Browsing Category

ବିଦେଶ

ମହାକାଶରେ ବ୍ୟାଟେରୀ ମରାମତି କଲେ ମହାକାଶଚାରୀ

ୱାଶିଂଟନ: ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ର ବ୍ୟାଟେରୀ ମରାମତି ହୋଇଛି । ନାସାର ମହାକାଶଚାରୀ କ୍ରିସ କ୍ୟାସିଡି ଏବଂ ରବର୍ଟ ବେହନକେନ ଏହି ମରାମତି କରିଛନ୍ତି । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସ୍ପେସ ୱାକ୍ କରି ଆଇଏସଏସରେ ଖରାପ ହୋଇଯାଇଥିବା ବ୍ୟାଟେରୀର
Read More...

ଦେଶର ୮୩ ଟନ୍ ସୁନା ନକଲି

ବେଜିଂ: ସାରା ବିଶ୍ୱରେ ଚୀନ୍ ନିଜ ନକଲି ଜିନିଷ ବିକ୍ରି କରିବା ନେଇ ଖୁବ୍ ବଦନାମ୍ ଥିବାବେଳେ ଚୀନ୍ର ଗୋଲ୍ଡ ରିଜର୍ଭର ୮୩ ଟନ୍ ସୁନା ନକଲି ବୋଲି ଜଣାପଡିଛି । ଜିରୋ ହେଜ୍ ନାମକ ୱେବସାଇଟର ରିର୍ପୋଟ ଅନୁସାରେ କିଙ୍ଗଗୋଲ୍ଡା ଜୁଏଲାରୀ ଉହାନରେ ରହିଛି । ଏହା ଚୀନ୍ରେ ୧୪ ଫାଇନାନ୍ସିଆଲ
Read More...

ହଙ୍ଗକଙ୍ଗ ଲାଗୁ ହେଲା ଚୀନ ଆଇନକାନୁନ

ନୂଆଦିଲ୍ଳୀ: ବିଶ୍ୱ ଉପରେ କବ୍ଚା କରିବାକୁ ଚାହୁଁଥିବା ଚୀନ୍ ଏବେ ହଙ୍ଗକଙ୍ଗ ଉପରେ ନିଜର ବଡଭାଇ ପଣିଆ ଜାହିର୍ କରିବା ଆରମ୍ଭ କରିଛି ।ହଙ୍ଗକଙ୍ଗ ଜଣେ ବ୍ୟକ୍ତି ନିଜ ଦେଶର ସ୍ୱାଧୀନତା ପାଇଁ ହାତରେ ପତାକା ଧରି ଛିଡାହୋଇଥିଲେ । ତାଙ୍କୁ ଗିରଫ କରାଯାଇଛି । ଏହା ଚୀନ୍ ଆଇନକାନୁନ ବିରୋଦ୍ଧ ବୋଲି
Read More...

ଜିନପିଙ୍ଗଙ୍କ ବିରୁଦ୍ଧରେ ଜାପାନରେ ବିକ୍ଷୋଭ ପ୍ରଦର୍ଶନ

ଟୋକିଓ: ପଡୋଶୀ ଦେଶଗୁଡିକର ଭୂମି ଉପରେ ଚୀନ୍ ଜବରଦସ୍ତ କବ୍ଚା କରିବାକୁ ଉଦ୍ୟମ କରୁଛି । ଚୀନ୍ ଲଦାଖରେ ଭାରତ ସହିତ ସୀମା ବିବାଦକୁ ତୀବ୍ର କରିବା ସହ ସେପଟେ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ଜାପାନ ସହିତ ମୁହାଁମୁହିଁ ହୋଇଛି । ସମଗ୍ର ବିଶ୍ୱ କରୋନା ଭାଇରସର ମୁକାବିଲା କରିବାରେ ବ୍ୟସ୍ତ
Read More...

ଡ୍ୟୁଟି ସମୟରେ ନମାଜ ପାଠ ମନା

ନୂଆଦିଲ୍ଳୀ: ଚୀନ୍ କମ୍ପାନିର ବରିଷ୍ଟ ଅଧିକାରୀ ମାନେ ସେମାନଙ୍କ ଅଧିନରେ କାମ କରୁଥିବା ପାକ୍ କର୍ମଚାରୀମାଙ୍କୁ ଡ୍ୟୁଟି ସମୟରେ ନମାଜ ପାଠ ଉପରେ ରୋକ୍ ଲଗାଇଛନ୍ତି । ନିର୍ଦେଶ ନମାନିଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପାକ୍ର ମୁସଲମାନ ଧର୍ମଗୁରୁ ।
Read More...

କରାଚିରେ ଆତଙ୍କୀ ହମଲା: ୫ ମୃତ ୩ ଗୁରୁତର

ଶ୍ରୀନଗର: କାରଚି ସ୍ଥିତ ପାକିସ୍ଥାନ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡ୍ଂରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଚାରିଜଣ ଆତଙ୍କବାଦୀ ପାକିସ୍ଥାନ ଷ୍ଟକ୍ ଏସ୍କଚେଞ୍ଜ କୋଠାରେ ପ୍ରବେଶ କରି ଅନ୍ଦାଧୁନିଆ ଗୁଳି ଚଳାଇଥିଲେ । ପାକିସ୍ଥାନି ରେଞ୍ଜର୍ସ ଓ ପୁଲିସ ଘଟଣାସ୍ଥଳରେ ପହଁଚି ୪ ଆତଙ୍କବାଦୀଙ୍କୁ ନିହତ
Read More...

ଭାରତ ସେନାଙ୍କ ମୁକାବିଲା ପାଇଁ ସୀମାକୁ ଚୀନ ପଠାଇଥିଲା ମଲ୍ଲ ଯୋଦ୍ଧା

ବେଜିଂ : ଗଲୱାନ ସଂଘର୍ଷକୁ ନେଇ ଚୀନ ଏବଂ ଭାରତ ଉଭୟ ପରସ୍ପରଙ୍କୁ ଦୋଷାରୋପ କରୁଥିବାବେଳେ ଏହା ଚୀନର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଚୀନ ସ୍ୱୀକାର କରିଛି । ସଂଘର୍ଷ ପୂର୍ବରୁ ସାମରିକ କ୍ରୀଡ଼ାବୀତ୍ ମାର୍ଶାଲ ଆର୍ଟିଷ୍ଟଙ୍କୁ ସୀମାକୁ ପଠାଯାଇଥିଲା ବୋଲି ଚୀନ ନ୍ୟାସନାଲ ଡ଼ିଫେନ୍ସ ନ୍ୟୁଜ
Read More...

କୋଭିଡ୍-୧୯ର ଆଉ ତିନି ନୂଆ ଲକ୍ଷଣ

ନୂଆଦିଲ୍ଲୀ: ) କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ସାମିଲ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ସଂସ୍ଥାନ ‘ଦ ସେଣ୍ଟର୍‌ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ (ସିଡିସି)। ଏହି ନୂତନ ଲକ୍ଷଣ ହେଉଛି ନାସିକା ରୁନ୍ଧି ହେବା ବା ସିଙ୍ଘାଣି ବୋହିବା, ବାନ୍ତି
Read More...

୨୯ରେ ଖୋଲିବ କର୍ତାରପୁର କରିଡ଼ର

ଇସଲ୍ଲାମାବାଦ : ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ଜୁନ ୨୯ରେ ଖୋଲିବ ପାକିସ୍ତାନର କର୍ତାରପୁର କରିଡ଼ର । ଏଥିପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ମହାରାଜା ରଣଜିତ ସିଂହଙ୍କ ପୂଣ୍ୟ ତିଥି ଅବସରରେ
Read More...

ଲାଡେ଼ନଙ୍କୁ ସହିଦ ଆଖ୍ୟା ଦେଇ ଇମ୍ରାନ ସମାଲୋଚିତ

ଇସ୍ଲାମାବାଦ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାକିସ୍ତାନ ସଂସଦରେ ଉଦ୍ବୋଧନ ଦେବା ଅବସରରେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେ଼ନ୍ ଙ୍କୁ ସହିଦ ସମ୍ବୋଧନ କରିି ସମାଲୋଚିତ ହୋଇଛନ୍ତି । ଇମ୍ରାନଙ୍କ ଏହିି ବୟାନ ପାଇଁ ତାଙ୍କୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି ।
Read More...