Browsing Category

ବିଦେଶ

୬ଦିନ ପରେ ମିଳିଲା ହଲିଉଡ୍ ଅଭିନେତ୍ରୀଙ୍କ ମୃତଦେହ

ନୂଆଦିଲ୍ଲୀ- ନିଖୋଜ ହେବାର ୬ଦିନ ପରୋ ହଲିଉଡ୍ ଅଭିନେତ୍ରୀ ନାୟା ରିବେରାଙ୍କ ମୃ୍ତଦେହ କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ମିଳିଛି । ଜୁଲାଇ ୮ତାରିଖରେ ନାୟା ତାଙ୍କ ୪ବର୍ଷର ପୁଅକୁ ଧରି ସ୍ୱିମିଙ୍ଗ ଓ ବୋଟିଂ କରିବାକୁ ଯାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତେବେ ବୋଟ୍ରୁ କେବଳ
Read More...

ମାରାତ୍ମକ ହେଉଛି କରୋନା: ହୁ

ନ୍ୟୁୟର୍କ- କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ ଏକ ଭିଡିଓ କନଫରେନସ ଜରିଆରେ କହିଛନ୍ତି । ସ୍ଥିତିରେ ସୁଧାର ଆସିବା ପାଇଁ ସମୟ ଲାଗିବ । ରାଜନୀତିକ ବ୍ୟକ୍ତିଙ୍କ ନାମ ନନେଇ ପରୋକ୍ଷରେ ଟେଡ୍ରୋସ
Read More...

ମା ତୋ ପରି କେହି ନାହିଁ

ଆରିଜୋନା: ମା ତୋ ପରି କେହି ନାହିଁଁ । ଏହି ବାସ୍ତବ ଉକ୍ତିକୁ ସତ କରଛନ୍ତି ଏମିତି ଜଣେ ମା , ଯିଏ ନିଜ ସନ୍ତାନକୁ ବଂଚାଇବାକୁ ଯାଇ ନିଜେ ନିଆଁ ରେ ଜିଅନ୍ତା ଦଗ୍ଧ ହୋଇଛନ୍ତି । ଏଭଳି ଏକ ହୃଦୟ ବିଦାରଖ ଘଟଣା ଦେଖିବାକୁ ମିଳିଛି ଆମେରିକାର ଆରିଜୋନାରେ । ଏକ ତିନିମହଲା କୋଠା ନିଆଁ
Read More...

ବ୍ୟବହୃତ ମାସ୍କକୁ ପୁଣି ବ୍ୟବହାର ଯୋଗ୍ୟ: ‘ଚକର ଦେ କୋଭ’

ନୂଆଦିଲ୍ଲୀ- କରୋନା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ପାରିବାରିକ ଖର୍ଚ୍ଚ ସହ ମାସ୍କ କିଣା ଖର୍ଚ୍ଚ ମଧ୍ୟ ମିଶିଯାଇଛି । ଏଥିସହ କିଛି ମାସ୍କ ପରିବେଶ ଉପଯୋଗୀ ମଧ୍ୟ ନୁହେଁ । ତେଣୁ ସମସ୍ତଙ୍କୁ ଏନ-୯୫ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି । ହେଲେ ଏହି ମାସ୍କ ବଜାର
Read More...

ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନର ରାଜକୁମାର

ବ୍ରିଟେନ: ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କରୋନା ଭାଇରସ ମହାମାରୀ ମଧ୍ୟରେ ଭାରତୀୟ ଜୀବନ ଶୈଳୀକୁ ପ୍ରସଂସା କରିଛନ୍ତି । ଦେଶର ବିବିଧତା ଓ ଏକତା ହେଉଛି ତାଙ୍କ ପାଇଁ ବ୍ୟକ୍ତିଗତ ପ୍ରେରଣା,ଏବଂ ଏହା ସମସ୍ତେ ଶିଖିବା ଉଚିତ୍ । ଲଣ୍ଡନ ୱେଲ୍ସର ଏହି ରାଜକୁମାର ଇଣ୍ଡିଆ ଗ୍ଲୋବାଲ ୱିକରେ ଭାଷଣ ଦେଇ
Read More...

ବିଶ୍ୱର ପ୍ରଥମ କରୋନା ଟୀକା ନିରାପଦ ପ୍ରମାଣିତ

ମସ୍କୋ : ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି । ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର ସ୍ୱେଛାସେବୀମାନଙ୍କ ଉପରେ ଏହାର କ୍ଲିନିକାଲ କରୀକ୍ଷା ସଫଳତାର ସହିତ ଶେଷ ହୋଇଥିବା ଟ୍ରାଞ୍ଜିସିନାଲ ମେଡିସିନ୍ ଏବଂ ବାୟୋଟେକ୍ନୋଲୋଜି
Read More...

ନେପାଳରେ ଭୂସ୍ଖଳନ: ୧୧ମୃତ ୨୩ ନିଖୋଜ

କାଠମାଣ୍ଡୁ- ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଶନିବାର ପ୍ରବଳ ବର୍ଷା ଯୋଗୁ ମାୟାଗଡି ଜିଲ୍ଲାରେ ଭୂସ୍କଳନ ଘଟି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ନିଖୋଜ ଅଛନ୍ତି । ମାରାଙ୍ଗଠାରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଠାରେ ୧୧ଜଣ ଏବେ ଯାଏ ନିଖୋଜ ଅଛନ୍ତି ।
Read More...

କାନ୍ଦିପକାଇଲେ ଘେବ୍ରିୟିସସ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ନିଜକୁ ପ୍ରତ୍ୟାହାର କରିନେବା ପରେ ଏହାର ମୁଖ୍ୟ ଟେଡ୍ରସ ଆଢାନମ୍ ଘେବ୍ରିୟିସସ ଉଦବୋଧନ ଦୁଃଖପ୍ରକାଶ କରିଛନ୍ତି । ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଲା ବେଳେ ସେ ବାଷ୍ପରୁଧ ହୋଇଯାଇଥିଲେ । ସେ କହିଛନ୍ତି ଯେ ସମ୍ପ୍ରତି
Read More...

ଚାଇନା ଠାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ଟିକଟକ୍

ନୂଆଦିଲ୍ଲୀ: ଭାରତ ୫୯ଟି ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାଇବା ପରେ ଚୀନ୍ କମ୍ପାନୀଗୁଡିକୁ ବହୁ କ୍ଷତି ସହିବାକୁ ପଡୁଛି । କ୍ଷତି ହେତୁ ଟିକଟକ୍ ପ୍ୟାରେଂଟ୍ କମ୍ପାନୀ ବାଇଟ୍ ଡାନ୍ସ ଏହାର ମୁଖ୍ୟାଳୟକୁ ଚୀନ୍ ରୁ ହଟାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି । ସୂଚନାଅନୁସାରେ
Read More...

ନେପାଳରେ ଭୂସ୍ଖଳନ ୪୪ ଜଣ ନିଖୋଜ

କାଠମାଣ୍ଡୁ- ନେପାଳରେ ଭୂସ୍ଖଳନ ଘଟି ୪୪ ଜଣ ନିଖୋଜ ହୋଇଯାଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୩ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭୂସ୍ଖଳନ ଘଟିଛି । ଏହି ଜିଲ୍ଲାଗୁଡିକ ହେଲା ଭୟାଗଡି, ଜାଜରକୋଟ ଏବଂ ସିନ୍ଧୁପାଲଚୋକ । ଭୂସ୍ଖଳନ ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ନିଖୋଜ ରହିଥିବା
Read More...