Browsing Category

ବିଦେଶ

ମହିଳାଙ୍କୁ ଏକାଧିକ ସ୍ୱାମୀ ସୁଯୋଗ ମିଳୁ : ଚୀନ୍ ଅର୍ଥନୀତିଜ୍ଞଙ୍କ ଅଦ୍ଭୁତ ପ୍ରସ୍ତାବ

ନୂଆଦିଲ୍ଲୀ,୧୩.୬(ଏଜେନ୍ସି): ଚୀନ୍ରେ ଜନ ସଂଖ୍ୟା ସର୍ବାଧିକ । ଏପରିକି, ଜନସଂଖ୍ୟା ଦୃଷ୍ଟି କୌଣରୁ ଭାରତ ଉପରେ ଏହାର ସ୍ଥାନ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି ଦେଶରେ ଏବେ ମହିଳାଙ୍କ ସଂଖ୍ୟା ଦୃତଗତିରେ କମିବାରେ ଲାଗିଛି । ସେପରି ସ୍ଥଳେ ପୁଅମାନେ ଯୁବାବସ୍ଥାରେ ବିବାହ
Read More...

ରାଲି ପରେ କରୋନା ପାଇଁ ଟ୍ରମ୍ପ ଦାୟୀ ହେବେନି

ୱାଶିଂଟନ,୧୩.୬(ଏଜେନ୍ସି): ଆମେରିକାରେ ଗୋଟିଏ ପଟେ କରୋନା ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ବି ପାଖେଇ ଆସୁଛି । ଚଳିତ ବର୍ଷ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । କିନ୍ତୁ କରୋନା ସଂକ୍ରମଣ ପାଇଁ ନିର୍ବାଚନ ପ୍ରଚାର
Read More...

ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୯୨,୯୧୯

ୱାଶିଟନ : ସାରା ବିଶ୍ବ ଏବେ କରୋନା କବଳିତ। ଦିନକୁ ଦିନ କାୟା ଅଧିକ ବ୍ୟାପୀବାରେ ଲାଗିଛି। ବିଶ୍ବର ୨୧୩ଟି ଦେଶରେ ଏବେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନ ସୁଦ୍ଧାବିଶ୍ୱରେ ୭୦,୯୨,୯୧୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪,୦୬,୨୦୭ ଜଣଙ୍କର ମୃତ୍ୟୁ ଘଟିଛି।
Read More...

ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ,୬ ।୦୬(ଏଜେନ୍ସି): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୨ଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉପôାଦ, ବ୍ୟବସାୟ ବାଣିଜ୍ୟ ପ୍ରୋତ୍ସାହନ ଓ ସୁବିଧା ଅଧ୍ୟାଦେଶ ୨୦୨୦ ଏବଂ ମୂଲ୍ୟ ପ୍ରତିଶ୍ରୁତି ତଥା କୃଷି ସେବା ଉପରେ କୃଷକ
Read More...

ବଙ୍କରରେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ,୧ ।୦୬(ଏଜେନ୍ସି): ମିନ୍ନିଆପଲିସ୍ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତୁ୍ୟ ଘଟଣା ନେଇ ପ୍ରତିବାଦ ତୀବ୍ରରୂପ ଧାରଣ କରିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୱାଶିଂଟନ ସମେତ ଦେଶର ୪୦ଟି ସହରରେ କର୍ଫୁ୍ୟ ଜାରି କରାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ
Read More...

ନାସା ମହାକାଶଚାରୀ କକ୍ଷପଥରେ: ଇତିହାସ ସୃଷ୍ଟି କଲା ‘ସ୍ପେସ୍ଏକ୍ସ’

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀ ଙ୍କୁ କକ୍ଷପଥରେ ପହଂଚାଇ ପ୍ରଥମ ଘରୋଇ ରକେଟ୍ କମ୍ପାନୀ ହିସାବରେ ‘ସ୍ପେସ୍ଏକ୍ସ୍’ ଇତିହାସ ସୃଷ୍ଟି କରିଛି । ନଅ ବର୍ଷରୁ ଉଦ୍ଧ୍ୱର୍ ବ୍ୟବଧାନ ପରେ ଆମେରିକୀୟ ମାଟିରୁ ନାସା ମହାକାଶଚାରୀଙ୍କର ଏହା
Read More...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସଂପର୍କ ଛିନ୍ନ କଲା ଆମରିକା

ଶିଂଟନ୍- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସଂପର୍କ ଛିନ୍ନ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସମାୟିକ ପାଣ୍ଠି ଯୋଗାଣ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଆଜି ସଂପର୍କ ଛିନ୍ନ କରିଛନ୍ତି ।
Read More...

ଶନିବାରକୁ ଘୁଂଚିଲା ମିଶନ ମହାକାଶ

ୱାଶିଂଟନ- ପାଗ ବିଗାଡି ଦେଲା ମହାକାଶଯାତ୍ରା । ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବା ପାଇଁ ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା ସବୁପ୍ରକାର ପ୍ରସ୍ତୁତି ସାରିଥିଲା ।ତେବେ ପାଗ ପରିବର୍ତନ ନେଇ ଶନିବାରକୁ ଘୁଂଚାଇ ଦେଇଛି ନାସା ।
Read More...

ଅନୁସୂଚିତ ଜାତି ସମ୍ପ୍ରଦାୟକୁ ଆକ୍ଷେପ କରି ସାଂସଦ ଆର.ଏସ. ଭାରତୀ ଗିରଫ

ଚେନ୍ନାଇ: ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଡିଏମକେ ସାଂସଦ ଆର.ଏସ. ଭାରତୀ ଗିରଫ ହୋଇଛନ୍ତି। ଚେନ୍ନାଇ ପୁଲିସ ଶନିବାର ସକାଳେ ତାଙ୍କୁ ଗିରଫ କରିଛି। ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ବିଦ୍ଵେଷପୂର୍ଣ୍ଣ ଭାଷଣ ଦେଇଥିବା ନେଇ ଗତ ଫେବୃୟାରୀ ୧୪ ତାରିଖରେ ତାଙ୍କ
Read More...

ଭାରତକୁ ଟାର୍ଗେଟ କରିବା ଯୋଜନା ନାହିଁ : ତାଲିବାନ

କାବୁଲ : କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତାଲିବାନ ହସ୍ତକ୍ଷେପ କରିବ ନାହିଁ କିମ୍ବା କଶ୍ମୀରରେ ଚାଲିଥିବା ଆତଙ୍କବାଦରେ ସାମିଲ ହେବ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଦେଇଛି । ତାଲିବାନର ମୁଖପାତ୍ର ସୁହେଲ ସାହିନ
Read More...