Browsing Category

ବିଦେଶ

କାନାଡ଼ାରେ ଅଂଶୁଘାତ : ୨୦୦ରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ,: ଗତ ୪ ଦିନ ହେବ ତାପମାତ୍ରା ୪୯.୧ ଡିଗ୍ରି ରହିବା ଯୋଗୁଁ କାନାଡାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଉତ୍ତପ୍ତ ପରିସ୍ଥିତି ସହ ଝାଞ୍ଜି ପ୍ରବାହ ହେତୁ ଭାଙ୍କୋଭରରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଭଳି ଗ୍ରୀଷ୍ମପ୍ରବାହ ଯୁକ୍ତରାଷ୍ଟ୍ର ଆମେରିକାର
Read More...

କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା

ଲଣ୍ଡନ: କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଛନ୍ତି କୋଭିସିଲ୍ଡ ଟକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା । ପୁନାୱାଲା ଟ୍ୱିଟ ଯୋଗେ କହିଛନ୍ତି କି ଏନେଇ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ
Read More...

ଜର୍ଜ ଫ୍ଲଇଡ୍‌ଙ୍କ ହତ୍ୟାକାରୀ ପୁଲିସକୁ ସାଢେ ୨୨ ବର୍ଷ ଜେଲ୍‌

ମିନିଆପଲିସ୍‌: ଜର୍ଜ ଫ୍ଲଇଡ୍‌ଙ୍କୁ ହତ୍ୟା କରିଥିବା ମିନିଆପଲିସ୍‌ର ପୂର୍ବତନ ପୁଲିସ ଅଫିସର ଡେରେକ୍ ସୋଭିନ୍‌ଙ୍କୁ ଆମେରିକାର ଏକ ଅଦାଲତ ସାଢ଼େ ୨୨ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ ମିନିଆପଲିସ୍ ରାସ୍ତାରେ ଫ୍ଲଇଡ୍‌ଙ୍କୁ ତଳେ ପକାଇ ସୋଭିନ୍ ତାଙ୍କ ବେକରେ ଆଣ୍ଠୁ ମାଡ଼ି
Read More...

ଆତଙ୍କବାଦୀ ହାଫିଜର ଘର ନିକଟରେ ବିସ୍ଫୋରଣ

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଏଠାରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।
Read More...

ଆଫଗାନରେ ୨୫୮ ତାଲିବାନ ଆତଙ୍କବାଦୀ ନିହତ

କାବୁଲ: ଆଫଗାନିସ୍ତାନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ୨୫୮ ଜଣ ତାଲିବାନ ଆତଙ୍କି ପ୍ରାଣ ହରାଇବା ସଙ୍ଗେ ସଙ୍ଗେ ୧୫୬ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ବିଭିନ୍ନ ପ୍ରଦଶେରେ ସଂପ୍ରତି ତାଲିବାନ ଆତଙ୍କିମାନେ ବ୍ୟାପକ ଅରାଜକତା ଆରମ୍ଭ କରିଦେଇଥିବାବେଳେ ଆଫଗାନ ନ୍ୟାସନାଲ ସିକ୍ୟୁରିଟି ଫୋର୍ସ
Read More...

ସତ୍ୟ ନାଡେଲା ହେଲେ ମାଇକ୍ରୋସଫ୍ଟ ଅଧ୍ୟକ୍ଷ

ୱାଶିଂଟନ୍‌ : ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନ୍‌ର ନୂଆ ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହାର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ମାଇକ୍ରୋସଫ୍ଟର ଚେୟାମ୍ୟାନ୍ ଥିବା ଜନ୍ ଥମ୍ପସନଙ୍କ ସ୍ଥାନରେ ନାଡେଲାଙ୍କୁ
Read More...

ବିଶ୍ୱରେ ବଢୁଛନ୍ତି ଶିଶୁ ଶ୍ରମିକ

ନ୍ୟୁୟର୍କ: ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱରେ ପ୍ରଥମ ଥର ପାଇଁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କରୋନାଭାଇରସ୍ ସଙ୍କଟ ଆହୁରି ଲକ୍ଷ ଲକ୍ଷ ପିଲାଙ୍କୁ ଶ୍ରମିକ ସଜାଇ ଦେବ ବୋଲି ଗୁରୁବାର ଦିନ ଜାତିସଂଘ କହିଛି । ମିଳିତ ରିପୋର୍ଟରେ ‘ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ’ ଏବଂ
Read More...

ବାପୁଜିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍

ଜୋହାନ୍ସବର୍ଗ: ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ (୩
Read More...

ଚୀନରୁ ମିଳିଲା ଡାଇନୋସର ପୂର୍ଣ୍ଣାଙ୍ଗ କଙ୍କାଳ!

ବେଜିଂ: ଜୀବାଶ୍ମବିଜ୍ଞାନୀମାନେ ଚୀନର ଦକ୍ଷିଣ ପଶ୍ଚିମରେ ଜୁରାସିକ ସମୟର ଏକ ଜୀବାଶ୍ମ ଠାବ କରିଛନ୍ତି, ଯାହାର ପ୍ରାୟ ୭୦% ଅକ୍ଷତ ରହିଛି ଏବଂ ଏହା ଏକ ଡାଇନୋସରର ଜୀବାଶ୍ମ ଏବଂ ତାହାର ଲମ୍ବ ପ୍ରାୟ ୮ ମିଟର ବୋଲି ଜଣାଯାଇଛି । ଏହି ଜୀବାଶ୍ମ ଏବଂ ତାହାର ଲମ୍ବ ପ୍ରାୟ ୮ ମିଟର ବୋଲି
Read More...

ଭାରତକୁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର

ୱାଶିଂଟନ: କୋଭିଡ-୧୯ ଭାରତର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି । ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ । ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ଼ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ
Read More...