Browsing Category

ବିଦେଶ

ପାକିସ୍ଥାନରେ ଟ୍ରେନ୍ ଦୁର୍ଘଟଣା : ୩୦ ମୃତ

ଇସଲାମାବାଦ: ପାକିସ୍ଥାନର ଘୋଟକି ଜିଲାର ଧାରକି ନାମକ ସହର ନିକଟରେ ଆଜି ଭୋର ସମୟରେ ୨ଟି ଯାତ୍ରୀବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି । ସାର ସୟଦ ଏକ୍ସପ୍ରେସ ,ମିଲିଆତ ଏକ୍ସପ୍ରେସ ସହ ଏହି
Read More...

ଦାରିଦ୍ର୍ୟ କବଳରେ ୧୦ କୋଟି ଶ୍ରମିକ : ବେକାରୀ ଛୁଇଁବ ୨୦ କୋଟି

ଜାତିସଂଘ: କରୋନା ମହାମାରୀ ୧୦ କୋଟିରୁ ଅଧିକ ଶ୍ରମିକଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି ବୋଲି ଜାତିସଂଘର ସଂସ୍ଥା ଆନ୍ତର୍ଜାତିକ ଶ୍ରମିକ ସଂଗଠନ (ଆଇଏଲ୍‌ଓ) ପକ୍ଷରୁ ଏସଂପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଆକଳନ କରାଯାଇଛି ଯେ ମହାମାରୀ ଯୋଗୁଁ ଶ୍ରମ ବଜାରରେ ଯେଉଁ
Read More...

‘ଚାଇନା ଭାଇରସ୍‌’ କହି ଠିକ୍‌ କରିଥିଲି: ଟ୍ରମ୍ପ୍‌

ନୂଆଦିଲ୍ଲୀ: ‘ଚାଇନା ଭାଇରସ୍‌’ ଊହାନ୍‌ ଲ୍ୟାବ୍‌ରୁ ଆସିଥିବା କହି ଠିକ୍‌ କରିଥିଲି ବୋଲି କୋଭିଡ୍‌-୧୯ ଉତ୍ପତ୍ତି ସଂକ୍ରାନ୍ତରେ ଦେଇଥିବା ବିବୃତିକୁ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପୁନରାବୃତ୍ତି କରି କହିଛନ୍ତି। ଆମେରିକୀୟ
Read More...

୮ଗୁଣ ଅଧିକ ଉତ୍ତାପରେ ଜଳୁଛି ଚୀନ୍‌ ନିର୍ମିତ ‘ସୂର୍ଯ୍ୟ’

ନୂଆଦିଲ୍ଲୀ: ହାଇଡ୍ରୋଜେନ୍‌ ପୋଡ଼ି ହିଲିୟମ୍‌ରେ ପରିଣତ ହେଉଥିବାରୁ ସୂର୍ଯ୍ୟର ଅନ୍ତଃସ୍ଥଳ ୧୫ ନିୟୁତ ଡିଗ୍ରି ସେଲିସିୟସ୍‌ରେ ଜଳୁଥିବା ବେଳେ ପୃଥିବୀ ପୃଷ୍ଠରେ ଚୀନ୍‌ ନିର୍ମାଣ କରିଥିବା ‘କୃତ୍ରିମ ସୂର୍ଯ୍ୟ’ ୧୨୦ ନିୟୁତ ଡିଗ୍ରି ସେଲିସିୟସ୍‌ରେ ଜଳୁଛି। ଚୀନ୍‌ଦ୍ବାରା ପ୍ରସ୍ତୁତ ଏହି
Read More...

ଚୀନ୍‌ରୁ ଆସୁଛି ମଣିଷ ଶରୀରରେ ବାର୍ଡ ଫ୍ଲୁ !

ବେଜିଂ: କରୋନା ଭୂତାଣୁ ଚୀନ୍‌ରୁ ବ୍ୟାପିଥିବା କୁହାଯାଉଥିବା ବେଳେ ଆଉ ଏକ ବିପଦ ଏହି ଦେଶରୁ ଆସୁଛି । ଏଠାରେ ମାନବ ଶରୀରରେ ବାର୍ଡ ଫ୍ଲୁ ଭୂତ୍‌ାଣୁ ସଂକ୍ରମର ଦେଖିବାକୁ ମିଳିଛି, ଯାହା ବିଶ୍ୱର ପ୍ରଥମ ମାମଲା ବୋଲି ଚୀନ୍‌ଦାବି କରିଛି । ଚୀନ୍ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର
Read More...

ବିମାନ ଦୁର୍ଘଟଣାରେ ଟାର୍ଜନ ଅଭିନେତା ଜୋ ଲାରାଙ୍କ ମୁତ୍ୟୁ

ୱାଶିଂଟନ୍‌: ୧୯୯୦ ଦଶକରେ ଟାର୍ଜନ ଟେଲିଭିଜନ ସିରିଜ୍‌ରେ ଟାର୍ଜନର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ୱିଲିୟମ ଜୋସେଫ୍ ଲାରା ଓରଫ ଜୋ ଲାରା ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଶନିବାର ଘଟିଥିବା ଏହି ଦୁର୍ଘଟଣାରେ ୫୮ ବର୍ଷୀୟ ଜୋଙ୍କ ପତ୍ନୀ ଗ୍ୱେନ୍ ଲାରାଙ୍କ ସମେତ
Read More...

ଭିଏତନାମରେ କରୋନାର ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ!

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୂତାଣୁର ଏକ ନୂତନ ତଥା ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ ହୋଇଛି । ଯାହାକି ଅତ୍ୟନ୍ତ ସାଘାତିକ ଓ ଘାତକ ବୋଲି ବିବେଚନା କରାଯାଉଛି । ବ୍ରିଟେନ ଓ ଭାରତ ଷ୍ଟ୍ରେନର ଭୂତାଣୁର ମିଶ୍ରଣରେ ଏହି ହାଇବ୍ରିଡ ଷ୍ଟ୍ରେନ ସୃଷ୍ଟି
Read More...

ପ୍ଲାଷ୍ଟିକ ବୋତଲ ବାନ୍ଧି ସମୁଦ୍ର ବାଟେ ସ୍ପେନ ପହଂଚିଲା ମରକ୍କୋ ବାଳକ

ଋାବା: ନିଜ ଦେହସାରା ପ୍ଲାଷ୍ଟିକ ବୋତଲ ବାନ୍ଧି ତାହା ସାହାଯ୍ୟରେ ସମୁଦ୍ରରେ ପହଁରି ପହଁରି ସ୍ପେନ ସୀମାନ୍ତରେ ପହଂଚିଥିବା ମରକ୍କୋର ଜଣେ ବାଳକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଓ ଚର୍ଚ୍ଚିତ ହୋଇଛି । ୟୁରୋପରେ ପ୍ରବେଶ କରିବା ଲକ୍ଷ୍ୟରେ ବାଳକ ଜଣକ ନିଜ ଜୀବନକୁ ବାଜି ଲଗାଇ
Read More...

ମଙ୍ଗଳ ପୃଷ୍ଠରେ ଚାଲିଲା ଚୀନ୍‌ର ‘ଜୁୁରୋଙ୍ଗ’

ବେଜିଙ୍ଗ: ଚୀନ ପ୍ରେରିତ ରୋଭର୍ ‘ଜୁରୋଙ୍ଗ’ ଗତକାଲି ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍ ପାଇଁ ଥିବା ଚୀନ ସାମାଜିକ ଗଣମାଧ୍ୟମରୁ ଜଣାପଡିଛି । ଚୀନ୍‌ର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ’ଙ୍କ ନାମାନୁସାରେ ନାମିତ ଏହି ରୋଭ୍‌ର ବେଜିଙ୍ଗ ସମୟ ସକାଳ
Read More...

ଖୁବ୍ ଶିଘ୍ର ଆସିବ ଉଡନ୍ତା ଟାକ୍ସି

ଲଣ୍ଡନ: ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଆସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ ସମୟ ଧରି ଅଟକି ରହିବା ସମସ୍ୟା ଆଉ ରହିବ ନାହିଁ । ଆସନ୍ତା ୨୦୨୪-୨୫ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି
Read More...