Browsing Category

ବିଦେଶ

ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇ ମହିଳା ହକି କ୍ୱାର୍ଟର-ଫାଇନାଲ୍‌ରେ

ଟୋକିଓ: ଶନିବାର ଦିନ ଟୋକିଓ ଅଲିମ୍ପିକ୍ସ୍‌ରେ ଚୂଡ଼ାନ୍ତ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ ଆଫ୍ରିକାକୁ ୪-୩ରେ ପରାସ୍ତ କରି କ୍ୱାର୍ଟର-ଫାଇନାଲ୍ ସ୍ତରକୁ ଆସିଛି । ଏହି ମ୍ୟାଚ୍‌ରେ ଭାରତର ବନ୍ଦନା କାଟାରିୟା ମଧ୍ୟ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ମ୍ୟାଚ୍ ଫଳାଫଳ ଯାହା
Read More...

ନିରାଶ କଲେ ଦୂତି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ମହିଳା ଶହେ ମିଟର ଦୌଡ଼ରେ ଦୂତି ଚାନ୍ଦ ରାଜ୍ୟବାସୀଙ୍କୁ ନିରାଶ କରିଛନ୍ତି । ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଛନ୍ତି । ୫ମ ହିଟ୍‌ରେ ଥିବା ଦୂତି ସପ୍ତମ ସ୍ଥାନରେ ରହିଥିଲେ । ମୋଟ୍ ଉପରେ ସେ ୪୫ତମ ସ୍ଥାନରେ ରହିଥିଲେ । ଏପରିକି ସେ ନିଜର ରେକର୍ଡରେ
Read More...

ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ପଦକ ପାଇ ସାରିଥିବା ବେଳେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍ । କାରଣ ସେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲ୍‌ରେ ଲଭଲିନା ତାଇପେଇର ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ଚେନ୍
Read More...

ଆମେରିକାରେ ଫେରିଲା ମାସ୍କ ପରିଧାନ

ନ୍ୟୁୟର୍କ: ଆମେରିକାରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ଆଉ ୬୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଥିବା ଦେଖି ପୁଣି ମାସ୍କପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା
Read More...

ବିଜୟ ଧାରାରୁ ଭାରତୀୟ ହକିର ଅଭିଯାନ

ଟୋକିଓ ଅଲମ୍ପିକିରେ ଭାରତୀୟ ପୁରୁଷ ହକି ଟିମ୍ ଆଜି ନିଉଜଲ୍ୟାଣ୍ଡକୁ ୩-୨ ଗୋଲରେ ହରାଇ ବିଜୟ ଅଭିଜାନ ଆରମ୍ଭ କରିଛି । ହକିରେ ଭାରତୀୟ ଟିମ୍ ପ୍ରଥମରୁ ଭାରି ପଡି ୩-୧ ଗୋଲରେ ଆଗୁଆ ରହିଆସିଥିଲେ । ସେହିପରି ଭାରତୀୟ ଶୁଟର ସୌରଭ ଚୌଧୁରୀ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍‌କୁ ଉନ୍ନୀତ
Read More...

ରୌପ୍ୟ ପଦକ ଜିତିଲେ ମୀରାବାଇ

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମଣିପୁରର ୨୬ ବର୍ଷ ବୟସ୍କା ଭାରୋତୋଳନକାରୀ ମୀରାବାଈ ଚାନୁ । ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ସେ ସ୍ନାଚ୍‌ରେ ୮୭ ଓ
Read More...

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ଆଜି

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍‍ ମ୍ୟାଚ୍‍ ଆଜି କଲମ୍ବୋର ଆର୍‍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ପୂର୍ବର ଦୁଇଟିଯାକ ମ୍ୟାଚ୍‍ ଜିତି ସାରିଥିବାରୁ ଏହି ମ୍ୟାଚ୍‍ ଜିତି ସିରିଜ ମୂଳପୋଛ କରିବା ଲାଗି ଲାଗି ଉଦ୍ୟମ କରିବ ବୋଲି ଆଶା
Read More...

ଶେର ବାହାଦୂର ଦେଉବା ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ କଂଗ୍ରେସର ସଭାପତି ଶେର ବାହାଦୂର ଦେଉବା ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ନେପାଳ ସୁପ୍ରିମକୋର୍ଟ ଆଜି ଏହି ନିର୍ଦେଶ ଦେବା ସଙ୍ଗେ ସଙ୍ଗେ ୫ମାସ ମଧ୍ୟରେ ଦ୍ୱିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି ।ଲୋକସଭା ଭାଙ୍ଗିବା ବିରୋଧରେ ମୋଟ ୩୦ଟି ରିଟ୍
Read More...

ବାଗଂଲା ଜୁସ୍ ଫ୍ୟାକ୍ଟି୍ରରେ ନିଆଁ : ୫୨ ଜୀବନ୍ତ ଦଗ୍ଧ

ଢାକା : ବଗଂଲା ଦେଶର ଢାକା ସ୍ଥିତ ଏକ ଜୁସ ଫ୍ୟାକ୍ଟରିରେ ଆଜି ଅଗ୍ନିକାଣ୍ଡ ଘଟି ୫୨ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିବାବେଳେ
Read More...

୧୪ ବର୍ଷରେ ଦ୍ୱିଗୁଣ ବଢିଛି ବିଶ୍ୱ ତାପମାତ୍ରା

ନ୍ୟୁୟର୍କ: ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ସବୁଠାରୁ ଗଭୀର ଚିନ୍ତାଜନକ ଏବଂ ସମ୍ବେଦନଶୀଳ ବଷୟ ହୋଇଥିବାବେଳେ ପୃଥିବୀର ତାପମାତ୍ରା ଦ୍ୱିଗୁଣ ବୃଦ୍ଧି ପାଇଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ କୁହାଯାଇଛି । ନାସା
Read More...