Browsing Category

ବିଦେଶ

ଜର୍ମାନୀରୁ ସେନା ହ୍ରାସ କଲା ଆମେରିକା

ନୂଆଦିଲ୍ଲି: ଭାରତ ଓ ଚୀନ୍ ମଧ୍ୟରେ ସୀମା ଉତେଜନା ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ ଆସିଛି ଏକ ବଡ ଆଶ୍ୱାସନା । ଜର୍ମାନୀରେ ମୁତୟନ ସୈନ୍ୟ ସଂଖ୍ୟା ହ୍ରାସ କରି ଚୀନ ସୀମା ସଂଲଗ୍ନ ଅଞ୍ଚଳରେ ମୁତୟନ କରିବାକୁ ଆମେରିକା ବିଚାର ବିମର୍ଷ ଚଳାଇଛି । ବ୍ରସେଲସ୍ ଭର୍ଚୁଆଲ ସାମ୍ବାଦିକ
Read More...

ଏକ କୋଟି ଛୁଇଁବ କୋରନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା : ବିଶ୍ୱରେ କରୋନା ପ୍ରଭାବ ଦନକୁ ଦିନ ବଢି ଚାଲିଥିବାବେଳେ ଆସନ୍ତା ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଂଚିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି । ସଂଗଠନର ମହା ନିଦେ୍ର୍ଧଶକ ଟେଡେ଼୍ରାସ ଆଦାନମ୍ ଗେବ୍ରେଏସସ୍ ଏନେଇ ସୂଚନା ଦେଇଛନ୍ତି । ସାଉଦି
Read More...

ତିନି ଜଣରେ ଜଣେ ପାଇଲଟଙ୍କ ଲାଇସେନ୍ସ ଜାଲ

ଇସ୍ଲାମାବାଦ : ପାକିସ୍ତାନର ଯାତ୍ରୀବାହୀ ବିମାନ ଉଡାଉଥିବା ୩୦ ପ୍ରତିଶତ ପାଇଲଟଙ୍କ ଲାଇସେନ୍ସ ଜାଲ । ଆବଶ୍ୟକ ତାଲିମ୍ ନ ନେଇ ଲାଂଚ ଦେଇ ଲାଇସେନ୍ସ ପାଇଥିବା ଜଣାପଡ଼ିଛି । ନ୍ୟାସନାଲ ଆସେମ୍ବ୍ଲି ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରୱାର ଖାଁ କରାଚୀଠାରେ ହୋଇଥିବା
Read More...

କରୋନାର ନୂତନ ଲକ୍ଷଣ : ଚିନ୍ତାରେ ଡ଼ାକ୍ତର

ମେକ୍ସିକୋ : ବିସ୍ମିତ କରୁଛି କୋଭିଡ଼ ଭୂତାଣୁର ନୂତନ ରୂପ । ମେକ୍ସିକୋରେ ଏକାସଙ୍ଗରେ ଜନ୍ମ ନେଇଥିବା ୩ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ମାତ୍ର ସେମାନଙ୍କ ମାତା ପିତା କୋରନା ଆକ୍ରାନ୍ତ ନୁହନ୍ତି । ଫଳରେ ଡ଼ାକ୍ତରଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି । ତେଣୁ ଏ ସମ୍ପର୍କରେ ଆରମ୍ଭ
Read More...

୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଷ୍ଟିଭ୍ ବିଙ୍ଗ୍

ନୂଆଦିଲ୍ଲୀ: ଡିପ୍ରେସନ୍ରେ ରହି ୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ହଲିଉଡ ପ୍ରଯୋଜକ ଷ୍ଟିଭ୍ ବିଙ୍ଗ୍ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା ଜଣାପଡିଛି । କରୋନା ଭାଇରସ୍ ପାଇଁ ଷ୍ଟିଭ୍ ଆଇସୋଲେସନରେ ଥିଲେ ଏହି କାରଣରୁ ସେ ଡିପ୍ରେସନକୁ ଯାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
Read More...

ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂ-କମ୍ପ

ମେକ୍ସିକୋ- ଦକ୍ଷିଣ ମେକ୍ସିକୋର ପ୍ରଶାନ୍ତ ମହାସାଗର ଉପକୂଳରେ ବଡଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ।ରିକ୍ଟର ସ୍କେଲେରେ ଏହାର ତ୍ରୀବତା ୭.୪ ରହିଥିଲା । ଏହି ଭୂମିକମ୍ପରେ ଛଅ ଜଣ ବ୍ୟକ୍ତିଙ୍କ ମୃତ୍ୟ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ଏହାର ପ୍ରଭାବରେ ୨୦୦ ଘର ନଷ୍ଟ ହୋଇଛି ।
Read More...

ମୁଁହ ଖୋଲିଲା ଚୀନ୍ : କମାଣ୍ଡିଂ ଅଫିସର ଓ ଜଣେ ଅଧିକାରୀ ମୃତ

ନୂଆଦିଲ୍ଲୀ : ଗଲୱାନରେ ଏଲ୍ଏସି ନିକଟରେ ହୋଇଥିବା ସଂଘର୍ଷରେ ଚୀନର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ପିଏଲ୍ଏର ଜଣେ ଅଧିକାରୀ ନିହତ ହୋଇଥିବା ଚୀନ ସ୍ପଷ୍ଟ କରିଛି । ସଂଘର୍ଷରେ ଚୀନର ମୋଟ କେତେ ଜଣ ଯବାନ ସହିଦ ହୋଇଛନ୍ତି ତାହା ଚୀନ ସ୍ପଷ୍ଟ କରିନାହିଁ । ନିହତ ଯବାନଙ୍କ ସଂଖ୍ୟା ବଢିଲେ
Read More...

ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଗିରଫ

ୱାଶିଂଟନ,୨୦.୬ (ଏଜେନ୍ସି): ମୁମ୍ବାଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ପାକିସ୍ତାନୀ ଆତଙ୍କବାଦୀ ତହୱୁର ହୁସେନ ରାଣା ଆମେରିକାରେ ଗିରଫ ହୋଇଛି । ଆମେରିକା ପୁଲିସ ଲସଆଞ୍ଜେଲ୍ସରୁ ତହୱୁରକୁ ଗିରଫ କରିଛି । ସେ ଦୁଇ ଦିନ ତଳେ ଆମେରିକାର ଏକ ଜେଲରୁ ମୁକୁଳିଥିଲା । କିନ୍ତୁ ତହୱୁରକୁ
Read More...

ପଡେ଼ାଶୀଙ୍କୁ ଦାଦାଗିରି ଦେଖାଉଛି ଚୀନ୍

ନୂଆଦିଲ୍ଲୀ: ଚୀନ୍ ପଡ଼ୋଶୀ ରାଷ୍ଟ୍ର ପ୍ରତି ଗୁଣ୍ଡାମି ମନୋଭାବ ପୋଷଣ କରୁଥିବା କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ। ଚୀନ୍ ପଡ଼ୋଶୀ ରାଷ୍ଟ୍ରକୁ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରିବା ସହ କ୍ଷତିକାରକ ସାଇବର ଅଭିଯାନ ଚଳାଉଛି। ଡେନ୍‌ମାର୍କର
Read More...

ବେଜିଂକୁ ଫେରିଲା କରୋନା

ବେଜିଂ : ଚୀନ୍‌କୁ ଫେରିଲା କରୋନା। ଏହାର ମୁକାବିଲା ପାଇଁ ବେଜିଂ ଜିଲାରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସ୍ଥାନୀୟ ସିନ୍‌ଫାଦି ହୋଲ୍‌ସେଲ୍‌ ବଜାର ଓ ଜିଙ୍ଗ୍‌ସେନ୍‌ ସାମୁଦ୍ରିକ ଖାଦ୍ୟ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସମସ୍ତ ଖେଳ, ପର୍ଯ୍ୟଟନ ଓ ଅନ୍ୟାନ୍ୟ
Read More...