭିଡ୍ ଟିକାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଡ଼ପ କରିନେବା ପାଇଁ ଚୀନ୍ ସରକାରଙ୍କ ସହ ସଂପୃକ୍ତ ସାଇବର ହଡ଼ପକାରୀମାନେ ଉଦ୍ୟମ କରିଥିଲେ ବୋଲି ଆମେରିକୀୟ ସୁରକ୍ଷା ସଂସ୍ଥା ପକ୍ଷରୁ ଜଣାଯାଇଛି । ଆମେରିକାରେ ଦୁଇ ଜଣ ଚୀନ୍
Read More...