Browsing Category

ବିଦେଶ

ଓଭରବ୍ରିଜରୁ ଖସିଲା ଚଳନ୍ତା ଟ୍ରେନ;୨୦ ମୃତ

ମେକ୍ସିକୋ: ମେକ୍ସିକୋରେ ଏକ ଦୁଃଖଦ ଘଟଣା ଘଟିଛି । ମେକ୍ସିକୋସିଟିର ମେଟ୍ରୋ ଟ୍ରେନ ଓଭରବ୍ରିଜ ଉପରେ ଯାଉଥିବା ସମୟରେ ହଠାତ୍ ଏହା ଖସି ପଡିଥିବା ନେଇ ଖବର ମିଳିଛି । ଓଭର ବ୍ରିଜ ଭୁଷୁଡି ପଡିବା କାରଣରୁ ଚଳନ୍ତା ଟ୍ରେନ ସଡକରେ ଖସି ପଡି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ
Read More...

ହସ୍ପିଟାଲ୍‌ରେ ନାହିଁ ଅକ୍ସିଜେନ୍‌, ମା’ ଙ୍କ ମୁହଁରେ ମୁହଁ ଲଗାଇ ଅକ୍ସିଜେନ୍‌ ଦେଲେ ଝିଅ

ଲକ୍ଷ୍ନୌ: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏହି ଅଭାବରୁ ବହୁ ସ୍ଥାନରେ ରୋଗୀମାନେ ମୃତ୍ୟୁବରଣ କରୁଛନ୍ତି । ଏହି ପରିସ୍ଥିତିରେ ଉତ୍ତରପ୍ରଦେଶରେ ବହରାଇଚ ଜିଲ୍ଲା ହସ୍ପିଟାଲ୍‌ରୁ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଯାହାକି ଜଣେ
Read More...

ବିନା ଦର୍ଶକରେ ଆୟୋଜିତ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଆସନ୍ତା ଜୁଲାଇରେ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜିତ ହେବାର ସମ୍ଭାବନା ରହିଥିବା ଶୁକ୍ରବାର ସୂଚନା ଦେଇଛନ୍ତି ଆୟୋଜକ କମିଟି ସଭାପତି ସେଇକୋ ହାସିମୋଟୋ। କରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଥିବାରୁ ଆୟୋଜକ କମିଟି ଅଲିମ୍ପିକ୍ସ
Read More...

କରୋନା ସଂକ୍ରମିତ ବାପାଙ୍କ ମୃତଦେହକୁ ରାତିଶାରା ଧରି ଶୋଇଥିଲା ୬ ବର୍ଷର କୁନି ଝିଅ

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ମଣିଷ ଜୀବନ ପୋକମାଛି ଭଳି ଟଳିପଡ଼ୁଥିବା ବେଳେ, ଏକ ୬ ବର୍ଷ କୁନି ଝିଅର କରୁଣ କହଣୀ ଏବେ ଶୋସାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । କରୋନାରେ ଆକ୍ରାନ୍ତଥିବା ବାପାଙ୍କ ମର ଶରୀରକୁ ରାତିଶାରା ଅବୋଧ କୁନି ଝିଅଟି କୁଣ୍ଢାଇ ଶୋଇଥିଲା । କଥାରେ
Read More...

ନାସା ପକ୍ଷରୁ ହେଲିକପ୍ଟରର ତୃତୀୟ ଉଡାଣ ମଙ୍ଗଳରେ

ନ୍ୟୁୟର୍କ : ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର ସେଠାରେ ତୃତୀୟ ଥର ପାଇଁ ଉଡାଣ କରିଛି। ଏଥର ହେଲିକପ୍ଟରଟି ପୂର୍ବାପେକ୍ଷା ଦ୍ରୁତ ଗତିରେ ଉଡାଣ କରିବା ସହିତ ଅଧିକ ଦୂରକୁ ଯାଇଥିଲା। ରବିବାର ଦିନ ଏହି କ୍ଷୁଦ୍ର ହେଲିକ୍ଟର ଇନଜେନ୍ୟୁଇଟି ସେକେଣ୍ଡ ପିଛା ୬.୬ ଫୁଟ ଦୂରତା
Read More...

ଓସ୍କାର ପୁରସ୍କାର ଘୋଷଣା; ବାଜି ମାରିଲା ‘ନୋମାଡ୍‌ଲ୍ୟାଣ୍ଡ’

ଲସ୍‌ଆଞ୍ଜେଲ୍ସ: ୯୩ତମ ଓସ୍କାର ପୁରସ୍କାର ରବିବାର ସନ୍ଧ୍ୟାରେ ଘୋଷଣା ହୋଇଛି। ବହୁ ପ୍ରତୀକ୍ଷିତ ଏହି ପୁରସ୍କାର ପ୍ରଦାନ ସମାରୋହରେ ବାଜି ମାରିଛି ଚଳଚ୍ଚିତ୍ର ‘ନୋମାଡ୍‌ଲ୍ୟାଣ୍ଡ’। ଏହି ଚଳଚ୍ଚିତ୍ର ୩ଟି ପୁରସ୍କାର ହାତେଇବା ସହିତ ୨୦୨୧ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଆଖ୍ୟା ଅର୍ଜନ
Read More...

ଜନସନ ଆଣ୍ଡ ଜନସନର ଏକକ-ଡୋଜ ପାଇଁ ରୋକ୍ ହଟାଇଲା ଆମେରିକା

ୱାଶିଂଟନ : ଜନସନ ଆଣ୍ଡ ଜନସନର ଏକକ ଡୋଜ ଟିକା(ସଟ୍) ବ୍ୟବହାର କରିବା ପାଇଁ ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ କୋଭିଡ-୧୯ ଟୀକାକରଣ ଉପରେ ଲାଗିଥିବା ୧୧ ଦିନିଆ ବିରାମ ଉଠାଇ ଦେଇଛନ୍ତି । ରକ୍ତ ଜମାଟ ବାନ୍ଧିବାର ଏକ ବିରଳ ବିପଦ ସୃଷ୍ଟି ହେବା ପରେ ବୈଜ୍ଞାନିକ ପରାମର୍ଶଦାତାମାନେ ଏହା
Read More...

ବିଦେଶରୁ ଲଜିଷ୍ଟିକ୍ସ ସହାୟତା ଲୋଡିଲା ଦେଶ

ଭାରତକୁ ସହାୟତା କରିବା ପାଇଁ ଆଗେଇ ଆସିଲା ପ୍ରାନ୍ସ ଓ ବ୍ରିଟେନ୍ ସମେତ ଏକାଧିକ ରାଷ୍ଟ୍ର ନୂଆଦିଲ୍ଲୀ: ଭାରତରେ ଅକ୍ସିଜେନ ଚାହିଦା ପ୍ରତି ଘଂଟାରେ ବଢିଚାଲିଥିବା ବେଳେ ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇବାକୁ ଭାରତ ଅନୁରୋଧ ଜଣାଇଛି । ଏଭଳି ସଙ୍କଟଜନକ ସମୟରେ
Read More...

କାନାଡା ସରକାରଙ୍କ ବଡ ନିଷ୍ପତ୍ତି; ମାସକ ପାଇଁ ଭାରତ ଓ ପାକିସ୍ତାନରୁ ଯାତ୍ରୀବାହୀ ବିମାନ ମନା

ଓଟାୱା: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କାନାଡା ସରକାର ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ପାଇଁ କଟକଣା ଲଗାଇଛନ୍ତି। ଏଥିସହିତ ମାସକ ପାଇଁ ପାକିସ୍ତାନରୁ ସମସ୍ତ ଯାତ୍ରୀବାହୀ ବିମାନର ଉଡାଣ ଉପରେ ପ୍ରତିବନ୍ଧକ
Read More...

ଭାରତ-ପାକିସ୍ତାନର ସମ୍ପର୍କରେ ତିକ୍ତତା ଆଗକୁ ଆହୁରି ପଢ଼ିପାରେ!

ୱାଶିଂଟନ: ଭାତର ପୂରାତନ ଶତୃ ଦେଶ ପାକିସ୍ତାନ ସହିତ ଆଗକୁ ତିକ୍ତତା ଆହୁରି ଉଗ୍ର ରୂପ ଧାରଣ କରିବ । ପାକିସ୍ତାନୀ ପ୍ରୋଭୋକେସନ୍ର ଜବାବ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ସାମାରିକ ପଦକ୍ଷେପ ନେବେ। ପୂର୍ବରୁ ଭାରତ ପଡ଼ୋଶୀ ପାକିସ୍ତାନ ବିରୋଧରେ ନେଇଥିବା ସାମରିକ
Read More...