Browsing Category

ବିଦେଶ

ରୁଷ ଓ ଚାଇନା ଭ୍ୟାକସିନକୁ ବ୍ୟବହାର କରିବନି ଆମେରିକା

ୱା ଶିଂଟନ-ରୁଷ ଓ ଚାଇନା ପ୍ରସ୍ତୁତ କରୋନା ଟିକା ବ୍ୟବହାର କରିବନି ଆମେରିକା ତେବେ ଆମେରିକା ସଂକ୍ରମଣ ରୋକ ବିଶେଷଜ୍ଞ ଆନ୍ଥୋନି ଫାଉସ କହିଛନ୍ତି ରୁଷ ଓ ଚାଇନା ଟିକାକୁ ବ୍ୟବହାର କରିବ ନାହିଁ । କାରଣ ଏମାନେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା ବେଳେ ବ୍ୟବହାର
Read More...

ମାସ୍କକୁ ପେଟ୍ରୋଲରେ ସଫା କରିପାରିବେ

ମନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡିଗୋ ଦୁର୍ତେତେ ମାସ୍କ ସଫା କରିବା ନେଇ ସ୍ତମ୍ବିଭୂତ ପରାମର୍ଶ ଦେଇଛନ୍ତି । ତାଙ୍କର କହିବା କଥା ହେଉଛିଯେ, ମାସ୍କ ସଫା କରିବା ଲାଗି ପେଟ୍ରୋଲର ବ୍ୟବହାର କରାଯାଉ । ରାଷ୍ଟ୍ରପତିଙ୍କ ଏହି ଅଦ୍ଭୁତ ପରାମର୍ଶ ପରେ ତାଙ୍କର ମୁଖପାତ୍ର ମାମଲାକୁ ଚର୍ଚ୍ଚିତ
Read More...

ଟିକ୍ ଟକ୍ ଉପରେ ଅଙ୍କୁଶ ଲଗାଇବ ଆମେରିକା

ନୂଆଦିଲ୍ଲୀ- କରୋନା ମହାମାରୀ ପରଠାରୁ ଚୀନ ସହ ଆମେରିକାର ସଂପର୍କ ତିକ୍ତ ହେବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଘଂଟା ମଧ୍ୟରେ ଚାଇନା  ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବକୁ ନିଷ୍ପତି ନେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ଟିକ୍ ଟକ୍ ବ୍ୟାନ କରିବାକୁ
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ହରମ୍ୟାନ କ୍ୟାନଙ୍କ ମୃତ୍ୟୁ

ୱାଶିଂଟନ: କରୋନା ମହାମାରୀକୁ ଖାତିର ନକରି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ଆମେରିକୀୟ ବ୍ୟବସାୟୀ ବା ରାଷ୍ଟ୍ରପତି ପଦ ପାଇଁ ଲଢେଇ କରୁଥିବା ପୂର୍ବତନ ପ୍ରାର୍ଥୀ ହରମ୍ୟାନ କ୍ୟାନଙ୍କ ପରଲୋକ ହୋଇଛି । କ୍ୟାନ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ସେ ଟ୍ରମ୍ପଙ୍କ ଟୁଲାସା ରାଲିରେ
Read More...

ତାଲିବାନ ବୋମା ବିସ୍ଫୋରଣରେ ୮ ମୃତ

କାବୁଲ: ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ଆଫଗାନିସ୍ତାନର ମଧ୍ୟ ଲୋଗାଲ ରାଜ୍ୟରେ ରାଜଧାନୀ ପୁଲ-ଏ-ଆଲମ ସହରରେ ଘଟିଛି । ମାତ୍ର ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୈାଣସି ସଂଗଠନ ନିଜକୁ ଦାୟୀ
Read More...

ବିଶ୍ୱ ହେପାଟାଇଟିସ୍ ଦିବସ

ହେପାଟାଇଟିସ୍ ଏକ ମାରାତ୍ମକ ଭୂତାଣୁ ବା ଭାଇରସ୍ । ୧୯୮୯ରେ ଏହି ଭୂତାଣୁ ଆବିଷ୍କୃତ ହୋଇଥିଲା । ଏହି ଭୂତାଣୁ , ମଣିଷକୁ ଆକ୍ରାନ୍ତ କରିବା ପରେ , ଅନେକ ସମୟରେ ସଙ୍ଗେସଙ୍ଗେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଲମ୍ବା ବ୍ୟବଧାନ, ଏପରିକି କୋଡ଼ିଏ-ପଚିଶି ବର୍ଷ ପରେ ଲକ୍ଷଣ ଦେଖାଦେଇପାରେ
Read More...

ଚୀନରେ ୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବେଜିଂ: ଚୀନରେ ସୋମବାର ୬୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ମାସ ପରଠାରୁ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଚୀନରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆସିବା ଆଶଙ୍କା ପ୍ରକାଶ ପାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ପଶ୍ଚିମ ସିନ୍‌ଜିୟାଙ୍ଗ
Read More...

ଋଷ ଦେଲା ଚୀନକୁ ଝଟକା : ଏସ୍-୪୦୦ କ୍ଷେପଣାସ୍ତ୍ର ଚୀନକୁ ନୁହେଁ,ଭାରତକୁ ମିଳିବ

ମସ୍କୋ: ଚୀନକୁ ବଡ ଝଟକା ଦେଇଛି ଋଷ ।ପ୍ରଚଣ୍ଣ ଶକ୍ତିଶଳୀ କୁହାଯାଉଥିବା ଏବଂ ବାୟୁରୁ ବାୟୁରେ ପ୍ରତିପକ୍ଷ ବିମାନକୁ ଧ୍ୱସଂ କରିବାକୁ ସକ୍ଷମ ଏସ୍-୪ହହ କ୍ଷେପଣାସ୍ତ୍ର ସିଷ୍ଟମ ରୋକିବା ନିମନ୍ତେ ସୂତ୍ର ସନ୍ଧାନ କରିବାର ଚୀନ ଗୁଇନ୍ଦା ଲାଗିଥିବା ମସ୍କୋ ଅଭିଯୋଗ କରିଥିଲା ।ସେଂଟ
Read More...

ସ୍କଚ୍ ହୁଇସ୍କି ଦିବସ

ପ୍ରତିବର୍ଷ ଜୁଲାଇ ୨୭ ତାରିଖରେ ‘ସ୍କଚ୍ ହୁଇସ୍କି ଦିବସ’ ପାଳନ କରାଯାଏ । ସ୍କଚ୍ ହୁଇସ୍କିର ଜନ୍ମ ସ୍କଟ୍ଲାଣ୍ଡରେ ହୋଇଥିଲା । ଏହା ପ୍ରଥମେ ଘରୋଇ ଭାବେ ପ୍ରସ୍ତୁତ କରାଯାଉଥିଲା । ପ୍ରଥମ ବ୍ୟବସାୟିକ ଉତ୍ପାଦନ ୧୪୯୫ରେ ଜଣେ ସନ୍ୟାସୀ ଜନ୍ କୋର୍ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେ
Read More...

ଉତ୍ତର କୋରିଆରେ ପ୍ରଥମ କରୋନା ଚିହ୍ନଟ

ଉତ୍ତର କୋରିଆ : ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି । କରୋନାର ପ୍ରଥମ ମାମଲା ଚିହ୍ନଟ ପରେ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘଷଣା କରିଛନ୍ତି । କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ
Read More...