Browsing Category

ବିଦେଶ

ଆମେରିକା ଚୀନ୍ ମଧ୍ୟରେ ବଢୁଛି ବିବାଦ

ବେଜିଂ: କରୋନା ମହାମାରୀ ପରଠୁ ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚୀନରେ ଥିବା ଆମେରିକା ବାଣିଜି୍ୟକ ଦୁତବାସକୁ ଚେଙ୍ଗଡୁ ବନ୍ଦ କରିବାପାଇଁ କହିଛି ଚୀନ୍ । ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆମେରିକାର ହ୍ୟୁଷ୍ଟନରେ ଥିବା ଚୀନର ଦୂତବାସକୁ ୭୨
Read More...

୩ୟ ଥର ପାଇଁ କରୋନା ପଜିଟିଭ୍

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋଙ୍କ ନମୁନା ଆଉ ଥରେ ପରୀକ୍ଷା କରାଯାଇଥିଲା । ଏଥରକ ବି ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛିି । ଜୁଲାଇ ୭ରୁ ଏ ପର୍ଯ୍ୟନ୍ତ ସେ ତିନି ଥର କରୋନା ପଜିଟିଭ ବାହାରିସରିଲେଣି । ବୋଲସୋନାରୋ ହେଉଛନ୍ତି ବିଶ୍ୱର ଏପରି ଏକ ନେତା ,
Read More...

ପିତା-ମାତାଙ୍କ ହତ୍ୟାର ପ୍ରତିଶୋଧ ନେଲା ଝିଅ

କାବୁଲ: କଥାରେ ଅଛି ବାପା, ମାଙ୍କ ପାଇଁ ପୁଅଝିଅ ମାନେ ଜୀବନ ଦେଇ ଦିଅନ୍ତି , ଦରକାର ପଡିଲେ ତାଙ୍କ ସୁରକ୍ଷା ପାଇଁ ଅନେକ ଜଟିଳ ପଦକ୍ଷେପ ନେଇପାରନ୍ତି । ତେବେ ଏକ ୧୬ ବର୍ଷୀୟ ଝିଅର ପ୍ରତିଶୋଧ ପରାୟଣ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଝିଅଟିର ନାଁ ହେଲା କମର ଗୁଲ । ଦୃଢ
Read More...

‘ଜଙ୍କ୍ ଫୁଡ୍’ ଡେ

ବିଶ୍ୱର କେତେକ ଅଚଂଳରେ ପ୍ରତି ବର୍ଷ ଜୁଲାଇ ୨୧ରେ ‘ଜଙ୍କ୍ ଫୁଡ’ ଦିବସ ପାଳନ କରାଯାଏ । ସାଧାରଣ ଭାବେ ଜଙ୍କ୍ ଫୁଡ୍ ଅର୍ଥ ହେଲା କ୍ୟାଲୋରି ବୁହୁତ ଓ ପୁଷ୍ଟିହୀନ ଖାଦ୍ୟ । ୧୯୫୦ରେ ଆମେରିକାରେ ଏହି ଖାଦ୍ୟ ହଠାତ୍ ଲୋକପ୍ରିୟ ହୋଇଉଠିଥିଲା । କ୍ରମେ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଅଧିକ
Read More...

ସାଉଦି ରାଜା ସଲମାନ୍ ବିନ୍‌ ହସ୍ପିଟାଲରେ ଭର୍ତ୍ତି

ରିୟାଧ: ସାଉଦି ଆରବର ୮୪ ବର୍ଷୀୟ ରାଜା ସଲମାନ୍‌ ବିନ୍‌ ଅବ୍‌ଦୁଲାଜିଜ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାଜଧାନୀ ରିୟାଧସ୍ଥିତ କିଙ୍ଗ୍‌ ଫୈଜଲ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଏ ନେଇ ସାଉଦି ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି। ପତ୍ତାଶୟରେ ପ୍ରଦାହ ଏବଂ
Read More...

ଇସଲାମବାଦରେ ହିନ୍ଦୁମନ୍ଦିର ନିର୍ମାଣ

ପାକିସ୍ତାନ-ଇସଲାମବାଦରେ ନିର୍ମାଣ ହେବ ହିନ୍ଦୁମନ୍ଦିର । ପାକିସ୍ତାନର ଲୋକମାନେ ଏହାକୁ ବିରୋଧ କରଥିବା ବେଳେ ଖାଏବର ପକତୁନଖ୍ୱା ବିଧାନ ସଭାର ଜଣେ ମନ୍ତ୍ରୀ ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି କହିଛନ୍ତି । ପାକିସ୍ତାନ ସରକାର ପ୍ରଥମ ଥର
Read More...

ଭାରତୀୟ ବଂଶୋଦ୍ଭବଙ୍କୁ ବଡ ଦାୟିତ୍ୱ ଦେଲେ ଟ୍ରମ୍ପ

ନ୍ୟୁୟର୍କ- ଭାରତୀୟ ବିଂଶାଦ୍ଭନ ଆଇନଜୀବୀ ସୁଏ ଘୋଷ ଷ୍ଟ୍ରିକଲେଟଙ୍କୁ ଏସିଆ ୟୁଏସିଏଆଇଡିର ସହଯୋଗୀ ପ୍ରଶାସନିକ ଅଧିକାରୀ ଭାବେ ମନୋନୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସିନେଟରେ ପ୍ରସ୍ତାବ ପାରିତ ହେବାପରେ ସୁଏ ଘୋଷ ଏହି ଦାୟିତ୍ୱ ନେବେ । ସୁଏ ଘୋଷ ଟ୍ରମ୍ପଙ୍କ
Read More...

ଇନଂଟରନ୍ୟାସନାଲ ମଣ୍ଡେଲା ଡେ

ଜାତିସଂଘ ର ଅନୁମୋଦନକ୍ରମେ ୧୯୧୦ ରୁ ପ୍ରତିବର୍ଷ ଜୁଲାଇ ୧୮ରେ ‘ମଣ୍ଡେଲା ଦିବସ’ ପାଳନ କରାଯାଉଛି ।୧୯୧୮ ଜୁଲାଇ ଏହି ଦିନରେ ଜନ୍ମ ନେଇଥିଲେ ପ୍ରସିଦ୍ଧ ଆଫ୍ରିକୀୟ ସଂଗ୍ରାମୀ ନେଲ୍ସନ୍ ମଣ୍ଡେଲା । ସେ ସାମାଜିକ ନ୍ୟାୟ ପାଇଁ ୬୭ ବର୍ଷ ସଂଗ୍ରାମ କରିଥିଲେ । ସେଥିରେ ପୁଣି ୨୭ ବର୍ଷ
Read More...

ଚୀନ୍ ବିରୋଧରେ ଆମେରିକାର ଚକ୍ରବ୍ୟୁହ

ୱାଶିଂଟନ: ଚୀନ୍ ବିରୋଧରେ ଆମେରିକା ଏବେ ବଡ ପଦକ୍ଷେପ ନେବାକୁ ଯାଉଛି । ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ , ଚୀନରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟିର ସମସ୍ତ ସଦସ୍ୟ ଏବଂ ସେମାନଙ୍କ ପରିବାର ଲୋକଙ୍କ ଉପରେ ଟମ୍ପ ପ୍ରଶାସନ ଭିସା ବ୍ୟାନ୍ ଲଗାଇବାକୁ ଚିନ୍ତା
Read More...

ଫିଫା ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା

ଦୋହା: କାତାରରେ ଆୟୋଜିତ ହେବ ୨୦୨୨ ଫିପା ବିଶ୍ୱକପ୍ । ଟୁର୍ଣ୍ଣମେଂଟ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ ଶେଷ ହେବ । ୩୨ଟି ଦଳକୁ ନେଇ ୫ଟି ସହରର ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଫିପା ପକ୍ଷରୁ ଆଜି ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା କରାଯାଇଛି । ନଭେମ୍ବର ୨୧ରେ
Read More...